Krushna Kabari

କୃଷ୍ଣ କବରୀ

ତମ କୃଷ୍ଣ କବରୀର ଗୋଲାପ ପାଖୁଡ଼ା ମତୁଆଲା କରେ ମତେ । ସୁଗନ୍ଧରେ ତା’ର ମହକି ଉଠୁଛି ମୋ ପ୍ରେମ ଗମ୍ଭିରୀ ଭିତରେ ସାଇତା ସ୍ଥାନ ଯେତେ । ଚିର ଇପ୍ଷିତ ଚିର ଆକାଂକ୍ଷିତ ତମେ ମୋ ସ୍ୱପ୍ନର ରାଜଜେମା । ରୋମାଞ୍ଚିତ ମନ ନିବିଡ଼ ସମ୍ପର୍କ ତମେ ପୁଣି ମୋର କଳ୍ପନାର ଅପ୍ସରା । ହୃଦୟରେ ମୋର ସାଇତା ହୋଇଛି ତମ ଦେହର ସେଇ ତାତି । ପ୍ରେମ ପ୍ରଣୟରେ ଭରା ମୋ ଦେହର ସେଇ ଉଷ୍ମ ଅନୁଭବ ଏବେ ବି କରେ…

ଅଧିକ ପଢ଼ନ୍ତୁ
Kumaritwa

କୁମାରୀତ୍ୱ

ଆଖି ଖୋଲା ହେଉ ହେଉ ତା’ ଚରିତ୍ର ଉପରେ ପ୍ରଶ୍ନ । ବନ୍ଦ କଲେ ତ ସ୍ୱପ୍ନର କୁହେଳିକା । ତୋ’ର ଗୋଟିଏ ନ୍ୟୁନ ଚିନ୍ତାଧାରା ତା’ର ଅସ୍ଥିତ୍ଵ ଛଡ଼ାଇ ନେଲା ! କିଛି ବୁନ୍ଦା ପାଇଁ ସମାଜ ତା’ର ଚରିତ୍ରରେ କଳଙ୍କ ବୋଲିଦେଲା ! କାଲି ପିତାମାତା କହି ଫୁଲେଇ ହୋଇ ଆଣିଥିବା କିଛି ଲୋକଙ୍କ ପାଇଁ, ଆଜି ସେ ବାରଙ୍ଗନା, କୁଳଟା, ଚରିତ୍ରହୀନା ପାଲଟିଗଲା । ମାତ୍ର ଗୋଟିଏ ଧଳା ଚାଦରରେ ତା’ର ଚଉଦିଗ ଘନ କଳା ଅନ୍ଧକାର ହୋଇଗଲା? କେଉଁ…

ଅଧିକ ପଢ଼ନ୍ତୁ
Kamana

କାମନା

ଅସରନ୍ତି ତୃଷ୍ଣା ଏ ମନର ଘର ନରକ ପଥରେ ହୁଏ ଅଗ୍ରସର ॥ ଚଞ୍ଚଳ ମନଟି କାମନାର ଦାସ ଶରୀର ସୁଖ ପାଇଁ ଦୁଃଖକୁ ଗ୍ରାସ ॥ ଆଜିର ନାରୀକୁ ସଜାଇ ଖେଳଣା କାମନା ଭୋକରେ ହେଲୁ ବାଟବଣା ॥ ସମାଜ ଏପାଇଁ କରିଅଛି ନୀତି ମାନବିକତା ଭୁଲି କରୁ ପୀରତି ॥ ସୃଷ୍ଟିର ଏ ପୁଅ ହଉ କି ସେ ଝିଅ କାମନା ମାୟାରେ ବରତୀ ନ ରୁହ ॥ କାମନାକୁ କରି ହୃଦୟୁ ଦମନ…

ଅଧିକ ପଢ଼ନ୍ତୁ
Surjyamukhi Chadhei o Kabi

ସୂର୍ଯ୍ୟମୁଖୀ ଚଢ଼େଇ ଓ କବି

ଚଢ଼େଇଟିଏ ଉଡ଼ୁଛି ସିଧା ଶୂନ୍ୟକୁ, ମହାଶୂନ୍ୟର ଆହୁରି ଉପରକୁ, ସୂର୍ଯ୍ୟ ସମ ଜ୍ୱଳନ୍ତ କିରଣ ସମ ଉତ୍ତପ୍ତ ଆଉ ଦିବସ ସମ ଉଜ୍ଜ୍ୱଳ ହେବାକୁ । କବିଟିଏ ଚାହିଁଛି ସମବେଦନାର ଶ୍ରାବଣୀରେ ପୃଥିବୀ ଭିଜୁଛି, କବିତାର ସ୍ଫୁଲିଙ୍ଗ ଛୁଟୁଛି । କିଛି ବୁଝି ପାରୁନି କି କିଛି ଦେଖିପାରୁନି ଅବୁଝା ଚଢ଼େଇଟି କେବଳ ଉଡ଼ୁଛି ଆଉ ଉଡ଼ୁଛି ॥ X X X X X X X X X X ଏବେ କିନ୍ତୁ ସେ ଖସୁଛି ତଳକୁ…

ଅଧିକ ପଢ଼ନ୍ତୁ
Swadhinatara-Swada

ସ୍ୱାଧୀନତାର ସ୍ୱାଦ

ସ୍ୱାଧୀନତା ରଙ୍ଗ ସବୁଠୁ ନିଆରା ମୁକ୍ତ ଆକାଶ ରଙ୍ଗସମ ମୁକ୍ତ ନିଃଶ୍ୱାସ ମୁକ୍ତ ଜୀବନ ବୁଣେ ନୂଆ ପ୍ରାଣ ସଞ୍ଚାରଣ । କିଏ ଭଲ ନପାଏ ମୁକ୍ତ ଆକାଶେ ଉଡ଼ିବାକୁ ଗୀତଗାଇ? ବନ୍ଦୀ ଜୀବନ କି ଜୀବନରେ ଗଣା ଚୋରାବାଲି ସମ ସେହି । ଭାରତମାତା ବି ମୋର ହେଇଥିଲା ବନ୍ଦୀ ଗୋରାଙ୍କ ଅତ୍ୟାଚାର କରାଗାରେ ମାଆ ବନ୍ଦୀ ହେଲେ ସନ୍ତାନ କି ସହିବ ତଡ଼ି କରିଲେ ଗୋରାଙ୍କୁ ସାତଦରିଆ ପାର । ସେହିଦିନ ଥିଲା ଅଗଷ୍ଟ ପନ୍ଦର ନୂଆ ସୁରୁଜ…

ଅଧିକ ପଢ଼ନ୍ତୁ