Marichika - ମରିଚୀକା

ମରିଚୀକା

କରିବ କି ତୁମ ନୀଳକଇଁ ତୁମ କିରଣରେ ଶୀତଳତା ଭରିଦେବ ତହିଁ । ଏଇ ଉଷ୍ମତା ଯିବ ଦୂରେଇ ତୁମେ ଥିବ ପାଖେ ନ ଥିବ ଆଉ କେହି । କେତେ ସହିବି ଆଉ ସେ ବ୍ୟଥା କାହାକୁ କହିବି ସେ ମନର କଥା ଥକିଗଲିଣି ମୁଁ ଏତେ ଅପେକ୍ଷା କରି ନିଅ ଥରେ ଆପଣେଇ କର ନାହଁ ଆଉ ଡେରି । – ମୋନାଲିସା ଧଳ ମୋନାଲିସା ଧଳମୋନାଲିସା ଧଳ ଓଡ଼ିଆ ଭାଷାରେ ବିଭିନ୍ନ ପ୍ରକାରର…

ଅଧିକ ପଢ଼ନ୍ତୁ
Mukha

ମୁଖା

ହସ ହସ ମୁହଁ ପଛରେ ଥାଏ ଅନେକ ଦୁଃଖର କାହାଣୀ, ହସର ମୁଖାଦ୍ୱାରା ଆଦୃତ କରି ଦୁନିଆ ଆଗରେ ପରସା ଯାଏ, ପ୍ରସାଧନ ସାମଗ୍ରୀର ବହଳ ପରସ୍ତରେ ଲୁଚାଯାଏ ବ୍ୟଥାର ଚିତ୍କାର, ଆଖି ବି ଶୁଆଇଦେଇ ତା’ ଭିତରେ ଲୁହ ସବୁକୁ ଦିଏ ଭିନ୍ନ ଏକ ଚାହାଣି… ଚିକମିକ ଆଲୁଆର ଦୁନିଆରେ କାହାର ବା ସମୟ ଅଛି, ଦୁଃଖର ଗଭୀରତାକୁ ମାପିବାକୁ କିଏ ବା ନିଜର ଅଛି, ଦୁଃଖକୁ ପ୍ରକାଶ କରି ମିଛ ସମବେଦନା ପାଇବଟା ବି…

ଅଧିକ ପଢ଼ନ୍ତୁ
Manepade Se Atita

ମନେପଡ଼େ ସେ ଅତୀତ

ହଁ ତୁମେ ତ ହଜି ଯାଇଛ ତୁମ ସ୍ୱପ୍ନ ରାଇଜ ମଧ୍ୟରେ ହେଲେ ମୁଁ କେମିତି ଖୋଜି ପାଇବି? ଅସମ୍ଭବ ସେ ସବୁ ସେ ଅତୀତକୁ କଳ୍ପନା କରିବା ହିଁ ତ ବାସ୍ତବରେ ଗୋଟଏ ବଡ଼ ଭୁଲ ! ଗାଆଁର ଗଳି କନ୍ଦିଠାରୁ ଆରମ୍ଭ କରି କାହିଁ କେତେଯେ ଖୋଯିଛି ସେ ହଜିଲା ଅତୀତକୁ ତା’ର ସୀମା ନାହିଁ କିନ୍ତୁ ଖୋଜି ପାଇବା ବେଶ୍ କାଠିକର ପାଠ ହୋଇପଡ଼ିଛି ! କେହି ବା କ’ଣ କରିବ ସମୟ…

ଅଧିକ ପଢ଼ନ୍ତୁ
Manepade Priyatama

ମନେପଡ଼େ ପ୍ରିୟତମା

ଶ୍ରାବଣ ଆସିଲେ ମଧୂ ବରଷିଲେ ମନେପଡ଼େ ପ୍ରିୟତମା, ସଜେ ଶିଖି ନାଚି ଚନ୍ଦ୍ରିକା ତୋଳିଲେ ଝୁରେ ପ୍ରାଣ ପ୍ରିୟତମା । ଭରା ସରସୀରେ ତରଙ୍ଗ ଝଲସେ ମେଘ ମାଳ ଛବି ଆଙ୍କି, ପ୍ରୀତିର ପଣତ ବାଦଲ ପରାଏ ଲାଜେ ଖସି ଯାଏ ଦେଖି । ମାଟିର ମହକ ପୁଲକ ଭରିଲେ ସାଜେ ଧରା ସବୁଜିମା, ଘନ ଆକାଶ କି ଭରିଛି ସତେ ହରିଣୀ ଆଖିର ନିଳୀମା । ଫୁଲର ପସରା ବନେ ଉପବନେ ଖୋସା ଭରି ହସେ…

ଅଧିକ ପଢ଼ନ୍ତୁ
Bidaya Maa by Chikun Panda

ବିଦାୟ ମାଆ

ମା’ ଦୁର୍ଗା ଚାଲିଗଲ ତୁମେ ଭକ୍ତକୁ ଏକା କରି ଗଲ ଯେ ଗଲ ପୁଣି ଯାଇ ଆର ବରଷ ଭକ୍ତର ଆଖି ଥକିଯିବ ଅପେକ୍ଷା କରି କରି । ନିଜ ଲୋକକୁ ହରେଇବାର ଦୁଃଖ ଛାତି ଭିତରେ ଅଜସ୍ର କୋହ ଝରିପଡ଼େ ଆଖିରୁ ଲୁହ । ତୁମ ବିସର୍ଜନ ଭକ୍ତ ମନକୁ କରେ ବିଳାପିତ ସବୁ କିଛି ଶୁନଶାନ୍, ମଣ୍ଡପ ଲାଗେ ଖାଁ ଖାଁ ଘଣ୍ଟ ଘଣ୍ଟା ବି ନୀରବ ନିଶ୍ଚଳ । ମନ୍ତ୍ର ଶ୍ଳୋକ ଅହରହ…

ଅଧିକ ପଢ଼ନ୍ତୁ