Kranti Phere (କ୍ରାନ୍ତି ଫେରେ) Odia Poem by Sarmistha Malla on Netaja Jayanti (ନେତାଜୀ ଜୟନ୍ତୀ)

କ୍ରାନ୍ତି ଫେରେ

କ୍ରାନ୍ତି ଫେରେ, ରକ୍ତ ଝରେ ପବନ ହିଲ୍ଲୋଳେ, ସାଗର ତରଙ୍ଗେ ନିନାଦିତ ହୁଏ, କଲ୍ଲୋଳିତ ହୁଏ କ୍ରାନ୍ତି ଫେରେ, ରକ୍ତ ଝରେ । ବିର ରକ୍ତେ ହୋଇଛି ଗଢ଼ା ଦେଶ ଭକ୍ତିରେ ତୁମ ପ୍ରାଣ ହୋଇଛି ସଜଡ଼ା ସ୍ୱାଧୀନତା ସଂଗ୍ରାମେ ତୁମ ବଳିଦାନ କ୍ରାନ୍ତି ପାଇଁ ନେଇଛ ଶପଥ । ତାତିଛ ତୁମେ, ତତାଇଛ ତୁମେ ଦୁର୍ଗମ ଗିରିର ଦୁର୍ଗ ପ୍ରାଚୀର ଭାଙ୍ଗି ରକ୍ତ ଦେଇ ତୁମେ ଦେଇଛ ଶକ୍ତି ତୁମେ ଆମ ପ୍ରିୟ ନେତାଜୀ । ମାନିନାହଁ ତୁମେ କଣ୍ଟାର…

ଅଧିକ ପଢ଼ନ୍ତୁ
Puruna Smruti (ପୁରୁଣା ସ୍ମୃତି) Odia Poem by Sarjan Kumar Sahu

ପୁରୁଣା ସ୍ମୃତି

କେଉଁଠୁ ଆସିଛୁ ଆଗେ ମୋ ରୂପସୀ କିମିଆ କଲା ତୋ’ ହସ ଖୋଲା ଆକାଶରେ ସୂର୍ଯ୍ୟ, ଚନ୍ଦ୍ର, ତାରା ଦେଖେଇ ଦେଲା ତୋ’ ସ୍ପର୍ଶ ॥ ସେ ଦିନର ରାତି ସେ ମଧୁ ପ୍ରୀତି ପାସୋରି ନ ଯାଏ ମନୁ ଥୁଣ୍ଟା ବରଗଛେ କୋଇଲିର ଡାକ ଲାଗେ ସତେ ପ୍ରେମ ବେଣୁ ॥ ନା ଅଛି ସେ ରାତି ନା ଅଛି ପ୍ରୀତି ଖୋଜିଲେ ପାଉନି ସ୍ମୃତି ଚାହିଁକି ବସିଛି ସେ ଥୁଣ୍ଟା ଗଛ ପ୍ରୀତିର ପରଶ…

ଅଧିକ ପଢ଼ନ୍ତୁ
Odia Poem Baba (ବାବା) by Sonali Bindhani

ବାବା

ଲୋଡ଼ା ଥିବା ଜିନିଷକୁ ଯିଏ ଖୋଜି ଆଣିଦିଏ ସେହି ଶବ୍ଦ ହେଉଛି ବାବା ଭାଙ୍ଗି ଯାଇଥିବା ଜିନିଷକୁ ଯିଏ ଗଢ଼ି ଆଣିଦିଏ ସେହି ଶବ୍ଦ ହେଉଛି ବାବା । ନିଛାଟିଆ ରାତିରେ ଯିଏ ଛୋଟ ଦୀପଟିଏ ଜାଳି ସାହାସ ଆଣିଦିଏ ସେହି ଶବ୍ଦଟି ହେଉଛି ବାବା । ଦୁଃଖରେ ଭାଙ୍ଗିପଡ଼ିଲେ ଯିଏ ପିଠା ଥାପୁଡ଼େଇ ଦେଇ କୁହେ ମା’ଲୋ ବ୍ୟସ୍ତ ହଅନା ସେହି ଶବ୍ଦଟି ହେଉଛି ବାବା । ପାଖରେ ପଇସା ନଥିଲେ ବି ଯିଏ କୁହେ ସରଗରୁ ଚାନ୍ଦ ଆଣିଦେବି…

ଅଧିକ ପଢ଼ନ୍ତୁ
Odia Poem Pustaka (ପୁସ୍ତକ) by Roja Panda

ପୁସ୍ତକ

ଅଛିଣ୍ଡା ସମିକରଣର ସରଳ ସମାଧାନ ମୁଁ, ମୁଁ ଅତୀତ ଇତିହାସର ଏକମାତ୍ର ମୂକସାକ୍ଷୀ । ସାରା ବିଶ୍ୱର ଭୌଗଳିକ ପରିଧିର ମାପକାଠି ମୁଁ, ମୁଁ ଅର୍ଥନୀତିର ମାନଦଣ୍ଡରେ ଠିଆ ହେଇଥିବା ସମୀକ୍ଷା । ବିଭିନ୍ନ ଭାଷାର ସମାହାର ମୁଁ, ମୁଁ ରାଜନୀତିର ରାଜତନ୍ତ୍ର, ବେଦ ମୁଁ, ଶାସ୍ତ୍ର ମୁଁ, ପୁରାଣ ସାହିତ୍ୟ ମୁଁ, ମୁଁ ବ୍ୟାକରଣର ବର୍ଣ୍ଣବିଦ୍ୱେଷ, ହାସ୍ୟରସର ଗନ୍ତାଘର । କାବ୍ୟ ମୁଁ, ଔପନ୍ୟାସିକର ସର୍ଜନା ମୁଁ, ମୁଁ ଅନନ୍ୟ ଜ୍ଞାନର ଭଣ୍ଡାର ସର୍ବଜନଙ୍କର ପ୍ରିୟ ସାଥି ମୁଁ, ମୁଁ…

ଅଧିକ ପଢ଼ନ୍ତୁ
Nua barasa go (ନୂଆ ବରଷ ଗୋ) Odia poem on new year by Satyabarata Sahu

ନୂଆ ବରଷ ଗୋ

ନୂଆ ବରଷ ଗୋ.. ନୂଆ ବରଷ.. ଲେଖି ରଖ ପ୍ରିୟା ପାଇଁ ଏହି ସନ୍ଦେଶ, ହସ ବା ଲୁହର ଗତ ଦିନ ସବୁ କେମିତି ବିତିଲା ମୋତେ ଲେଖିବ ପତ୍ର । ଆଜି କଥା କାଲିକି ବି ହୋଇଯାଏ ସ୍ମୃତି କେତେ ସ୍ମୃତି ସାଉଁଟିଛି ମୋ’ ପ୍ରାଣ ପ୍ରେୟସୀ ଦେବି ଉପହାର ନୂଆ ବରଷର ମନାସିଛି ତା’ ଓଠରେ ହସ.. ସିଏ ସିନା ପ୍ରେମ ଦେବୀ ମୋ’ ହୃଦ ମନ୍ଦିରେ ସାଇତା ରହିଛି ସଦା ମନ ଇଲାକାରେ ସପନ…

ଅଧିକ ପଢ଼ନ୍ତୁ