
କ’ଣ ବୋଲି ଭାବିଚ କି !
ଭାବିଚ କି, କର ନଜର ଦୂର ଦୂର ମନେ ମୋର ଟାଣିଦେବ ଲକ୍ଷ୍ମଣର ଗାର ! ଦିନରାତି ଏକ କରି ସବୁ କାମକୁ ପଛ କରି ନିଇତି ଘାଣ୍ଟୁଛି ତମ ପ୍ରୋଫାଇଲ, ମୁଁ ବି ଦେଖୁଛି ମ ଦେଉଅଛ କେଉଁ ଦେବାଦେବୀ ଚିତ୍ରରେ କମେଣ୍ଟ ଆଉ ଦିଲ୍ ! ନଜରରେ ପଡ଼ିଛି ବି ଡେଣା ଥାପି ସାରିଲାଣି ଫୁରଫୁର୍ ଫରେନ୍ ଚଢ଼େଇ, ଏସନ ଆସ ତ, ନଛାଡ଼ିଛି ଯଦି ହାତରେ ପାଦରେ ଡେଉଁରିଆ ପିନ୍ଧେଇ ମୋ ନାଁ…