Odia Bhajan Ranga Pasara (ରଙ୍ଗ ପସରା) by Gupteswar Chand

ରଙ୍ଗ ପସରା

ବରଷକେ ବାର ମାସ ଛଅ ଋତୁ ପରବର ସଂଖ୍ୟା ତେର । କଳା ଦିଅଁ ଭାଇ ଭଉଣୀଙ୍କ ସାଥେ ବିଜେ ନିଜେ ଶ୍ରୀ କ୍ଷେତ୍ରର ॥ ଭକତଙ୍କ ସଙ୍ଗେ ପ୍ରଭୁ କେଡ଼େ ରଙ୍ଗେ କରିଥାନ୍ତି ଲୀଳା ଖେଳା । ଅନାଥର ନାଥ ପ୍ରଭୁ ଜଗନ୍ନାଥ କି ସୁନ୍ଦର ଚକାଡୋଳା ॥ ଭକତର ପ୍ରାଣ ଶ୍ରୀ ବଂଶୀ ବଦନ କଳାକୁ କରନ୍ତି ଧଳା । ଆଖି ପିଛୁଳାକେ ଅଭାବ ହରନ୍ତି କରୁଣାମୟୀ କମଳା ॥ ସୁଦାମା ଦରିଦ୍ର ଦୁଃଖ କଲେ ଦୂର ଏହି…

ଅଧିକ ପଢ଼ନ୍ତୁ
Odia Bhajan Keun Punya Bala Pain (କେଉଁ ପୂଣ୍ୟ ବଳ ପାଇଁ) by Manoranjan Surujal

କେଉଁ ପୂଣ୍ୟ ବଳ ପାଇଁ?

ନୀଳ ତରଙ୍ଗରେ ପୁଲକିତ ମନ ସ୍ପର୍ଶେ ମତ୍ତ ମଧୁ ଅଳି, ଛନ୍ଦା ଚରଣରେ ଲୟ କରି ଧ୍ୟାନ ତୁମ ପ୍ରେମେ ମୁଁ ପାଗଳି । କିଏ କିଣିପାରେ ମନକୁ ମୋହର ତୁମେ ମୋ ମନ ମୋହନ, ଯୁଗଳ ପାଦକୁ ଥାପିଦେଇ ପ୍ରଭୁ ଧନ୍ୟ କରିଛ ଜୀବନ । ତଡ଼ାଗ ଗଭାରେ ହସେ ନିରଳସ ନୀଚ କୁଳ ଗୋତ୍ର ଜାଣି, ପଉଷ କାକର ସରଇ ଆୟୁଷ ଶୀତ ଯେହ୍ନେ ସଉତୁଣୀ । ପଙ୍କରୁ ଜନମ କାହିଁ ପୂଣ୍ୟ କର୍ମ ତଥାପି ଆଶୀଷ ଧାରା,…

ଅଧିକ ପଢ଼ନ୍ତୁ
Odia Bhajan Bhakata Batsala Hari 9ଭକତ ବତ୍ସଳ ହରି) by Gupteswar Chand

ଭକତ ବତ୍ସଳ ହରି

ଭକତକୁ ଛାଡ଼ି ରହି ନ ପାରନ୍ତି ଭକତ ବତ୍ସଳ ହରି, ସଲିଳ ବିହୁନେ ମୀନ ହୁଏ ଯେହ୍ନେ ପ୍ରଭୁଙ୍କ ଦଶା ସେପରି ।୧। କାୟା ବିନା ଛାୟା ରହି ନ ପାରଇ ଯେସନେ କ୍ଷଣକ ପାଇଁ, ଭକତ ବିରହେ ଅଧୀର ହୁଅନ୍ତି ତେସନେ ଜଗତ ସାଇଁ ।୨। ମୁହୂର୍ତ୍ତକ ଲାଗି ହୁଏ ତ ଭକତ ଭାବରେ ହେଲେ ଅନ୍ତର, ଦୀନ ବନ୍ଧୁ କେବେ ସହି ନ ପାରନ୍ତି ବିଚ୍ଛେଦ ତିଳେ ମାତର ।୩। ଏକଇ ମୁଦ୍ରାର ଦୁଇ ପାର୍ଶ୍ଵ ଭଳି ଭକ୍ତ…

ଅଧିକ ପଢ଼ନ୍ତୁ
Odia Bhajan Niskama Bhakti (ନିଷ୍କାମ ଭକ୍ତି) by Manoranjan Surujal

ନିଷ୍କାମ ଭକ୍ତି

କିଛି ପାଇବାକୁ କିଛି ହରେଇବା ଏ ସିନା ଦୁନିଆଁ ରିତି, ତୁମ ବୀଜ ମନ୍ତ୍ର ସନ୍ଧ୍ୟା ସକାଳରେ ଜପୁଥାଏ ନିତି ନିତି । ପରମ ବାନ୍ଧବ ଲଗାଇବ କୂଳ ବସେଇଛ ଭକ୍ତି ନାବେ, ମୁକତି ପସରା ମେଲେଇ ଦେଇଛ ମୁକତ କରିବ କେବେ? ଭକତ ବଲ୍ଲଭ ଭକତଙ୍କ ଶୁଭ ମାଗେନା ଧନ ସମ୍ପତ୍ତି, ଅଳିକ ମାତର କି କରିବି ଛାର ସମ୍ପତ୍ତି ଥିଲେ ବିପତ୍ତି । ଯୁଗେ ଯୁଗେ ପ୍ରଭୁ ଭକତଙ୍କୁ ତବ କରିଛ ଦାଣ୍ତ ଭିକାରୀ, ଖାଇବାକୁ ଗଣ୍ଡେ…

ଅଧିକ ପଢ଼ନ୍ତୁ
Odia Bhajan Charane Ashrita (ଚରଣେ ଆଶ୍ରିତ) by Ashutosh Meher

ଚରଣେ ଆଶ୍ରିତ

ଚରଣେ ଆଶ୍ରିତ ଆହେ ମହାବାହୁ ବାହୁ ତଳେ ତୁମ ରଖ ସେଇ ବଟବୃକ୍ଷ ଛାଇ ମହାସୁଖ ହରି ନିଏ ସବୁ ଦୁଃଖ ॥୦॥ ଅରୁଣ ସ୍ତମ୍ଭରେ ହାତ ଯୋଡ଼ି ଠିଆ ତୁମ ଦରଶନ ମନା ଦୂରୁଁ ନୀଳଚକ୍ର ଏକ ମାତ୍ର ଆଶା ପତିତପାବନ ବାନା କହ କଳାମୁଖ କେତେ ଦିନ ଆଉ ସମ୍ଭାଳି ରହିବୁ କୋହ… ॥୧॥ ଅବଢ଼ା ହୋଇଲା ମନା ଆମ ପାଇଁ କେଉଁ ଜନମର ପାପ କେତେ ଦିନ ଆଉ ଲୁହ ଢାଳୁଥିବୁ ସହି…

ଅଧିକ ପଢ଼ନ୍ତୁ