Odia Bhajan Mo Kalia Suna (ମୋ କାଳିଆ ସୁନା) by Janmajaya Nayak

ମୋ କାଳିଆ ସୁନା

ତୁ କଳାକାହ୍ନୁ ବୋଲି ଜାଣେ ଜଗତ, ତୋ’ ଅପାର ମହିମା ବିଶ୍ୱ ବିଖ୍ୟାତ । କାହାପାଇଁ ମିଛ କାହାପାଇଁ ସତ, ଭାବରେ ବନ୍ଧା ତୁ ଭକତର ମିତ । ତୋ’ରି ପାଇଁ ମୁଁ ଆଜି ଜୀଇଁଛି ସିନା, ମୋ କାଳିଆ ସୁନା, ମୋ କାଳିଆ ସୁନା… ।୧। ଶ୍ରୀକ୍ଷେତ୍ରରେ ବସି ହସୁଛୁ ମୁରୁକି, ଦୁଃଖୀର ଦୁଃଖକୁ କି ପାରୁନୁ ଦେଖି !? ଭୋକ ବିକଳେ ଗରିବ ଆଖି ବୁଜେ, ତୋ’ କରୁଣା ବାରିଧାରା କିଆଁ ହଜେ? ଚଳିବନିରେ ତୋ’ର କିଛି ବାହାନା, ମୋ…

ଅଧିକ ପଢ଼ନ୍ତୁ
Odia Bhajan Karanai Prabhu Kapata (କରନାହିଁ ପ୍ରଭୁ କପଟ) by Jharana Rout

କରନାହିଁ ପ୍ରଭୁ କପଟ

ସହି ହେଉନାହିଁ ଦୁନିଆର ଦୁଃଖ କେମିତି ସହିବି କୁହ, ସବୁଠି ଖାଲି ହୃଦୟଭରା ଲୁହ କାହା ମୁହେଁ ନାଁହି ହସ ॥ ମା’ଠାରୁ ପୁତ୍ରକୁ ଛଡ଼ାଇ ନେଉଛ କେମିତି ସହିବ ମା, ପିଲାଠାରୁ ପିତାମାତାଙ୍କୁ ଛଡ଼ାଇ କି ଖୁସି ପାଉଛ କୁହ ॥ ସବୁଆଡ଼େ ଖାଲି ମୃତ୍ୟୁର ତାଣ୍ଡବ ଏ ଦେହ ଯାଉନି ସହି, ନୀରବରେ ପ୍ରଭୁ ତୁନି ରୁହ ନାଁହି ପ୍ରଭୁ କର କିଛି ଚମତ୍କାର ॥ ଆଉ କାହା ମନେ ଦିଅ ନାଁହି ଦୁଃଖ…

ଅଧିକ ପଢ଼ନ୍ତୁ
Odia Bhajan Nila Saila Chudamani (ନୀଳ ଶୈଳ ଚୂଡ଼ାମଣି) by Gupteswar Chand

ନୀଳ ଶୈଳ ଚୂଡ଼ାମଣି

ନୀଳ ଶୈଳ ଚୂଡ଼ାମଣି ଘେନ ଦୀନ ଗୁହାରୀ । ମହା ସଙ୍କଟ ସିନ୍ଧୁରୁ ବେଗେ କର ହେ ପାରି ॥ ଚାହୁଁ ଚାହୁଁ ଦୁଃଖ-ରାହୁ ସୁଖ-ଶଶୀ ଗ୍ରାସଇ । ଚିନ୍ତା-ସାଗରେ ଜୀବନ- ନଉକା ମୋ ଭାସଇ ॥ କୂଳେ ଲଗାଅ ତୁରିତେ ଦୟା ଦୃଷ୍ଟିରେ ଚାହିଁ । ତୁମବିନା ଏ ସଂସାରେ ତ୍ରାଣ କର୍ତ୍ତା କେ ନାହିଁ ॥ ମହା ମହା ବିପଦରୁ କରି ଅଛ ଉଦ୍ଧାର । ସମଗ୍ର ସଂସାର ପାଇଁ ବାରେ କରୁଣା କର ॥ କେତେ ନିଷ୍ପାପ ନିରୀହ…

ଅଧିକ ପଢ଼ନ୍ତୁ
Odia Bhajan Srusti Raksha Kara (ସୃଷ୍ଟି ରକ୍ଷାକର) by Puspanjali Panda

ସୃଷ୍ଟି ରକ୍ଷାକର

ସତେକିବା ଏହା ପ୍ରାରବ୍ଧ କଷଣ ଭୂତାଣୁର ଭୟ ! ଆହେ ନାରାୟଣ ଆଶା ପାଲଟିଛି ନିରାଶା ଗଣ୍ଠିଲି କେମିତି ଧରିବୁ ଦୁଇ ହାତ ଖାଲି ॥ ଜୀବ ଧାରଣର ସମସ୍ତ ସୋପାନ ନୀରବରେ ଦେଖେ ଦାରୁଣ ମରଣ ଆଖି ପତା ତଳ ଏରୁଣ୍ଡି ବନ୍ଧରୁ ତତଲା ଲୁହର ନିଆଁ ଉହ୍ମେଇରୁ ॥ ଧୂଆଁ ଧୂଆଁ ଦିଶେ ଜୀବନ କିତାବ ସତେ କିବାସବୁ ଶେଷ ହୋଇଯିବ ପରୀକ୍ଷାର ଦିନ ସରୁନାହିଁ ଜମା ସମୟର ଗତି ସତେକି ବା ଧିମା ॥…

ଅଧିକ ପଢ଼ନ୍ତୁ
Odia Poem Rati Andhara o Mun (ରାତି ଅନ୍ଧାର ଓ ମୁଁ) Sunita Patel

ରାତି ଅନ୍ଧାର ଓ ମୁଁ

ରାତି ମୋ ବନ୍ଧୁ ଯେବେ ହେଲା ନିଦ ଅଭିମାନ କଲା ସପନ ରୁଷି ଗଲା ନୟନ କ୍ଳାନ୍ତ ହେଲା । ରାତ୍ରି ନୁହେଁ କେବଳ ଅନ୍ଧକାର ଏ ତ ଚନ୍ଦ୍ର, ତାରାର ସମାହାର । ସେଇ ସୁନ୍ଦରତାକୁ ବାଦ୍ ଦେଲି ଅନ୍ଧାରକୁ ମୁଁ ମୋ ଭିତରକୁ ଟାଣି ଆଣିଲି । ନିଶିକୁ ଯେବେ ଆଲିଙ୍ଗନ କଲି ଅନ୍ଧାରକୁ ସେତେ ଭଲପାଇଲି ଆଲୋକଠାରୁ ସତେ ଦୂରେଇ ଗଲି ରବି କିରଣେ ନିଜ ଛାଇକୁ ବି ଡରିଗଲି । ଅନ୍ଧାର ରାତିରେ ଝରକା କବାଟ ବନ୍ଦ…

ଅଧିକ ପଢ଼ନ୍ତୁ