ମିଛ କାଳିଆ
କହରେ କାଳିଆ, କାହିଁକି ବସିଛୁ, ମିଛଟାରେ ନୀଳାଚଳରେ ହେ । ରଜା, କାଳେ ତୋର ରାଜପଣ ଏବେ ଛନ୍ଦା ରାଜନୀତି କଳରେ ହେ । କହରେ କାଳିଆ… ଦାରୁ ହୋଇ ବାସିଥିବୁ ଦାରୁ ଦିଅଁ, ତୋ’ ନାମରେ ଚାଲିଥିବ ବ୍ୟବସାୟ (୨) ଚାହିଁଥିବୁ ଧନ, ମହାପାତ୍ରେ ସବୁ, ମାରିନେବେ ବଡ଼ ଛଳରେ ହେ । କହରେ କାଳିଆ… ଭକୁଆ ହୋଇ ତୁ ରହିଥିବୁ ଚାହିଁ, ତୋ’ ଗଣ୍ଡିକୁ ଦିନେ ଖାଇଯିବ ଉଇ (୨) ହେ ଭାଗ୍ୟ-ବିଧାତା, ତୋ…