Jay Ma Durga

ଜୟ ମା’ ଦୁର୍ଗା

ମହିଷା ମର୍ଦ୍ଦିନୀ ଦୁଷ୍ଟ ନିବାରିଣୀ ଅବତରି ଆସ ମା, ସିଂହ ବାହିନୀ ଦୁର୍ଗତି ନଶିନୀ ସକଳ ଜନଙ୍କ ମା’ । ସଙ୍କଟ ହାରିଣୀ ତୁହି ମା’ ଜନନୀ ଦୁଷ୍ଟକୁ କଲ ନିପାତ ତ୍ରାହି ତ୍ରାହି ଧରା ଡାକିଲା ଯେବେ ଉଦ୍ଧାର କଲ ଜଗତ । ହସେ ଏ ପୃଥିବୀ ତୁମ୍ଭ ଆଗମନେ କାଶତଣ୍ଡୀ ଗାଏ ଗୀତ ଆଶ୍ୱିନ ମାସରେ ଘରେ ଓ ମଣ୍ଡପେ ପୂଜା କରେ ଏ ଜଗତ । ଆବାହନ କରେ ଭକତ ମା’ଙ୍କୁ ଦଶଭୂଜା ହୁଅ ଉଭା, ଶକ୍ତି…

ଅଧିକ ପଢ଼ନ୍ତୁ
Abyartha Bindhani

ଅବ୍ୟର୍ଥ ବିନ୍ଧାଣୀ

ବାଣ ପରେ ବାଣ ମାରି ଚାଲିଛି ସେ ଫନ୍ଦି ଫିକର ସେ ଜାଣେ ବିଚିତ୍ର ବିନ୍ଧାଣୀ ଅବ୍ୟର୍ଥ ତା’ ଲକ୍ଷ, ତା’ର ସମ କେହି ନୁହେଁ । ସବୁ ଜାଣି ଶୁଣି କିଛି ନ ଜାଣିବା ଅଭିନୟ କରୁଥାଏ କେତେ ପରୀକ୍ଷାର ଜାଲ ରେ ପକାଏ ଧୈର୍ଯ୍ୟ ପରୀକ୍ଷା ସେ କରେ । ପରୀକ୍ଷା ଜାଲରେ ବାନ୍ଧିଲା ବଳିକୁ ଚାପିଲା ତାକୁ ପାତାଳେ ଗୋଟିଏ ପାଦରେ ମରତ ମାପିଲା ଆର ପାଦ ସ୍ଵର୍ଗ ପୁରେ । ସେଇ ପେଶିଥିଲା ସୁଦର୍ଶନ ଚକ୍ର…

ଅଧିକ ପଢ଼ନ୍ତୁ
Bhakti Bandana

ଭକ୍ତି ବନ୍ଦନା

କରୁଛି ଭକ୍ତି ବନ୍ଦନା ହେ କରୁଛି ଭକ୍ତି ବନ୍ଦନା କରଯୋଡ଼ି ତବ ପୟରେ ମଡ଼ୁଛି ଘେନ ମୋ ଏହି ପ୍ରାର୍ଥନା ହେ, କେଶବ ! କରୁଣା ଏତିକି ଥିବ । ଖଳ ପ୍ରକୃତି କି ତେଜି ହେ ଭକ୍ତି ଭାବ ମନେ ଚିନ୍ତି ଖଟିବି ନିତି ମୁଁ ଭକ୍ତି ଭାବ ଘେନି କରିବି ନାହିଁ ଅନିତି ହେ, ଅଖିଳ ! ଖିଆଳେ ନୋହିବି ଖଳ । ଗର୍ବରେ ଅନ୍ଧ ନୋହିବି ହେ କଟୁବାର୍ତ୍ତା ନ ବୋଳିବି ଗର୍ବକଳେ ପ୍ରଭୁ ଅନର୍ଥେ ପଡ଼ିବି ନରକ…

ଅଧିକ ପଢ଼ନ୍ତୁ
Binati

ବିନତୀ

ଏବେ ବି ଝୁରୁଛି ରାଧା ଦେଖିବୁ ଆ’ କାହ୍ନା ଖୋଜୁଅଛି ତୋତେ ଏକା ତୋ’ ପ୍ରିୟ ଯମୁନା । ଫୁଟୁଛି ଶତେକ ପଦ୍ମ କାଳିନ୍ଦୀର ଜଳେ ହେଲେ ତୋ’ ବଂଶୀ ସ୍ୱନ ଶୁଭୁନି ସେ କୂଳେ । ଲୀଳା ତୋ’ ଲଗାଇ ଥିଲୁ ଗୋପୀଗଣ ଧରି ତୋ’ ନାମ ଶୁଣିଲେ କଂସ ଯାଉଥିଲା ଡରି । କେତେ ଦିନ କହ ଆଉ ଝୁରିବ ଯମୁନା କଂସର କଷଣ ଏବେ ସହି ଯେ ହୁଏନା । ଆ’ ଥରେ କାହ୍ନା ପୁଣି ଫୁଙ୍କିଦେ ତୋ’…

ଅଧିକ ପଢ଼ନ୍ତୁ
tumaku-paiba-pain

ତୁମକୁ ପାଇବା ପାଇଁ

ଅନଭିଜ୍ଞ ମୁହିଁ କିଛି ଜାଣିନାହିଁ ପ୍ରାର୍ଥନା କରୁଛି ଯାଇ ମାୟା ମୋହ ଭରା ଭବ ସାଗରରୁ ଉଦ୍ଧାର କରିବା ପାଇଁ… ତୁମ ପାଇଁ ସବୁ ସମୁଦ୍ରକୁ ଶଙ୍ଖେ କି ଦାନ ଦେବି ମୁଁ ଯାଇ ମନ ରୂପି ଧନ ଦାନ ମୁଁ ଦଉଛି ତୁମ ଦାସ ହେବା ପାଇଁ… ଅନ୍ୟର ନାଆରେ ନାଉରୀ ସାଜୁଛି କୂଳକୁ ଆସିବା ପାଇଁ (କିନ୍ତୁ) ମାୟା ମୋହ ଭରା ଏ ସାରା ସଂସାରେ କୂଳ ଖୋଜେ ନିଜ ପାଇଁ … ବଞ୍ଚିବାର…

ଅଧିକ ପଢ଼ନ୍ତୁ