ଲକ୍ଷ୍ମୀ ସ୍ତୁତି
ଜୟ କ୍ଷୀରାବ୍ଦି ତନୟା ପଦ୍ମାଳୟା ହରିପ୍ରିୟା କରି ମର୍ତ୍ତ୍ୟ ଅବତୀର୍ଣ୍ଣ ପାଅ ମା ପୂଜା, ଲୋକମାତା ମା କମଳା ତୁ ରମା ପଦ୍ମା ଇନ୍ଦିରା ଲକ୍ଷ୍ମୀ ମାତା ନାମେ ଉଡ଼େ କୀରତି ଧ୍ଵଜା, ତୁ ଉଲ୍ଲୁକ ଗଜ ବାହିନୀ, ଐଶ୍ୱର୍ଯ୍ୟ ଅଧିକାରିଣୀ ବିଶ୍ଵ ଜନନୀ । ଆଶ୍ୱିନ ପୂର୍ଣ୍ଣିମା ତିଥି ଜନ୍ମଦିନ ଭାବେ ଖ୍ୟାତି ଗଜ ଲକ୍ଷ୍ମୀ ପୂଜାପାଉ ବିଭିନ୍ନ ସ୍ଥାନେ ତୁ ପଦ୍ମାକ୍ଷୀ ପଦ୍ମହସ୍ତା କରୁ ତୁ ପଡ଼ି ବ୍ୟବସ୍ଥା ସୁଖ ସମୃଦ୍ଧି ସୌଭାଗ୍ୟ ତୋ’ର…