ପିଲାଦିନକୁ ଫେରିଯିବା
ପିଲା ଦିନର ସ୍ମୃତି ସତେ ଅବା ଅସରନ୍ତି ଅଙ୍କା ବଙ୍କା ନଦୀ ପରି । ଥରେ ବଖାଣିବା ଆରମ୍ଭ କରିଲେ ରାତି ପାହି ଯିବ ହେଲେ ଗପ ସରିବନି । ହେଲେ ଏତେ ଗପ ଶୁଣିବାକୁ ଆଜି କାଲି ନା କାହାପାଖରେ…
ନିଜ ଜୀବନର କେଇପଦ ସେହି ଅଭୁଲା କଥାକୁ ହୁଏତ ସମସ୍ତେ କହିବାର ସାହାସ ରଖନ୍ତି ନାହିଁ, କିନ୍ତୁ ସେମାନଙ୍କର ସେହି କେଇପଦ କଥାବସ୍ତୁ ଅନେକ ସମୟରେ କେତେକଙ୍କୁ ପ୍ରେରଣା ଯୋଗାଏଥାଏ ।
ପିଲା ଦିନର ସ୍ମୃତି ସତେ ଅବା ଅସରନ୍ତି ଅଙ୍କା ବଙ୍କା ନଦୀ ପରି । ଥରେ ବଖାଣିବା ଆରମ୍ଭ କରିଲେ ରାତି ପାହି ଯିବ ହେଲେ ଗପ ସରିବନି । ହେଲେ ଏତେ ଗପ ଶୁଣିବାକୁ ଆଜି କାଲି ନା କାହାପାଖରେ…
ମୋ ଜୀବନର ପ୍ରଥମଥର ଯେବେ ମୁଁ ପୁରୀ ଯାଇଥିଲି, ସେତେବେଳେ ବୋଧେ ମୋତେ ୨/୩ ବର୍ଷ ବୟସ ହୋଇଥିଲା । କେବଳ ଗୋଟିଏ ଫଟୋ ବ୍ୟତୀତ ମୋର ଆଉ କିଛି ମନେ ନାହିଁ । ତା'ପରେ କେଇଥର ଯାଇଛୁ, କିନ୍ତୁ ରଥଯାତ୍ରା…
ସମସ୍ତେ କୁହନ୍ତି ଯେ ଗୋଟିଏ ଜିନିଷର ମୂଲ୍ୟ ସେତେବେଳେ ବଢ଼ିଯାଏ, ଯେତେବେଳେ ଆମେ ତା'ର ଅଭାବ ପରିଲକ୍ଷିତ କରୁ । ଏ ଯେମିତି ମୁଁ ଆଜି ମୋ ବୋଉ ହାତରନ୍ଧା ଖାଦ୍ୟର ଅଭାବ ପରିଲକ୍ଷିତ କରୁଛି । ଜୀବନର ଚବିଶବର୍ଷ ପରେ…
ବିଗତ ଶତାବ୍ଦୀର ଶେଷ ବର୍ଷ ବୋଧହୁଏ, ଉଚ୍ଚଶିକ୍ଷାପାଇଁ ଗାଁ ଛାଡ଼ି ଯେବେ ସହରକୁ ପ୍ରଥମଥର ପାଇଁ ଆସିଥାଏ, ବିନା କୌଣସି ନୂଆ ସାଙ୍ଗସାଥିଙ୍କ କଲେଜ ଜୀବନର ପ୍ରଥମବର୍ଷ ଯେମିତିସେମିତି କଟିଗଲା । ସ୍ୱଭାବରେ ଅନ୍ତର୍ମୂଖୀ ହୋଇଥିବାରୁ ସାଧାରଣତଃ କାହା ସହିତ ଏତେଶୀଘ୍ର…
ପ୍ରଭାତର ନୂତନ ଆଲୋକରେ ଜାଜୁଲ୍ୟମାନ ପ୍ରକୃତିର ସମ୍ଭାର ଗବାକ୍ଷରେ ଅବଲୋକନ କରୁଥିବାବେଳେ, ପୂଜ୍ୟ ଅଜାଙ୍କର ମହାପରାୟଣର ଦୁଃଖଦ ସମ୍ବାଦ, ତାତ୍ତ୍ୱିକ କରିଦେଇଥିଲା ଜୀବନମୂହୁର୍ତ୍ତର କିଛି ଅବକାଶକୁ । ଜନ୍ମ ମୃତ୍ୟୁର ଛକାପଞ୍ଝା ଖେଳ ଚେତାଇ ଦିଏ ପଥଭ୍ରଷ୍ଟ ମଣିଷକୁ ଜୀବନର ମର୍ମ…