ନିଜ ଜୀବନର କେଇପଦ ସେହି ଅଭୁଲା କଥାକୁ ହୁଏତ ସମସ୍ତେ କହିବାର ସାହାସ ରଖନ୍ତି ନାହିଁ, କିନ୍ତୁ ସେମାନଙ୍କର ସେହି କେଇପଦ କଥାବସ୍ତୁ ଅନେକ ସମୟରେ କେତେକଙ୍କୁ ପ୍ରେରଣା ଯୋଗାଏଥାଏ ।

Read more about the article ଅପ୍ରଶସ୍ତ ଜୀବନର ଏକ ଅଧ୍ୟାୟ
ଅପ୍ରଶସ୍ତ ଜୀବନର ଏକ ଅଧ୍ୟାୟ

ଅପ୍ରଶସ୍ତ ଜୀବନର ଏକ ଅଧ୍ୟାୟ

"ଦଇବ ଦଉଡ଼ି ମଣିଷ ଗାଈ" । ଜୀବନରେ ସମସ୍ତେ ଏକ ସଂକୀର୍ଣ୍ଣ ପଥ ଖୋଜନ୍ତି ଯେମିତି ସେମାନଙ୍କ ଯାତ୍ରାରେ ବାଧା ସୃଷ୍ଟି ନହୁଏ । ଏମିତି ଅନେକ ବୃଥା ପ୍ରୟାସ କରି କ୍ଲାନ୍ତ ସମୟରୁ ଅବସର ନେଇ ପୁରୀ ଯିବାପାଇଁ ମନସ୍ଥ…

Continue Readingଅପ୍ରଶସ୍ତ ଜୀବନର ଏକ ଅଧ୍ୟାୟ
Read more about the article ଅନୁଭୂତିରେ ଶ୍ରୀକ୍ଷେତ୍ର
ଅନୁଭୂତିରେ ଶ୍ରୀକ୍ଷେତ୍ର

ଅନୁଭୂତିରେ ଶ୍ରୀକ୍ଷେତ୍ର

ମୁଁ ସ୍ୱର୍ଗତଃ ଭିକାରୀ ବଳ କିମ୍ବା ବନ୍ଧୁ ମହାନ୍ତି ନୁହେଁ । ମୁଁ ସେହି ଲକ୍ଷ ଲକ୍ଷ ଓଡ଼ିଆ ମଧ୍ୟରୁ ଜଣେ, ଯାହାର ପ୍ରାଣ କାଳିଆ ପାଇଁ କାନ୍ଦେ, ଯାହାର ହୃଦୟ ଜଗା କରୁଣାରେ ସ୍ପନ୍ଦିତ ହୁଏ ଆଉ ଯାହାର ମନ…

Continue Readingଅନୁଭୂତିରେ ଶ୍ରୀକ୍ଷେତ୍ର
Read more about the article ଅଖିଳ ଭାଇନାଙ୍କୁ ଚିଠିଟିଏ
ଅଖିଳ ଭାଇନାଙ୍କୁ ଚିଠିଟିଏ

ଅଖିଳ ଭାଇନାଙ୍କୁ ଚିଠିଟିଏ

ପ୍ରିୟ ଅଖିଳ ଭାଇନା, କେମିତି ଅଛ? ନାକଟା ଚିତ୍ରକର ପାଖେ ଏବେ ବହି ଖୋଲି ପଢିବାକୁ ଅଜସ୍ର ସମୟ ଥିବ, ନୁହେଁ? ତୁମ ସହ ବସି ବରା ଘୁଗୁନି ଖାଇ ଅନୁଗୁଳର ସ୍ମୃତିକୁ ଲେଉଟାଇ ଦେଖିବା ଆଗରୁ ତମେ ଚାଲିଗଲ ।…

Continue Readingଅଖିଳ ଭାଇନାଙ୍କୁ ଚିଠିଟିଏ
Read more about the article ବାବାମଣୀ ଓ ସୁନାହରିଣୀ କଥା
ବାବାମଣୀ ଓ ସୁନାହରିଣୀ କଥା

ବାବାମଣୀ ଓ ସୁନାହରିଣୀ କଥା

“ଗପ ନୁହେଁ ନିଚ୍ଛକ ସତ”ର ଅଂଶ +୨ ପଢ଼ିବା ବେଳର କଥା, କଲେଜରୁ ଖଣ୍ଡେ ଖଣ୍ଡେ ଆଇଡ଼େଣ୍ଟିଟି କାର୍ଡ ମିଳିଥାଏ, ଆମେ ଭାବୁ ହାତରେ ସେଇ ପରିଚୟ ପତ୍ର ଖଣ୍ଡକ ଅଛିମାନେ ଆମେ ଚଉଦବ୍ରହ୍ମାଣ୍ଡ ଖେଦିଯିବୁ କେହି ଆମର କିଛି କରିପାରିବେ…

Continue Readingବାବାମଣୀ ଓ ସୁନାହରିଣୀ କଥା
Read more about the article ଗାଁ ଯାତ୍ରା ଓ ବ୍ରହ୍ମାନନ୍ଦ ଉପାଖ୍ୟାନ
ଗାଁ ଯାତ୍ରା ଓ ବ୍ରହ୍ମାନନ୍ଦ ଉପାଖ୍ୟାନ

ଗାଁ ଯାତ୍ରା ଓ ବ୍ରହ୍ମାନନ୍ଦ ଉପାଖ୍ୟାନ

“ଗପ ନୁହେଁ ନିଚ୍ଛକ ସତ”ର ଅଂଶ ୬ଷ୍ଠ ପଢ଼ିଲା ବେଳର କଥା, ବୟସ ୧୧-୧୨ ବର୍ଷ। ନୂଆ ନୂଆ ଶିଖିଥିବା ବାଳୁଙ୍ଗାମୀର କୌଶଳ ପ୍ରଦର୍ଶନପାଇଁ ମନ ଭାରି ଉଚ୍ଛନ୍ନ। ସେଇଟା ନାଁ କମେଇବା ପାଇଁ ନୁହେଁ କି ପଦକ ପ୍ରାପ୍ତି ଆଶାରେ…

Continue Readingଗାଁ ଯାତ୍ରା ଓ ବ୍ରହ୍ମାନନ୍ଦ ଉପାଖ୍ୟାନ