ନିଜ ଜୀବନର କେଇପଦ ସେହି ଅଭୁଲା କଥାକୁ ହୁଏତ ସମସ୍ତେ କହିବାର ସାହାସ ରଖନ୍ତି ନାହିଁ, କିନ୍ତୁ ସେମାନଙ୍କର ସେହି କେଇପଦ କଥାବସ୍ତୁ ଅନେକ ସମୟରେ କେତେକଙ୍କୁ ପ୍ରେରଣା ଯୋଗାଏଥାଏ ।

Read more about the article ମୋ ପ୍ରେରଣାଦାୟିନୀ ମାଆ
Mo Preranadayini Maa (ମୋ ପ୍ରେରଣାଦାୟିନୀ ମାଆ) by Bidisha Patrao

ମୋ ପ୍ରେରଣାଦାୟିନୀ ମାଆ

ମାଆ... ସମସ୍ତଙ୍କ ଜୀବନରେ ଏହି ବ୍ୟକ୍ତିତ୍ୱଙ୍କର ସ୍ଥାନଟି ଅତୂଳନୀୟ । ମାନୁଛି ଯେ, ଏହି ଶବ୍ଦ ଦୁନିଆର ସବୁଠାରୁ ଛୋଟ ଶବ୍ଦ କିନ୍ତୁ ତା' ଠାରୁ ବଡ଼ ମଧ୍ୟ ଦୁନିଆରେ କିଛି ନାହିଁ... ଆଉ କିଛି ମଧ୍ୟ ନାହିଁ । ଜନନୀ,…

Continue Readingମୋ ପ୍ରେରଣାଦାୟିନୀ ମାଆ
Read more about the article ମୋ ହାତ ତିଆରି ଚକୁଳି
Mo Hati Tiari Chakuli (ମୋ ହାତ ତିଆରି ଚକୁଳି) by Snigdhalaxmi Priyadarsini Mohapatra

ମୋ ହାତ ତିଆରି ଚକୁଳି

ଛୋଟବେଳୁ ଚକୁଳି ପିଠା (Chakuli Pitha) ମୋର ଭାରି ପସନ୍ଦ । ସରୁ ସରୁ ଚକୁଳି ସହ ଆଳୁ ମଟର ତରକାରୀ । ଆହାଃ ! ଭାବିଲେ ପାଟିରୁ ଲାଳ ବାହାରି ଆସେ । ପିଠା ହେଲେ ବହୁତ ଖୁସି ମୁଁ…

Continue Readingମୋ ହାତ ତିଆରି ଚକୁଳି
Read more about the article ପଥିକ କାହାଣୀ
Pathika Kahani (ପଥିକ କାହାଣୀ) by Amrutanshu Panda

ପଥିକ କାହାଣୀ

ଦିନେ ବାଟରେ ଯାଉ ଯାଉ ଏଇ ମଉସାଙ୍କ ସହ ଭେଟ ହେଲା ତାଙ୍କ ତାଳ ସଜର ଦୋକାନ ଦେଖି । ପଚାରିଲି କେତେ ଟଙ୍କା ବୋଲି? ମଉସା କହିଲେ ୧୦କୁ ୩ଟା ଆଖି । କହିଲି ହଉ ଫଟାଫଟ ୧୮ଟି ଦିଅ…

Continue Readingପଥିକ କାହାଣୀ
Read more about the article ମୋ ବୋଉ
Mo Bou (ମୋ ବୋଉ) by Viswanath Kinkar Rout

ମୋ ବୋଉ

ଦିନ ୧୧ଟାରେ ଘରେ ପହଞ୍ଚିଲି । ଭିତରକୁ ପଶୁପଶୁ ବାପା ପଚାରିଲେ, “କିରେ ! ସକାଳ ୭ଟାରେ ପହଞ୍ଚିବୁ କହିଥିଲୁ । ଲେଟ୍ କାହିଁକି ହେଲା?" ମୁଁ କହିଲି, “କୋଣାର୍କ ଏକ୍ସପ୍ରେସ୍ ଲେଟ୍‌ରେ ଆସିଲା । ଟିକୁ ଆଉ ଝିଅ (ମୋ…

Continue Readingମୋ ବୋଉ
Read more about the article ମୋ ପ୍ରିୟର ଚକୁଳି
Mo Priyara Chakuli (ମୋ ପ୍ରିୟର ଚକୁଳି) by Arshi Upasana Kar

ମୋ ପ୍ରିୟର ଚକୁଳି

ଉଦୁଉଦିଆ ଖରା ସମୟଟାରେ ବସ୍‌ର ଠେଲାପେଲା ଭିତରେ ମୁଁ ଠିଆ ହେଇଥାଏ । ଗାଡ଼ି ଯିବ କଟକରୁ ନୟାଗଡ଼ । ସବୁ ସିଟ୍ ଫୁଲ୍, ବସିବାକୁ ବି ଜାଗାଟିଏ ନଥାଏ । ଠିଆ ହେଇ ହେଇ ମୁଁ ବିରକ୍ତ ହେଇଯାଇଥିଲି, ସେଥିପାଇଁ…

Continue Readingମୋ ପ୍ରିୟର ଚକୁଳି