ଆଧୁନିକ ସମାଜରେ ନାରୀର ସ୍ଥିତି
କୁହାଯାଏ ନାରୀ ଓ ପୁରୁଷ ସମାଜରେ ଗୋଟିଏ ମୁଦ୍ରାର ଦୁଇପାର୍ଶ୍ୱ ପରି । ଗୋଟିଏ ବ୍ୟତିରେକ ଅନ୍ୟଟିର କଳ୍ପନା କରିବା ଅସମ୍ଭବ । ଆଜିର ଏ ଶିକ୍ଷିତ ସମାଜରେ ନାରୀଟିଏ ଯେ କେତେ ଅବହେଳିତ, ନିର୍ଯାତିତ, ନିଷ୍ପତଷିତ, ସେ କଥା କାହାକୁ ମଧ୍ୟ ଅଛପା ନାହିଁ । ତେବେ ଏ ନାରୀମାନଙ୍କ ପାଇଁ ମହିଳା ଦିବସ ପାଳନ କରିବାର ପ୍ରହସନ କ’ଣ ପାଇଁ? ବାସ୍ତବରେ କ’ଣ ଏହି ଦିବସର ଯଥାର୍ଥତା ପ୍ରତିପାଦିତ ହେଉଛି? ଏଠାରେ ନାରୀ ପାଇଁ ସଶକ୍ତିକରଣ ଆରମ୍ଭ ହୋଇଥିବା…

