ବହିର୍ ସମିଆ ସରିବସ୍ଲାନ
ବଁଚି ରହିଛେ ଲେଖା
କାଗଜ୍ ଛାଡ଼ି ପର୍ଦା ଉପରେ
ଦଉଛେ ଜହ ଦେଖା
କେହି ନାଇଁପାରେ କେଭେଁ କରି
ବହିର୍ ମୁଡ଼୍କାଟ୍
ଆକାର୍ ପ୍ରକାର୍ ବଦ୍ଲି ଗଲାନ
ସେନ୍ତେଇ ଅଛେ ପାଠ୍
ଗୁଟେ ଠାନେ ଯେନ୍ ପାଠକ୍ ନୁର୍ସି
ଭାବ୍ ବିଚାର୍ ଜ୍ଞାନ୍
ଯେନ୍ତେଇ ହଉ ପାଠ୍ ପାଏସି
ବଢ୍ସି ତାହାର୍ ମାନ୍
Comments
ପ୍ରଫୁଲ୍ଲ କୁମାର ତ୍ରିପାଠୀ, ସାହିତ୍ୟ ଏକାଡେମୀ ପୁରସ୍କାରପ୍ରାପ୍ତ ଜଣେ ଓଡ଼ିଆ ସାହିତ୍ୟିକ ଓ ଭାଷାବିତ୍ । ସମାଜରେ ଦେଖାଯାଉଥିବା ବିଭିନ୍ନ ପ୍ରକାରର ଦୁର୍ନୀତି, ଅନିୟମିତତା ଏବଂ ମାନବବାଦ ବିଷୟ ଉପରେ ତାଙ୍କ ରଚନା ଆଧାରିତ । ସେ ଓଡ଼ିଆ ଭାଷା ସାହିତ୍ୟର ତର୍ଜମା ଓ ଲିପିର ବିକାଶ ବିଷୟରେ ମଧ୍ୟ ଅନେକ ପୁସ୍ତକ ରଚନା କରିଛନ୍ତି ।