ଶିଶୁ ସିଏ
କାଠଖଣ୍ଡକୁ କଣ୍ଢେଇ କରି ଦୁଃଖକୁ ଭୁଲାଇ ହସି ପାରେ ଯିଏ, ଶିଶୁ ସିଏ । କେବଳ ନିଜ ଖୁସିରେ ଖୁସି ନିଜ ଦୁଃଖରେ ଦୁଃଖୀ ହୁଏ ଯିଏ ଶିଶୁ ସିଏ । ନା ଅତୀତ, ନା ଭବିଷ୍ୟତ ବୁଝେ ସିଏ ନିଜ ବର୍ତ୍ତମାନରେ ଖୁସି ରହିପାରେ ଯିଏ ଶିଶୁ ସିଏ । ନା ପଥରକୁ ଇଶ୍ୱର ନା ଇଶ୍ୱରକୁ ପଥର ମାନେ ଯିଏ ଶିଶୁ ସିଏ । କିଛି ନୂଆ ଶିଖିବାପାଇଁ ବାର୍ ବାର୍ ହାରିବାକୁ ଡରେନି ଯିଏ ଶିଶୁ ସିଏ । ମନରେ…

