ସୌଭାଗ୍ୟବତୀ ଗିରି

ସୌଭାଗ୍ୟବତୀ ଗିରି ଭାଷାରେ ବିଭିନ୍ନ ପ୍ରକାରର ଗପ ଓ କବିତା ଆଦି ରଚନା କରନ୍ତି । ତାଙ୍କ ରଚିତ ଗପ ଓ କବିତାଗୁଡ଼ିକ ବିଭିନ୍ନ ପତ୍ରପତ୍ରିକାରେ ସ୍ଥାନ ପାଇ ପାଠକୀୟ ଆଦୃତି ଲାଭ କରିଛି ।

Odia Poem Papa Ganthili (ପାପ ଗଣ୍ଠିଲି) by Soubhabati Giri

ପାପ ଗଣ୍ଠିଲି

ସେଦିନ ଥାଏ ରବିବାର । ସକାଳୁ ଆରମ୍ଭ ହେଇଯାଇଥାଏ ମୂଷଳ ଧାରାରେ ବର୍ଷା । ମୁହଁକୁ ମୁହଁ ଦିଶୁ ନଥାଏ । ବାହାର ଘରେ ଅପେକ୍ଷା କରିଥା’ନ୍ତି ସନ୍ତୋଷ ବାବୁ । ଗୋଟେ ବଡ଼ ଗଣ୍ଠିଲି ଧରି ପାଖରେ ବସିଥା’ନ୍ତି ଜଣେ ବୃଦ୍ଧା । ମନର ଯନ୍ତ୍ରଣାକୁ ଲୁହର କୋହରେ ବତୁରାଇ ସେମିତି ବାହାରକୁ ଚାହିଁ ରହିଥା’ନ୍ତି । ବର୍ଷା ଛାଡ଼ିବାର ନାଁ ନେଉ ନଥାଏ । ସେଇ ମୂଷଳ ଧାରାର ବର୍ଷା ଭିତରେ ବି ଆଖିର…

ଅଧିକ ପଢ଼ନ୍ତୁ
Odia Poem Nari Swadhinata (ନାରୀ ସ୍ୱାଧୀନତା) by Soubhagyabati Giri

ନାରୀ ସ୍ୱାଧୀନତା

ସ୍ୱାଧୀନତା ଅର୍ଥ ମତେ ପଚାରନା ଆଜି ବି ମୁଁ ପରାଧୀନ କାହିଁକି ମିଛରେ ଡିଣ୍ଡିମ ପିଟିବି ନାରୀ ଅଟଇ ସ୍ୱାଧୀନ ॥ ମାତୃଗର୍ଭେ ଯଦି ସଞ୍ଚରିଯାଏ ମୁଁ ହୁଏ କନ୍ୟାଭୃଣ ହତ୍ୟା ପୁଅଝିଅ ଭେଦଭାବ ଶବ୍ଦଟିକୁ ପରଖେ ମୋ’ ଶୈଶବତା ॥ କିଶୋରୀ ଯୁବତୀ କେଉଁ ରୂପ ମୋର ଚାଖିନାହିଁ ସ୍ୱାଧୀନତା ସ୍ୱାଧୀନତା କଥା କହିବାଠୁ ଭଲ ରଖିବି ମୁଁ ନୀରବତା ॥ ବାରମ୍ବାର ପଡ଼େ ଲୋଲୁପ ଚାହାଣୀ ନାରୀମାଂସ ଲୋଭୀଙ୍କର ଲୁଣ୍ଠିତା ଲାଞ୍ଛିତା ଧର୍ଷିତା ପତିତା…

ଅଧିକ ପଢ଼ନ୍ତୁ
Odia Poem Mun Kashmiri Jhia Kahuchhi (ମୁଁ କାଶ୍ମୀର୍ ଝିଅ କହୁଛି) by Soubhagyabati Giri

ମୁଁ କାଶ୍ମୀର୍ ଝିଅ କହୁଛି

କରୋନା ଜ୍ୱାଳାରେ ତୁମେ ଆତଙ୍କିତ ମୁଁ ନିଇତି ଆତଙ୍କ ଦେଖୁଛି । ଦିନରାତି ଏଠି ସବୁ ତ ସମାନ ନିଆଁ ଝୁଲ ଖାଲି ଖସୁଛି, ତୁମେ ଘରେ ଲୁଚ କିଛିଦିନ ପାଇଁ ମୁଁ ନିଇତି ତ ଘରେ ଲୁଚୁଛି । ସୀମାନ୍ତ ଝିଅ ମୁଁ ନୀରିହ ମଣିଷର ଆର୍ତ୍ତନାଦକୁ ଶୁଣୁଛି ସେଠି ଦୁର୍ମୂଲ୍ୟ ସବୁ ମଣିଷ ଜୀବନ କେତେ ଟ୍ରିଟମେଣ୍ଟ୍ ଚାଲିଛି ଏଠି ଗ୍ରେନେଡର ଗର୍ଜ୍ଜନ ଆଗେ ଜୀବନ ମୂଲ୍ୟହୀନ ସାଜିଛି, ସେଠି କରୋନାଯୋଦ୍ଧାଙ୍କୁ ସମ୍ମାନସାର୍ଥେ କେତେ…

ଅଧିକ ପଢ଼ନ୍ତୁ
Odia Poem Mukti Dia (ମୁକ୍ତି ଦିଅ) by Soubhagyabati Giri

ମୁକ୍ତି ଦିଅ

ମୁକ୍ତି ଦିଅ ମୁକ୍ତି ଦିଅ ପ୍ରଭୁ ମତେ ଜନନୀର ଜଠରରୁ ନିବିଡ଼ ଘୋର ଅନ୍ଧକାରରେ କରୁଥିବା ସଂଘର୍ଷରୁ ପାପର ପଙ୍କରେ ଘାଣ୍ଟି ମୁଁ ହେଉଛି ନିତି ପାଏ ଏଠି କଷ୍ଟ ଜଲ୍ଦିଜଲ୍ଦି ପାଦ ଥାପିବା ପାଇଁକି ଡାକେ ମତେ ଧରାପୃଷ୍ଠ କ୍ଷମା ଦିଅ କ୍ଷମା ଦିଅ ମତେ ପ୍ରଭୁ ପାପର କର କ୍ଷୟ ସତ୍ୟପଥେ ଆଉ ଧର୍ମପଥେ ମୁଁ ରଖିବି ତ ସଦା ଲୟ ଧରାପୃଷ୍ଠରେ ପାଦ ଥାପିବାକୁ ଦିଅ ପ୍ରଭୁ ଅନୁମତି ସବିତା ଦର୍ଶନେ ଶପଥ…

ଅଧିକ ପଢ଼ନ୍ତୁ
Odia Poem Jibanasathi (ଜୀବନସାଥୀ) by Soubhagyabati Giri

ଜୀବନସାଥୀ

ଭାଗ୍ୟ ମତେ ଆଣି ପହଞ୍ଚାଇଦେଲା ଏମିତି ଶିଖର ସ୍ଥଳେ, ଉଚ୍ଚ ବେତନରେ ଚାକିରି କରିଛି ଦେଶବିଦେଶ ମୁଁ ବୁଲେ । ସଭିଏଁ କହନ୍ତି ବାହାହେବ ତମେ ଝଲମଲ ପ୍ରାସାଦରେ, ଜୀବନ ତୁମର ବିତିବ ବୃହତ ଆୟବ୍ୟୟର ଅଟକଳରେ । ଶାଶୁଘରେ ତୁମ ଥିବ ବହୁଟଙ୍କା ଗାଡ଼ି କୋଠା ଆଉ ଧନ, ତୁମ ସ୍ୱାମୀ ପାଖେ ହାତ ଯୋଡ଼ୁଥିବେ କେତେକେତେ ଅଧସ୍ତନ । ହସି ମୁଁ କହିଲି ଏସବୁରେ ମୋର ନାହିଁ କିଛି ପ୍ରୟୋଜନ, ସୁଶିକ୍ଷିତ ସ୍ନେହୀ ହୃଦୟଟେ…

ଅଧିକ ପଢ଼ନ୍ତୁ