୨୧ଶ ସଂସ୍କରଣ
୨୦୨୦ ମସିହାର ଡିସେମ୍ବର ମାସରେ ଶୁଭପଲ୍ଲବର ୨୧ଶ ସଂସ୍କରଣ ପ୍ରକାଶ ପାଇଥିଲା । ୪୮ ପୃଷ୍ଠା ବିଶିଷ୍ଟ ଏହି ପତ୍ରିକାଟିରେ ସମୁଦାୟ ୨୨ ଗୋଟି ଆଲେଖ ପ୍ରକାଶ ପାଇଥିଲା ।
୨୦୨୦ ମସିହାର ଡିସେମ୍ବର ମାସରେ ଶୁଭପଲ୍ଲବର ୨୧ଶ ସଂସ୍କରଣ ପ୍ରକାଶ ପାଇଥିଲା । ୪୮ ପୃଷ୍ଠା ବିଶିଷ୍ଟ ଏହି ପତ୍ରିକାଟିରେ ସମୁଦାୟ ୨୨ ଗୋଟି ଆଲେଖ ପ୍ରକାଶ ପାଇଥିଲା ।
ଭଦ୍ରକ (୧୬ ନଭେମ୍ବର ୨୦୨୦): ଦୀପାବଳି ଅବସରରେ ଓଡ଼ିଆ ଇ-ପତ୍ରିକା ଶୁଭୋଦୟର ୨ୟ ସଂସ୍କରଣ ଉନ୍ମୋଚିତ ହୋଇଯାଇଛି । ଶୁଭପଲ୍ଲବ ପ୍ରକାଶନୀ ଦ୍ୱାରା ପ୍ରକାଶ ପାଉଥିବା ଏହି ମାସିକ ଇ-ପତ୍ରିକାଟିର ୨ୟ ସଂସ୍କରଣରେ ସମୁଦାୟ ୧୪ଟି ବଛାବଛା ଗପ, କବିତା ଆଦି ପ୍ରକାଶ ପାଇଛି । ଏହି ସଂସ୍କରଣଟିର କଭର୍ ଫଟୋରେ ଦୀପାବଳି ଥିମ୍କୁ ନେଇ ଏକ ଚାନ୍ଦିନୀ ରଣାଙ୍କ ଏକ ଫଟୋ ସ୍ଥାନିତ କରାଯାଇଛି । ପତ୍ରିକାଟିର ସମ୍ପାଦନା କାର୍ଯ୍ୟ ତୁଲାଇଛନ୍ତି ଶୁଭପଲ୍ଲବ ପ୍ରତିଷ୍ଠାତା ସଂଗ୍ରାମ କେଶରୀ ସେନାପତି । ଏହି…
ଭଦ୍ରକ (୨ ନଭେମ୍ବର ୨୦୨୦): ଓଡ଼ିଆ ଇ-ପତ୍ରିକା ଶୁଭପଲ୍ଲବର ୨୦ଶ ସଂସ୍କରଣ ଗତ ନଭେମ୍ବର ୧ ସନ୍ଧ୍ୟାରେ ଉନ୍ମୋଚିତ ହୋଇଯାଇଛି । ସମୁଦାୟ ୨୫ ଗୋଟି ବଛା ବଛା ଓଡ଼ିଆ ଗପ, କବିତା, ରୋଷେଇ ଟିପ୍ସ, ସାକ୍ଷାତକାର ଆଦିକୁ ନେଇ ପ୍ରସ୍ତୁତ ହୋଇଥିବା ଏହି ସଂସ୍କରଣଟିର ସମ୍ପାଦନା କରିଛନ୍ତି ଉଭୟ ତାପସ ରଞ୍ଜନ ଓ ସଂଗ୍ରାମ କେଶରୀ ସେନାପତି । ସୁଦୂର ହାଇଦ୍ରାବାଦରେ ରହୁଥିବା ଓଡ଼ିଆ ଗ୍ରାଫିକ୍ସ୍ ଡିଜାଇନର୍ ସମ୍ବିତ ଦାସ ଏହି ପତ୍ରିକାଟିର ଅଳଂକରଣ କାର୍ଯ୍ୟ କରିଛନ୍ତି । ଏହି…
୨୦୨୦ ମସିହାର ନଭେମ୍ବର ମାସରେ ଶୁଭପଲ୍ଲବର ୨୦ଶ ସଂସ୍କରଣ ପ୍ରକାଶ ପାଇଥିଲା । ୫୬ ପୃଷ୍ଠା ବିଶିଷ୍ଟ ଏହି ପତ୍ରିକାଟିରେ ସମୁଦାୟ ୨୫ ଗୋଟି ଆଲେଖ ପ୍ରକାଶ ପାଇଥିଲା ।
୨୪ ଅକ୍ଟୋବର ୨୦୨୦: ଦୁର୍ଗାପୂଜାର ମହାଷ୍ଟମୀ ଅବସରରେ ଶୁଭପଲ୍ଲବ ପ୍ରକାଶନିର ଏକ ନୂଆ ଇ-ପତ୍ରିକା ଶୁଭୋଦୟ ଉନ୍ମୋଚିତ ହୋଇଯାଇଛି । ସୁନାମଧନ୍ୟ ଓଡ଼ିଆ ଚିତ୍ରଶିଳ୍ପୀ ବିଜୟ ବିଶ୍ୱାଳ ଏହି ସଂସ୍କରଣଟିର ପ୍ରଚ୍ଛଦପଟ ଆଙ୍କିଥିବା ବେଳେ ପତ୍ରିକାଟିର ସମ୍ପାଦନା କରିଛନ୍ତି ସଂଗ୍ରାମ କେଶରୀ ସେନାପତି । ଦୁର୍ଗାପୂଜା ଥିମ୍ରେ ପ୍ରସ୍ତୁତ ଏହି ପତ୍ରିକାଟିରେ ସମୁଦାୟ ୨୨ ଗୋଟିଏ ବଛା ବଛା ଓଡ଼ିଆ ଲେଖା ପ୍ରକାଶ ପାଇଛି, ଯେଉଁଥିରେ ମାଆ ଦୁର୍ଗାଙ୍କ ଉପରେ ଗପ, କବିତା, ସ୍ତୁତି ଆଦି ସ୍ଥାନ ପାଇଥିବାବେଳେ ସାମ୍ପ୍ରତିକ…