ରଶ୍ମୀ ବାଳା ଶତପଥୀ

ରଶ୍ମୀ ବାଳା ଶତପଥୀ ଓଡ଼ିଆ ଭାଷାରେ ବିଭିନ୍ନ ପ୍ରକାରର ଗପ, କବିତ ଆଦି ରଚନା କରିଥାନ୍ତି । ତାଙ୍କ ରଚିତ ଅନେକ ଗୁଡ଼ିଏ ଗପ, କବିତା ବିଭିନ୍ନ ପତ୍ରପତ୍ରିକାରେ ପ୍ରକାଶ ପାଇଛି ।

Odia Poem Pratarita Hrudaya (ପ୍ରତାରିତ ହୃଦୟ) by Rashmibala Satapathy

ପ୍ରତାରିତ ହୃଦୟ

ପ୍ରଶ୍ନ କରିଚାଲେ ମନ ମୋତେ ଆଜି, କାହିଁକି ତତେ ଭଲ ପାଇଲି । ତୁମ ଭଳି ପ୍ରତାରକକୁ କେମିତି ଜାଣି ନ ପାରିଲି ॥ ଅସୁମାରୀ ସ୍ୱପ୍ନ ମୋତେ ଦେଖେଇଲ, ଅସରନ୍ତି ପ୍ରେମର ବର୍ଷା କରାଇଲ । ଅଦିନିଆ ବର୍ଷା ଭଳି ତୁମ ପ୍ରେମ ଥିଲା, କ୍ଷଣକରେ ଆସି ପୁଣି କ୍ଷଣେ ଚାଲିଗଲା ॥ କିଏ ଜାଣିଥିଲା ଏମିତି ହେବ, ଦୁଇ ଦିନର କୁଣିଆ ସାଜି ମୋ ଜୀବନେ ଆସିବ । ମିଛି ମିଛିକା ଭଲ ପାଇବ,…

ଅଧିକ ପଢ଼ନ୍ତୁ
Odia Poem Swapna Raijara Pathe (ସ୍ୱପ୍ନ ରାଇଜର ପଥେ) by Rashmibala Satapathy

ସ୍ୱପ୍ନ ରାଇଜର ପଥେ

ସ୍ୱପ୍ନ ରାଇଜର ମୁଁ ଯେ ରାଜକୁମାରୀ, ମୋ ପାଇଁ ସ୍ୱପ୍ନ ଯେ ଚନ୍ଦ୍ରମାପରି । ନିଶି ଅନ୍ଧକାରେ ଆସେ ପାଦ ଚାପିକରି, ଧୋକା ଦେଇ ଚାଲିଯାଏ ପ୍ରଭାତକୁ ଫେରି ॥ ହଜି ଯାଏ ମୁଁ ସେଇ ସ୍ୱପ୍ନ ନଗରୀରେ, ଅସରନ୍ତି ସ୍ୱପ୍ନ ଭରି ମୋ ଦୁଇ ନୟନରେ, ପିଲାଲିଆମୀ କି ପାଗଳାମି ବୁଝି ତ ହୁଏନା, ବାସ୍ତବତାକୁ ଭୁଲିଯାଏ କାଇଁ ମୁଁ ଜାଣେନା ॥ ମୃଗତୃଷ୍ଣା ସମ ଧାଇଁ ଚାଲେ ସ୍ୱପ୍ନ ଆଡ଼କୁ, ଧାଇଁ ଧାଇଁ ଥକି…

ଅଧିକ ପଢ଼ନ୍ତୁ
Odia Poem Hele Se kie (ହେଲେ ସେ କିଏ) by Rashmibala Satapathy

ହେଲେ ସେ କିଏ?

ତୁମେ ମୋ କବିତା ମୁଁ ତୁମ କବି ତୁମ ରଙ୍ଗ ତୂଳୀରେ ମୁଁ ପ୍ରେମଛବି, ତୁମ ଭାବନାର ମୁଁ ଯେ ରାଣୀ ଚିର ଶାଶ୍ଵତ ଆମ କାହାଣୀ । ହେଲେ ସେ କିଏ? ତୁମେ ମୋ ଭାବନା ମୁଁ ତୁମ ଲେଖନୀ ତୁମ ପ୍ରେମ କାରାଗାରରେ ମୁଁ ଯେ ବନ୍ଦିନୀ, ତୁମ ଶବ୍ଦର ମୁଁ ଯେ ପାଟରାଣୀ ସ୍ୱର୍ଗୀୟ ଏହି ପ୍ରେମ କାହାଣୀ । ହେଲେ ସେ କିଏ? ଯାହପାଇଁ ଉନ୍ମାଦିତ ହୋଇଉଠେ ତନୁରୁ ମନ ପର୍ଯ୍ୟନ୍ତ,…

ଅଧିକ ପଢ଼ନ୍ତୁ
Odia Poem Kichhi achhi ki (କିଛି ଅଛି କି?) by Rashmibala Satapathy

କିଛି ଅଛି କି?

ଆମର ସେ ହାତ ଛନ୍ଦା ଛନ୍ଦି ହୋଇ ବାଟ ଚାଲିବା ସାଇକେଲରେ ତୁମ ସାଥେ ବହୁ ଦୂର ଯିବାରେ କୁହ କିଛି ଅଛି କି ! ପୁରୁଣା ରୁମାଲରେ ଲାଗିଥିବା କିଟ୍‌କାଟ୍ ଚକଲେଟ୍‌ର ଦାଗରେ ଟିଫିନ୍‌ରେ ନେଇଥିବା ମ୍ୟାଗିକୁ ବାଣ୍ଟିକରି ଦୁହେଁ ଖାଇବାରେ କୁହ କିଛି ଅଛି କି ! କୁହ କିଛି ଅଛି କି ମିଛ ବାହାନା କରି ବୁଲିବାରେ ଆଇସ୍‌କ୍ରିମ୍ ଖାଇ ଦୁହିଁଙ୍କ ଓଠରେ ଲାଗିଥିବା ଦାଗକୁ ପୋଛିବାରେ ସାମ୍ନାରେ ଦେଖାହେଲେ କଣେଇ କଣେଇ…

ଅଧିକ ପଢ଼ନ୍ତୁ
Makara Sankranti

ମକର ସଂକ୍ରାନ୍ତି

ଧରାରେ ମକର ଆସେ ଧନୁ ପରେ ପରେ, କୃଷି ଭିତ୍ତିକ ପର୍ବ ଭାବେ ପାଳନ୍ତି ପୁରେ ପୁରେ । ସାରା ଭାରତରେ ପାଳନ୍ତି ଜାତି ଧର୍ମରେ ସର୍ବ, ରୋମାନ୍ ଇହୁଦୀମାନେ ବି ପାଳନ୍ତି ଏ ପର୍ବ । ଦକ୍ଷିଣ ଭାରତରେ ପାଳନ୍ତି ତିନି ଦିନ ଏହାକୁ, ପୋଙ୍ଗାଲ ବିହୁ ନାମେ ପୂଜନ୍ତି ଏ ଧରା ଧାମକୁ । କୃଷକ ଚାଉଳ ଆମଳ କରି କ୍ଷୀରି କରଇ ଖୁସି ମନେ ସାହି ପଡ଼ିଶା ଘରେ ଘରେ ବାଣ୍ଟଇ ।…

ଅଧିକ ପଢ଼ନ୍ତୁ