ରଶ୍ମୀ ବାଳା ଶତପଥୀ

ରଶ୍ମୀ ବାଳା ଶତପଥୀ ଓଡ଼ିଆ ଭାଷାରେ ବିଭିନ୍ନ ପ୍ରକାରର ଗପ, କବିତ ଆଦି ରଚନା କରିଥାନ୍ତି । ତାଙ୍କ ରଚିତ ଅନେକ ଗୁଡ଼ିଏ ଗପ, କବିତା ବିଭିନ୍ନ ପତ୍ରପତ୍ରିକାରେ ପ୍ରକାଶ ପାଇଛି ।

Odia Poem Aphera Atita (ଅଫେରା ଅତିଥି) by Rashmibala Satapathy

ଅଫେରା ଅତିଥି

ଅନେକ ଦିନ ପରେ ଆଜି ଡାଏରୀ ଖୋଲି ବସିଲି, ଭାବିଲି କିଛି ଲେଖିବି ତୁମ ବିଷୟରେ… ଏମିତି ଲାଗିଲା, ସ୍ମୃତିଗୁଡ଼ାକ ସଜେଇ ହୋଇ ଅତୀତକୁ ଦେଖୁଛନ୍ତି ଯେପରି ! ଆଉ ସେ ସ୍ମୃତିରୁ କିଛି ଅନ୍ତରଙ୍ଗ ଶବ୍ଦକୁ କବିତାରେ ସ୍ଥାନ ଦେଲି ଜାବୁଡ଼ି ଧରି । ହୁଏତ ସେ ଶବ୍ଦ ସବୁ ଛୁଞ୍ଚି ହୋଇ ବହୁ ପୀଡ଼ା ଦିଏ ଏ ହୃଦୟରେ, ତଥାପି କାହିଁକି କେଜାଣି ଭଲ ଲାଗେ ସେ କଷ୍ଟ ସବୁ ସହିବାରେ !? ଗୋଟେ…

ଅଧିକ ପଢ଼ନ୍ତୁ
Odia Poem Jibanara Doli (ଜୀବନ ଦୋଳି) by Rashmibala Satapathy

ଜୀବନ ଦୋଳି

ଦୁଇଗୋଟି ରଜ୍ଜୁରେ ବନ୍ଧା ଜୀବନ ଦୋଳି ସମାହାର ଜନମ ମରଣର, ପ୍ରଭୁଙ୍କ ଆଦଶେ ବନ୍ଧା ଯେ ହୋଇଛି ବିଚିତ୍ରତା ପୂର୍ଣ୍ଣ ଏହା ସୃଷ୍ଟିର । ଜୀବନ ଦୋଳିର ଦୁଇପାର୍ଶ୍ଵ ସଜ୍ଜିତ ହୋଇଛି କେବେ ସୁଖ ଏଠି କେବେ ଦୁଃଖ, ସଂସାର ବାରିଧି ପୂର୍ଣ୍ଣ ହୋଇ ଯେ ଚାଲିଛି ନିନ୍ଦା ପ୍ରଶଂସା ଯେ ଏହାର ଆଭିମୁଖ୍ୟ । ଶୈଶବ ଯୌବନ ବାର୍ଦ୍ଧକ୍ୟ ପାବଚେ ଚଢ଼ି ପହଞ୍ଚେ ମନୁଷ୍ୟ ଶୀର୍ଷରେ, ମାନ ଅପମାନ କେବେ ସମ୍ପତ୍ତି ବିପତ୍ତି ସାଥୀ ହୋଇ…

ଅଧିକ ପଢ଼ନ୍ତୁ
Odia Poem Sandehi Priyatama (ସନ୍ଦେହୀ ପ୍ରିୟତମା) by Rashmibala Satapathy

ସନ୍ଦେହୀ ପ୍ରିୟତମା

ପ୍ରିୟତମା ମୋର ଭାରି ଅଭିମାନୀ କଥା କଥାରେ ଋଷି ବସିଯାଏ, ସନ୍ଦେହୀ ମାନିନୀ ଅଭିମାନ କରି ମୋ ମନେ ନିଆଁ ଲଗାଏ । ପ୍ରିୟା ଗୋ ତୁମ ହଂସିନୀ ଆଖି ଗୋଲାପ ପରି ଲାଲ୍ ଦିଶେ, ଚପଳାର ଚମକ ପରି ତୁମ ମୁହଁ ପୂର୍ଣ୍ଣମୀର ଚନ୍ଦ୍ରମା ପରି ଦିଶେ । ପ୍ରେମର ସ୍ଵଭାବ ସନ୍ଦେହ କରିବା ତମେ ବା ବାଦ୍ କେମିତି ଦେବ, ବିଶ୍ୱାସ ଡୋରେ ସମ୍ପର୍କ ବନ୍ଧା ଏ କଥାଟିକୁ ଭୁଲି ନ ଯିବ ।…

ଅଧିକ ପଢ଼ନ୍ତୁ
Odia Poem Kabi o Kabita (କବି ଓ କବିତା) by Rashmibala Satapathy

କବି ଓ କବିତା

କବି କହେ କବିତାକୁ କିପରି କହିବି ମନର କଥା, କବିତା କହେ କବିରେ ମୁଁ ପରା ତୋ ମନର ବ୍ୟଥା । କବିତାରେ ଲେଖୁଛୁ ତୁ ତୋ ମନର ଅକୁହା କଥା, ଜାଣିପାରୁ ନାହୁଁ କବିରେ ଇଏ ପରା ତୋ’ ହୃଦୟର ବାର୍ତ୍ତା । କବି କହେ କବିତାରେ ପ୍ରକୃତ ବନ୍ଧୁ ଯେ ତୁ ମୋର, ତୋରି କୋଳେ ଖୋଲିଦିଏ ଅକୁହା କଥାର ଗନ୍ତାଘର । କବିତା କହେ କବିରେ ମୁଁ ପରା ଅଛି ତୋ’ ସାଥିରେ,…

ଅଧିକ ପଢ଼ନ୍ତୁ
Odia Poem Ichchha (ଇଚ୍ଛା) by Rashmibala Satapathy

ଇଚ୍ଛା

ଭାରି ଅବୁଝା ଭରି ଅଝଟିଆ ଏ ଇଚ୍ଛା, ସବୁରି ମନରେ ବସା ବାନ୍ଧିଥାଏ ଏ ଇଚ୍ଛା । ସ୍ୱପ୍ନର ତାଜମହଲ ଗଢ଼ିତୋଳିଥାଏ ଏ ଇଚ୍ଛା, କଳ୍ପିତ ଜୀବନ କାହାଣୀର ଆଧାର ଏ ଇଚ୍ଛା । ଉଦାସୀ ଓଠରେ ହସର ମୁକୁତା ଖେଳାଏ ଇଚ୍ଛା, ପୂର୍ଣ୍ଣମୀ କୋଳରେ ଜହ୍ନ ଆଲୁଅରେ ଦିପାଳୀ ଜାଳେ ଇଚ୍ଛା । ଅମା ଅନ୍ଧକାରେ ଭାବନାରେ ହଜାଏ ଏ ଇଚ୍ଛା, ପ୍ରେମ ପ୍ରତୀକ୍ଷାର କାରଣ ସାଜେ ଏ ଇଚ୍ଛା । ସ୍ୱପ୍ନର ଦୁନିଆରେ ହଜାଇ…

ଅଧିକ ପଢ଼ନ୍ତୁ