ଜନ୍ମଜୟ ନାୟକ

ଜନ୍ମଜୟ ନାୟକ ପେଶାରେ ଜଣେ ସରକାରୀ ଶିକ୍ଷକ, କିନ୍ତୁ ନିଶା ତାଙ୍କର ଗପ ଓ କବିତା ଲେଖିବା । ପୁରୀ ଜିଲ୍ଲାର ଚିଲିକା ନୋଡାଲ ହାଇସ୍କୁଲରେ କାର୍ଯ୍ୟରତ ଥିବା ଏହି ଶିକ୍ଷକଙ୍କର ଗପଗୁଡ଼ିକ ଅନେକ ପତ୍ରିକପତ୍ରିକାରେ ସ୍ଥାନିତ ହୋଇଛି ।

Odia Poem Maa (ମାଆ) by Janmajaya Nayak

ମାଆ

ସରଗ ସମ ପରା ତାହାର କୋଳ, ତାହାର ସେନେହ ଅଟଇ ଅମୂଲ । କେତେ ମିଠା କଥା ତାହାର ଅଟଇ, ତା’ ଆଶିଷେ ରିଷ୍ଟ ଯାଏ ଦୂର ହୋଇ । ସେ ଯେବେ ମୋ’ଠୁଁ ଦୂରରେ ରହିଥାଇ, ସକଳ କଥା ମୋତେ ପିତା ଲାଗଇ । ତା’ ଫେରିବା ବାଟକୁ ମୁଁ ରହେ ଚାହିଁ, ସର ଲବଣୀ ବି ମୋତେ ନ ରୂଚଇ । ରୋଗେ ମୁଁ ପଡ଼ିଲେ ତା’ ଆଖିରେ ଲୁହ, କୋଳେ ଧରିଥାଏ ମନେ…

ଅଧିକ ପଢ଼ନ୍ତୁ
Gurunka Dana

ଗୁରୁଙ୍କ ଦାନ

ଗରୁ ପଦରଜ କରେ ପାପ ନାଶ, ମୁକତିର ବୀଜ ଗୁରୁଙ୍କ ଆଶିଷ । ଗୁରୁ ପୂର୍ଣ୍ଣିମାରେ ଗୁରୁଙ୍କ ବନ୍ଦନା, କରିଣ ମିଳଇ ତାଙ୍କ କୃପା ସିନା ॥ ଅମା ଅନ୍ଧକାରେ ଆଲୋକର ଶିକ୍ଷା, ସାଜିଣ ଗୁରୁ ଦିଅନ୍ତି ଶିକ୍ଷା ଦୀକ୍ଷା । ଗୁରୁ ପରଂବ୍ରହ୍ମ ସାକ୍ଷାତ ଈଶ୍ୱର, ମୂର୍ଖ ଜ୍ଞାନୀ ସାଜେ ପାଇ ତାଙ୍କ ବର ॥ ପ୍ରଥମ ଗୁରୁ ଅଟନ୍ତି ପିତାମାତା, ଚରିତ୍ର ଗଢ଼ନ୍ତି ସାଜିଣ ବିଧାତା । ବିଦ୍ୟା ମନ୍ଦିରେ ଗୁରୁଙ୍କ ବିଦ୍ୟାଦାନ, କରଇ…

ଅଧିକ ପଢ଼ନ୍ତୁ
Chagulu Hela Suna Pila

ଚଗୁଲୁ ହେଲା ସୁନା ପିଲା

“ମନେପଡ଼େ ସେଦିନର କଥା । ସ୍କୁଲରେ ଦେବାଶିଷ ସାରଙ୍କ ପ୍ରଥମ ଦିନ । ମନରେ ଭରିଥାଏ କେତେ ଆଶା ଆକାଂକ୍ଷା । ଅନେକ କଷ୍ଟ କରି ନିଜ ଲକ୍ଷ୍ୟ ସ୍ଥଳରେ ପହଞ୍ଚିଥାନ୍ତି ସେ । ଆଜି ନିଯୁକ୍ତି ପାଇ ଯୋଗଦେବାର ପ୍ରଥମ ଦିନ । ମନ ବହୁତ ଖୁସି ଥାଏ ବିଦ୍ୟାଳୟରେ ନୂଆନୂଆ ପିଲାମାନଙ୍କ ସହ ମିଶିବାର ସୁଯୋଗ ମିଳିବ । ପ୍ରାର୍ଥନା ପରେ ଉପସ୍ଥାନ ଖାତାଟିକୁ ହାତରେ ଧରି ମନଜିଣା ସ୍ମିତହାସ୍ୟ ବଦନରେ ନବମ ଶ୍ରେଣୀ…

ଅଧିକ ପଢ଼ନ୍ତୁ