ଜଗଦୀଶ ମିଶ୍ର

ଜଗଦୀଶ ମିଶ୍ର ଓଡ଼ିଆ ଭାଷାରେ ବିଭିନ୍ନ ପ୍ରକାରର କବିତା ରଚନା କରିବା ସହିତ ୟୁ-ଟ୍ୟୁବ୍‌ରେ ତାଙ୍କ ରଚନାର ପଡ଼୍‌କାଷ୍ଟ କରନ୍ତି ।

Tumari Pain

ତୁମରି ପାଇଁ

ଋତୁ ଆସି ପୁଣି ଋତୁ ଚାଲିଗଲା ହେଲେ ପ୍ରିୟା ତୁମେ ଆସିଲ ନାହିଁ, ଦିନ ସରି ପୁଣି ରାତି ପାହିଗଲା ସପନ ତୁମର ସରିଲା ନାହିଁ । ସ୍ମୃତିର କାଗଜ ଚିରିଦେଇ ତୁମେ କେମିତି ରହିଚ ଦୂରେଇ ଯାଇ ତଥାପି ଫେରିବ ଭାବି ମୁଁ ଆଜି ବଞ୍ଚିଛି କେବଳ ତୁମରି ପାଇଁ । – ଜଗଦୀଶ ମିଶ୍ର ଜଗଦୀଶ ମିଶ୍ରଜଗଦୀଶ ମିଶ୍ର ଓଡ଼ିଆ ଭାଷାରେ ବିଭିନ୍ନ ପ୍ରକାରର କବିତା ରଚନା କରିବା ସହିତ ୟୁ-ଟ୍ୟୁବ୍‌ରେ ତାଙ୍କ ରଚନାର…

ଅଧିକ ପଢ଼ନ୍ତୁ
Bhakara Daka

ଭକତର ଡାକ

ଭାବରେ ଭକ୍ତିରେ ଜଗନ୍ନାଥ ତୁମେ ବନ୍ଧା ଭକତର ଡୋରେ, ଜାଣେନା ମୁଁ ପ୍ରଭୁ ତୁମ ବିନା କିଛି ଶରଣ ତୁମ ପୟରେ । ସଖା ବନ୍ଧୁ ମୋର କାଳିଆ ସାଆନ୍ତ ତୁମ ବିନା ଗତି ନାହିଁ, ମୋ ପ୍ରାଣ ରଥର ସାରଥିଟେ ହୋଇ ପାଖକୁ ନିଅ ଗଡ଼େଇ । ମହାପ୍ରଭୁ ମୋର ବଳିଆର ଭୂଜ ଏତିକି କରୁଣା କର, ଜୀବ ଗଲା ବେଳେ କରିବି ଦର୍ଶନ ତୁମ ସେ ଚକାଡୋଳାର । ମାଗୁ ନାହିଁ ପ୍ରଭୁ ତୁମକୁ…

ଅଧିକ ପଢ଼ନ୍ତୁ
Jibanra Bata

ଜୀବନର ବାଟ

ଜୀବନର ବାଟେ ଚାଲୁ ଚାଲୁ କେବେ କଣ୍ଟାଟିଏ ମାଡ଼ିଛି, କେବେ ଫୁଲରେ ମୁଁ ଚାଲିଛି । କେବେ ବରଷାରେ ଭିଜିଛି କେବେ ବୈଶାଖକୁ ଛୁଇଁଛି, କେତେ ଯେ ସ୍ୱପ୍ନ ଦେଖିଛି କିଛି ପୁଣି ସତ ହୋଇଛି । କେବେ ଦୁଃଖ ନଈ କୂଳେ ବୁଲି ନିଜକୁ ହଜେଇ ଦେଇଛି, ପୁଣି ସୁଖର ସାତ ରଙ୍ଗରେ ନିଜକୁ ରଙ୍ଗେଇ ଦେଇଛି । କେତେ ଯେ ପଡ଼ିଚି, କତେ ଯେ ଝୁଣ୍ଟିଛି ତ‌ଥାପି ଆଜି ମୁଁ ଚାଲିଛି, ଜୀବନ‌କୁ ମୋର…

ଅଧିକ ପଢ଼ନ୍ତୁ