ସଂଗ୍ରାମ କେଶରୀ ସେନାପତି

ସଂଗ୍ରାମ କେଶରୀ ସେନାପତି, ଶୁଭପଲ୍ଲବ ଓଡ଼ିଆ ଇ-ପତ୍ରିକାର ପ୍ରତିଷ୍ଠାତା ତଥା ସମ୍ପାଦକ । ସେ ଓଡ଼ିଆରେ ଗଳ୍ପ, ପ୍ରବନ୍ଧ ଆଦି ଲେଖାଲେଖି କରନ୍ତି ଏବଂ ଓଡ଼ିଆ ଉଇକିମିଡ଼ିଆର ବିଭିନ୍ନ ପ୍ରକଳ୍ପରେ ପ୍ରାୟତଃ କାର୍ଯ୍ୟ କରନ୍ତି ।

Maa Gadachandi Pitha, Keonjhar (ମା’ ଗଡ଼ଚଣ୍ଡୀ ପୀଠ, କେନ୍ଦୁଝର)

ମା’ ଗଡ଼ଚଣ୍ଡୀ ପୀଠ

ମାଘ ମାସ ସଂକ୍ରାନ୍ତି ତଥା ମକର ସଂକ୍ରାନ୍ତି ଅବସରରେ ଚଳଚଞ୍ଚଳ ହୋଇଉଠେ କେନ୍ଦୁଝର ଜିଲ୍ଲାର ଅନ୍ୟତମ ଦେବୀପୀଠ; ମାଆ ଗଡ଼ଚଣ୍ଡୀ ପୀଠ (Gadachandi Pitha), ଯାହାକି ୧୯୯୮ ମସିହାରେ (ମନ୍ଦିର ପରିସରରେ ଥିବା ଫଳରେ ଉଲ୍ଲେଖ ଅଛି) ପର୍ଯ୍ୟଟନର ମାନ୍ୟତା ପାଇଥିଲା ଓଡ଼ିଶା ସରକାରଙ୍କର ପର୍ଯ୍ୟଟନ ବିଭାଗ ତରଫରୁ । ମକର ସଂକ୍ରାନ୍ତି ଦିନଠାରୁ ତିନିଦିନ ଧରି ସେଠାରେ ଆୟୋଜନ କରାଯାଇଥାଏ ଏକ ଶାନ୍ତିଯଜ୍ଞ, ଯେଉଁଠାରେ ଶତାଧିକ ଲୋକଙ୍କର ସମାଗମ ହୋଇଥାଏ । ଏକ ଛୋଟ ମେଳା ବସେ, ଅନେକ…

ଅଧିକ ପଢ଼ନ୍ତୁ
Biography of Rajat Kumar Kar (ଭଞ୍ଜ ସାହିତ୍ୟର ଅନନ୍ୟ ପ୍ରଚାରକ ପଦ୍ମଶ୍ରୀ ରଜତ କୁମାର କର)

ଭଞ୍ଜ ସାହିତ୍ୟର ଅନନ୍ୟ ପ୍ରଚାରକ ପଦ୍ମଶ୍ରୀ ରଜତ କୁମାର କର

ପଦ୍ମଶ୍ରୀ ରଜତ କୁମାର କର (Rajat Kumar Kar) ଜଣେ ଓଡ଼ିଆ ଶିକ୍ଷାବିତ, ନାଟ୍ୟକାର ଓ ଜଗନ୍ନାଥ ସଂସ୍କୃତିର ଜଣାଶୁଣା ପ୍ରବକ୍ତା ଥିଲେ । ଦୀର୍ଘ ୬୦ ବର୍ଷରୁ ଅଧିକ ସମୟ ଧରି ସେ ଟିଭି ଓ ରେଡ଼ିଓରେ ରଥଯାତ୍ରାର ଧାରା ବିବରଣୀ ପ୍ରଦାନ କରି ଓଡ଼ିଶାର ଜନମାନସରେ ଏକ ସ୍ୱତନ୍ତ୍ର ସ୍ଥାନ ତିଆରି କରିଥିଲେ । ଉଭୟ ଓଡ଼ିଆ ଓ ଇଂରାଜୀ ଭାଷାରେ ଜଣେ ସୁବକ୍ତା ଭାବେ ତାଙ୍କର ବେଶ୍ ଖ୍ୟାତି ରହିଥିଲା । ସାହିତ୍ୟ ଓ ଶିକ୍ଷା କ୍ଷେତ୍ରରେ…

ଅଧିକ ପଢ଼ନ୍ତୁ
Interview with Swaraj Barik (ଓଡ଼ିଆ ଅଭିନେତା ସ୍ୱରାଜ ବାରିକଙ୍କ ସହ ଆଳାପ)

ଓଡ଼ିଆ ଅଭିନେତା ସ୍ୱରାଜ ବାରିକଙ୍କ ସହ ଆଳାପ

ସ୍ୱରାଜ, ତାଙ୍କ ନାଁ’ଟି ମାତ୍ର ତିନି ଅକ୍ଷର ବିଶିଷ୍ଟ, କିନ୍ତୁ ଏହାର ଅର୍ଥ ବହୁତ ବଡ଼ । ଏହି କଳାକାରଜଣଙ୍କ ଛୋଟବେଳୁ ତାଙ୍କ ନାମ ସାର୍ଥକତା ପ୍ରଦିପାଦନ କରିଆସିଛନ୍ତି । ଓଡ଼ିଆ ଧାରାବାହିକରେ ଶିଶୁ କଳାକାର ଭାବରେ ଆରମ୍ଭ କରିଥିଲେ ସେ ତାଙ୍କର ଅଭିନୟର ଯାତ୍ରା ଆଉ ଅନେକ ସଫଳ ଓଡ଼ିଆ କଥାଚିତ୍ରରେ ଶିଶୁ କଳାକାର ଭାବରେ ଅଭିନୟ କରିବା ପରେ ସେ ନିଜର ରାଜ୍ ବଢ଼ାଇବାକୁ ନାୟକ ଭାବରେ ନିଜ ଲଭ୍ ଷ୍ଟୋରୀ ନିଜେ ଲେଖିବା ଆରମ୍ଭ କରିଥିଲେ ।…

ଅଧିକ ପଢ଼ନ୍ତୁ
Biography of Padmabhusan Manoj Das (ପଦ୍ମଭୂଷଣ ମନୋଜ ଦାସ)

ପ୍ରଜ୍ଞାନ ପୁରୁଷ ପଦ୍ମଭୂଷଣ ମନୋଜ ଦାସ

ପଦ୍ମଭୂଷଣ ମନୋଜ ଦାସ ଓଡ଼ିଆ ଏବଂ ଇଂରାଜୀ ଭାଷାର ଜଣେ ଗାଳ୍ପିକ ତଥା ଔପନ୍ୟାସିକ ଥିଲେ । ଏତଦ ବ୍ୟତୀତ ସେ ଭ୍ରମଣ କାହାଣୀ, ଶିଶୁ ସାହିତ୍ୟ, କବିତା, ପ୍ରବନ୍ଧ ଆଦି ସାହିତ୍ୟର ବିଭିନ୍ନ ବିଭାଗରେ ନିଜର ଲେଖନୀ ଚାଳନା କରିଥିଲେ । ପାଞ୍ଚଟି ବିଶ୍ୱବିଦ୍ୟାଳୟରୁ ସେ ସମ୍ମାନଜନକ ଡକ୍ଟରେଟ୍ ଉପାଧି ଲାଭ କରିବା ସହିତ ଓଡ଼ିଶା ସାହିତ୍ୟ ଏକାଡେମୀର ସର୍ବୋଚ୍ଚ ପୁରସ୍କାର ଅତିବଡ଼ୀ ଜଗନ୍ନାଥ ଦାସ ସମ୍ମାନ, ସରସ୍ୱତୀ ସମ୍ମାନ ଏବଂ ଭାରତ ସରକାରଙ୍କଠାରୁ ୨୦୦୧ ମସିହାରେ ପଦ୍ମଶ୍ରୀ…

ଅଧିକ ପଢ଼ନ୍ତୁ
Biography of Padmashree Binapani Mohanty (ପଦ୍ମଶ୍ରୀ ବୀଣାପାଣି ମହାନ୍ତିଙ୍କ ଜୀବନି)

ପଦ୍ମଶ୍ରୀ ବୀଣାପାଣି ମହାନ୍ତି

ପଦ୍ମଶ୍ରୀ ବୀଣାପାଣି ମହାନ୍ତି ଥିଲେ ଜଣେ ଅଧ୍ୟାପିକା, ଓଡ଼ିଆ ଗାଳ୍ପିକା ଯିଏକି ଓଡ଼ିଆ ସାହିତ୍ୟର ସର୍ବୋଚ୍ଚ ପୁରସ୍କାର ଅତିବଡ଼ୀ ଜଗନ୍ନାଥ ଦାସ ସମ୍ମାନ ସହିତ କେନ୍ଦ୍ର ସାହିତ୍ୟ ଏକାଡେମୀ ଏବଂ ଶାରଳା ପୁରସ୍କାର ଆଦିରେ ସମ୍ମାନୀତ ହୋଇଥିଲେ । ବୀଣାପାଣି ମହାନ୍ତି ୧୯୩୬ ମସିହାର ନଭେମ୍ବର ୧୧ ତାରିଖରେ ଗଞ୍ଜାମ ଜିଲ୍ଲାର ବ୍ରହ୍ମପୁର ଠାରେ ଜନ୍ମଗ୍ରହଣ କରିଥିଲେ । ସେ ୧୯୫୩ ମସିହାରେ ମାଟ୍ରିକ ପାସ୍ କରିବା ପରେ ୧୯୫୭ ମସିହାରେ ଅର୍ଥନୀତିରେ ସ୍ନାତକ ଓ ୧୯୫୯ ମସିହାରେ ସ୍ନାତକୋତ୍ତର…

ଅଧିକ ପଢ଼ନ୍ତୁ