ସଂଗ୍ରାମ କେଶରୀ ସେନାପତି

ସଂଗ୍ରାମ କେଶରୀ ସେନାପତି, ଶୁଭପଲ୍ଲବ ଓଡ଼ିଆ ଇ-ପତ୍ରିକାର ପ୍ରତିଷ୍ଠାତା ତଥା ସମ୍ପାଦକ । ସେ ଓଡ଼ିଆରେ ଗଳ୍ପ, ପ୍ରବନ୍ଧ ଆଦି ଲେଖାଲେଖି କରନ୍ତି ଏବଂ ଓଡ଼ିଆ ଉଇକିମିଡ଼ିଆର ବିଭିନ୍ନ ପ୍ରକଳ୍ପରେ ପ୍ରାୟତଃ କାର୍ଯ୍ୟ କରନ୍ତି ।

Editorial Page of Shubhapallaba 38th Edition (ଶୁଭପଲ୍ଲବ ୩୮ଶ ସଂସ୍କରଣ ସମ୍ପାଦକୀୟ ପୃଷ୍ଠା)

✍ ଅଷ୍ଟତ୍ରିଂଶ ସମ୍ପାଦକୀୟ

୧୯୦୧ ମସିହା ପରଠାରୁ ଏହି ବର୍ଷ ଅର୍ଥାତ ୨୦୨୨ରେ ଭାରତ ଓ ପାକିସ୍ତାନରେ ସବୁଠାରୁ ଅଧିକ ଉତ୍ତାପ ଅନୁଭୂତ ହୋଇଥିଲା, ଯାହା ଫଳରେ ମାର୍ଚ୍ଚ ଓ ଅପ୍ରେଲ ମାସରେ ତାପମାତ୍ର ୪୯ ଡିଗ୍ରୀ ସେଲିସିଅସ୍‌ଠାରୁ ମଧ୍ୟ ଅଧିକ ଥିଲା । ଗ୍ରୀଷ୍ମ ଋତୁର ଆରମ୍ଭରେ ଅନେକ ସ୍ଥାନରେ ସାଧାରଣ ବର୍ଷାର ମାତ୍ର ଏକ ଚତୁର୍ଥାଂଶ ବର୍ଷା ହୋଇଥିଲା ଏବଂ ଆଧିକାଂଶ ସ୍ଥାନରେ ବର୍ଷାର ଗୋଟିଏ ବି ବୁନ୍ଦା ଦେଖିବାକୁ ମିଳିନଥିଲା । ଅତ୍ୟଧିକ ଉତ୍ତାପ ଯୋଗୁଁ ଗୁଜୁରାଟର କିଛି ଅଞ୍ଚଳରେ…

ଅଧିକ ପଢ଼ନ୍ତୁ
Editorial Page of Shubhapallaba 37th Edition (ଶୁଭପଲ୍ଲବ ୩୭ଶ ସଂସ୍କରଣ ସମ୍ପାଦକୀୟ ପୃଷ୍ଠା)

✍ ସପ୍ତତ୍ରିଂଶ ସମ୍ପାଦକୀୟ

ଯେବେ ନୂଆ ବର୍ଷଟିଏ ଆସେ, ତତ୍ ସମ୍ବନ୍ଧୀୟ ପାଞ୍ଜି ବା କ୍ୟାଲେଣ୍ଡର ବଦଳେ । ଯଦିଓ ଆମେ ସମସ୍ତେ ନିଜର କର୍ମମୟ ଜୀବନ ଭିତରେ ଗ୍ରେଗୋରି ପାଞ୍ଜିକୁ ଆପଣେଇ ନେଇଛେ, ତଥାପି ନିଜ ନିଜର ସଂସ୍କୃତି ଅନୁସାରେ ବର୍ଷରେ ଭିନ୍ନ ଭିନ୍ନ ସମୟରେ ନବବର୍ଷ ପାଳନ କରୁଛେ । ଯଦି ଖାଲି ଭାରତ ବର୍ଷ କଥା ଦେଖିବା, ତେବେ ଅଲଗା ଅଲଗା ରାଜ୍ୟର ଲୋକମାନେ ଭିନ୍ନ ଭିନ୍ନ ଦିନରେ କେମିତି ନୂଆ ବର୍ଷ ପାଳନ କରୁଛନ୍ତି ତାହା ଦେଖିପାରିବା । ଆମେ…

ଅଧିକ ପଢ଼ନ୍ତୁ
The Power of Your Subconscious Mind Book Review in Odia (ପୁସ୍ତକ ସମୀକ୍ଷା: ମନ ଜଗତର ଗହନ କଥା)

ପୁସ୍ତକ ସମୀକ୍ଷା: ମନ ଜଗତର ଗହନ କଥା

ଆପଣ ଯଦି ଜଣେ ପୁସ୍ତକ ପ୍ରିୟ ମଣିଷ ହେଇଥିବେ, ତା’ହେଲେ Joseph Murphy “The Power of Your Subconscious Mind” ପୁସ୍ତକ ବିଷୟରେ ତ ନିଶ୍ଚିତ ଜାଣିଥିବେ । ଶ୍ରୀଯୁକ୍ତ ଅନନ୍ତ ଚରଣ ସ୍ୱାଇଁ ମହୋଦୟ ଏହି ପୁସ୍ତକଟିର ଓଡ଼ିଆ ଅନୁବାଦ କରିଛନ୍ତି, ଯାହାକି ପ୍ରକାଶ ପାଇଛି ପ୍ରଜ୍ଞାନ ପବ୍ଲିକେଶନ୍ ଦ୍ୱାରା । ଯଦିଓ ବହିଟି ଅନେକ ଦିନ ଧରି ମୋ ପାଖରେ ରହିଥିଲା ଏବଂ ଆମ ଆଖପାଖର ଲୋକମାନେ ଏହାକୁ ପଢ଼ିସାରିଥିଲେ, ତଥାପି ସମୟ ବାହାର କରି…

ଅଧିକ ପଢ଼ନ୍ତୁ
Editorial Page of Shubhapallaba 36th Edition (ଶୁଭପଲ୍ଲବ ୩୬ଶ ସଂସ୍କରଣ ସମ୍ପାଦକୀୟ ପୃଷ୍ଠା )

✍ ଷଡ଼ତ୍ରିଂଶ ସମ୍ପାଦକୀୟ

ହୋଲି ବା ଦୋଳ ଉତ୍ସବ ଆମେ ପ୍ରତିବର୍ଷ ବହୁ ଆଡ଼ମ୍ବର ସହକାରେ ପାଳନ କରି ଆସୁଛେ । ଏହି ରଙ୍ଗହୋରି ଉତ୍ସବ ହେଉଛି ଶ୍ରୀକୃଷ୍ଣଙ୍କ ଗୋପଲୀଳାର ନିଦର୍ଶନ । ଏଥିରେ ରାଧା ଦାମୋଦରଙ୍କର ଗୋପ ଗୋପୀମାନଙ୍କ ସହିତ ରଙ୍ଗ ପିଚକାରୀ ଖେଳ ଶ୍ରୀମଦ ଭାଗବତ ବର୍ଣ୍ଣିତ ରାସଲୀଳାର ସ୍ମୃତି ବହନ କରିଥାଏ । ଏହା ଖାଲି ଗୋଟିଏ ପ୍ରାନ୍ତରେ ନୁହେଁ ସାରା ଭାରତ ବର୍ଷରେ ପାଳନ କରାଯାଏ । ଏହି ଉତ୍ସବକୁ ଭାଷା, ବର୍ଣ୍ଣ, ଲିଙ୍ଗ, ପ୍ରାନ୍ତ, ଧର୍ମ ନିର୍ବିଶେଷରେ ସମସ୍ତେ ଉପଭୋଗ…

ଅଧିକ ପଢ଼ନ୍ତୁ
Biography of Indian Comedian Raju Srivastav (ଭାରତୀୟ ହାସ୍ୟ ଅଭିନେତା ରାଜୁ ଶ୍ରୀବାସ୍ତବ)

ଭାରତୀୟ ହାସ୍ୟ ଅଭିନେତା ରାଜୁ ଶ୍ରୀବାସ୍ତବ

ରାଜୁ ଶ୍ରୀବାସ୍ତବ ଜଣେ ଭାରତୀୟ ହାସ୍ୟ ଅଭିନେତା ଯିଏକି ମୁଖ୍ୟତଃ ଗଜୋଧର ଭାବରେ ବିଭିନ୍ନ ପ୍ରକାରର ହାସ୍ୟାତ୍ମକ କାର୍ଯ୍ୟକ୍ରମ କରୁଥିଲେ । ତାଙ୍କର ପୂରା ନାମ ହେଉଛି ସତ୍ୟ ପ୍ରକାଶ ଶ୍ରୀବାସ୍ତବ । ୧୯୬୩ ମସିହାର ଡିସେମ୍ବର ୨୫ ତାରିଖରେ ଜନ୍ମଗ୍ରହଣ କରିଥିବା ରାଜୁ ଜଣେ ହାସ୍ୟ ଅଭିନେତା ଭାବରେ ଅଭିନୟ କରିବା ସହିତ କିଛି ଧାରାବାହିକରେ ଖଳନାୟକ ଭାବରେ କାମ କରିବା ସହିତ ଭାରତୀୟ ରାଜନୀତିରେ ମଧ୍ୟ ସକ୍ରିୟ ଥିଲେ । ସେ ଦି ଗ୍ରେଟ୍ ଇଣ୍ଡିଆନ୍ ଲାଫ୍‌ଟର୍ ଚ୍ୟାଲେଞ୍ଜ…

ଅଧିକ ପଢ଼ନ୍ତୁ