ବିନୟ କୁମାର ଦାସ

ବିନୟ କୁମାର ଦାସ ଓଡ଼ିଆ ଭାଷାରେ ବିଭିନ୍ନ ପ୍ରକାରର ଗପ, କବିତା ଆଦି ରଚନା କରିବା ସହ ଅନ୍ୟାନ୍ୟ ଭାଷାର ରଚନାରୁ ଅନୁବାଦ କରିଥାନ୍ତି ।

Odia Poem Ama Neta (ଆମ ନେତା) by Binay Kumar Das

ଆମ ନେତା

କାନେକାନେ କହିଥିଲ ମୋତେ ସବୁ ସୁଖ ଦେଇ ଦେବି ତୋତେ ସୁଖ କାହିଁ ….ଦୁଃଖ ମୋର ଦ୍ୱିଗୁଣିତ ହେଲା ଦାନା କନା ମିଳୁନାହିଁ ମୋତେ ତୁମର ତ ବଢ଼ୁଛି ମହଲା ଏତେଦିନ ପରେ ଆଜି ସବୁ ମୁଁ ପାରିଛି ବୁଝି କଥା ଦେଇ ଯେଉଁ ଜନ ରଖେ ନାହିଁ କଥା ଆମର ଜନତା କହେ…ସିଏ ଆମ ଅତି ପ୍ରିୟ ନେତା । – ବିନୟ କୁମାର ଦାସ ବିନୟ କୁମାର ଦାସବିନୟ କୁମାର ଦାସ ଓଡ଼ିଆ ଭାଷାରେ…

ଅଧିକ ପଢ଼ନ୍ତୁ
Odia Poem Kaedi (କଏଦୀ) by Binay Kumar Das

କଏଦୀ

ଜେଲର୍‌କୁ କହିଲା କଏଦୀ କାହିଁକି ଚାଲୁନି ମୋ ଏ.ସି କାହିଁ ମୋ ମିନେରାଲ ୱାଟର? କାହିଁ…କାହିଁ ମୋ ଚିକେନ୍ ରୋଷ୍ଟ୍..? କେତେଥର କହିବି ମୁଁ ତୋତେ ମନ୍ତ୍ରୀ ତ ମୁଁ ହେବି ଦିନେ… ଆଉ ସେତେବେଳେ ଚିହ୍ନିବୁ ତୁ ମୋତେ ॥ – ବିନୟ କୁମାର ଦାସ ବିନୟ କୁମାର ଦାସବିନୟ କୁମାର ଦାସ ଓଡ଼ିଆ ଭାଷାରେ ବିଭିନ୍ନ ପ୍ରକାରର ଗପ, କବିତା ଆଦି ରଚନା କରିବା ସହ ଅନ୍ୟାନ୍ୟ ଭାଷାର ରଚନାରୁ ଅନୁବାଦ କରିଥାନ୍ତି ।

ଅଧିକ ପଢ଼ନ୍ତୁ
Odia Poem Ama Paribesha (ଆମ ପରିବେଶ) by Binay Kumar Das

ଆମ ପରିବେଶ

ଗଛ ସବୁ ହୋଇଗଲା ହଣା ଜଙ୍ଗଲଟେ ଥିଲା ବୋଲି ଏବେ ଆଉ ପଡ଼ୁନାହିଁ ଜଣା ଏବେ ତାହା ସାଜିଛି ପଡ଼ିଆ ସେଠି ଚାଲିଅଛି ସଭା ଲାଗୁଚି ବଢ଼ିଆ ଆଜି ବି ହେଉଚି ସଭା ପରିବେଶ ସୁରକ୍ଷାର ଦିନ ଆସିଛନ୍ତି ନେତା, ମନ୍ତ୍ରୀ ଦିଅନ୍ତି ଭାଷଣ କହୁଛନ୍ତି କାଟନାହିଁ ଗଛ… ବଢ଼ାଅ ତା’ ବଂଶ ଜଙ୍ଗଲ ରହିଲେ ହେବ ସୁସ୍ଥ ପରିବେଶ । – ବିନୟ କୁମାର ଦାସ ବିନୟ କୁମାର ଦାସବିନୟ କୁମାର ଦାସ ଓଡ଼ିଆ ଭାଷାରେ…

ଅଧିକ ପଢ଼ନ୍ତୁ
Kete Janamara Tapa

କେତେ ଜନମର ତପ

ଦୁନିଆ ଜାଣିଛି ଦୁନିଆ ମାନିଛି ପ୍ରେମ ଯାଏ ନାହିଁ ମରି ତେବେ କୁହ କିଆଁ ମିଛଟାରେ ଆମେ ଦୁନିଆକୁ ଯିବା ଡରି ତୁମେ ଖାଲି ଭାବ ଭଲପାଇବାଟା ଆମ ପାଇଁ ମହାପାପ ମୁଁ କିନ୍ତୁ ଭାବୁଛି ମନ ଦିଆନିଆ କେତେ ଜନମର ତପ ଆମ ପ୍ରେମ ଅଟେ ଅଲେଖା କାଗଜ ଦେବା ନାହିଁ ତାକୁ ଚିରି ମନ ଦୃଢ଼ କର ଏଇ ଦୁନିଆକୁ କେବେ ଯିବା ନାହିଁ ଡରି ମିଳନରେ ଆମେ ଖୁସି ହେବା ନାହିଁ ବିରହେ…

ଅଧିକ ପଢ଼ନ୍ତୁ
safai

ସଫାଇ

ସେଦିନ ଜରୁରୀ ବୈଠକରେ ଆଲୋଚନା ହେଲା ଯେ ଆମ ଶାସନ ବ୍ୟବସ୍ଥାରେ ଉପରୁ ତଳଯାଏ ଆବର୍ଜନାରେ ଭରପୁର ହୋଇଗଲାଣି । ତେଣୁ ସଫାଇ ହେବା ଏକାନ୍ତ ଆବଶ୍ୟକ । ଏ ପ୍ରସ୍ତାବକୁ ସର୍ବସମ୍ମତି କ୍ରମେ ଗ୍ରହଣ କରାଯାଇ ସିଦ୍ଧାନ୍ତ ନିଆଗଲା ଯେ ଏହାକୁ କାର୍ଯ୍ୟକାରୀ କରାଗଲେ ଦେଶର ମଙ୍ଗଳ ହେବ । ତହୁଁ ଚତୁର ତଥା କଡ଼ା ମିଜାସର ସର୍ବୋଚ୍ଚ ଅଧିକାରୀ ସେଇଠି ତୁରନ୍ତ ଆଦେଶ ପ୍ରଦାନ କଲେ ଯେ “ସୁନ୍ଦର ପ୍ରସ୍ତାବ । ଆଜି ଏଇ…

ଅଧିକ ପଢ଼ନ୍ତୁ