You are currently viewing କଏଦୀ
Odia Poem Kaedi (କଏଦୀ) by Binay Kumar Das

କଏଦୀ

ଜେଲର୍‌କୁ କହିଲା କଏଦୀ
କାହିଁକି ଚାଲୁନି ମୋ ଏ.ସି
କାହିଁ ମୋ ମିନେରାଲ ୱାଟର?
କାହିଁ…କାହିଁ ମୋ ଚିକେନ୍ ରୋଷ୍ଟ୍..?
କେତେଥର କହିବି ମୁଁ ତୋତେ
ମନ୍ତ୍ରୀ ତ ମୁଁ ହେବି ଦିନେ… ଆଉ
ସେତେବେଳେ ଚିହ୍ନିବୁ ତୁ ମୋତେ ॥

– ବିନୟ କୁମାର ଦାସ

Comments

comments

ଅନ୍ୟମାନଙ୍କ ସହ ସେୟାର କରନ୍ତୁ...

ବିନୟ କୁମାର ଦାସ ଓଡ଼ିଆ ଭାଷାରେ ବିଭିନ୍ନ ପ୍ରକାରର ଗପ, କବିତା ଆଦି ରଚନା କରିବା ସହ ଅନ୍ୟାନ୍ୟ ଭାଷାର ରଚନାରୁ ଅନୁବାଦ କରିଥାନ୍ତି ।