Read more about the article କାରଣ
Odia Poem Karana (କାରଣ) by Binay Kumar Das

କାରଣ

ଲୋକଟିର ହୋଇଲା ମରଣ ଅକାଳ ତା' ମରଣର ମିଳୁନି କାରଣ କେତେ ଅନୁସନ୍ଧାନ ପରେ ଏବେ ହେଲା ଜାଣି ଏକ ସରକାରୀ ଦପ୍ତରରେ କାମ ହୋଇଗଲା ତା'ର ସେଥିପାଇଁ ଟଙ୍କାଟିଏ ବି ନେଲାନି କିରାଣୀ ସେ ପ୍ରଥମେ ଆଚମ୍ବିତ ହେଲା ବାସ୍,…

Continue Readingକାରଣ
Read more about the article ପ୍ରଶ୍ନବାଚୀ
Odia Poem Prasnabachi (ପ୍ରଶ୍ନବାଚୀ) by Binay Kumar Das

ପ୍ରଶ୍ନବାଚୀ

ହେ ପ୍ରଭୁ ! ତୁମେ ପୁଣି ତିଆରିଲ କିଆଁ ଶୋଷଣକାରୀ ଆଉ ଉତ୍ପୀଡ଼କ ସୃଷ୍ଟିର ପ୍ରାରମ୍ଭରୁ ତୁମେ ତ ଗଢ଼ି ଦେଇଥିଲ ସଂଖ୍ୟାହୀନ ମଶା ଛାରପୋକ କୁହ ପୁଣି, ଦଳ ଆଉ ରଙ୍ଗ ବଦଳୁଥିବା ନେତା ତୁମେ କାହିଁକି ଗଢ଼ିଲ ସେମିତି…

Continue Readingପ୍ରଶ୍ନବାଚୀ
Read more about the article ଆମ ନେତା
Odia Poem Ama Neta (ଆମ ନେତା) by Binay Kumar Das

ଆମ ନେତା

କାନେକାନେ କହିଥିଲ ମୋତେ ସବୁ ସୁଖ ଦେଇ ଦେବି ତୋତେ ସୁଖ କାହିଁ ….ଦୁଃଖ ମୋର ଦ୍ୱିଗୁଣିତ ହେଲା ଦାନା କନା ମିଳୁନାହିଁ ମୋତେ ତୁମର ତ ବଢ଼ୁଛି ମହଲା ଏତେଦିନ ପରେ ଆଜି ସବୁ ମୁଁ ପାରିଛି ବୁଝି କଥା…

Continue Readingଆମ ନେତା
Read more about the article କଏଦୀ
Odia Poem Kaedi (କଏଦୀ) by Binay Kumar Das

କଏଦୀ

ଜେଲର୍‌କୁ କହିଲା କଏଦୀ କାହିଁକି ଚାଲୁନି ମୋ ଏ.ସି କାହିଁ ମୋ ମିନେରାଲ ୱାଟର? କାହିଁ...କାହିଁ ମୋ ଚିକେନ୍ ରୋଷ୍ଟ୍..? କେତେଥର କହିବି ମୁଁ ତୋତେ ମନ୍ତ୍ରୀ ତ ମୁଁ ହେବି ଦିନେ… ଆଉ ସେତେବେଳେ ଚିହ୍ନିବୁ ତୁ ମୋତେ ॥…

Continue Readingକଏଦୀ
Read more about the article ଆମ ପରିବେଶ
Odia Poem Ama Paribesha (ଆମ ପରିବେଶ) by Binay Kumar Das

ଆମ ପରିବେଶ

ଗଛ ସବୁ ହୋଇଗଲା ହଣା ଜଙ୍ଗଲଟେ ଥିଲା ବୋଲି ଏବେ ଆଉ ପଡ଼ୁନାହିଁ ଜଣା ଏବେ ତାହା ସାଜିଛି ପଡ଼ିଆ ସେଠି ଚାଲିଅଛି ସଭା ଲାଗୁଚି ବଢ଼ିଆ ଆଜି ବି ହେଉଚି ସଭା ପରିବେଶ ସୁରକ୍ଷାର ଦିନ ଆସିଛନ୍ତି ନେତା, ମନ୍ତ୍ରୀ…

Continue Readingଆମ ପରିବେଶ