ଆଶୁତୋଷ ମେହେର

ଆଶୁତୋଷ ମେହେର ଜଣେ ଅବସର ପ୍ରାପ୍ତ ଭାରତୀୟ ଷ୍ଟେଟ ବ୍ୟାଙ୍କର ଅଧିକାରୀ । ସେ ଓଡ଼ିଆ ଭାଷା ସମେତେ ସମ୍ବଲପୁରୀ ଭାଷାରେ ବିଭିନ୍ନ ପ୍ରକାରର କବିତା ରଚନା କରିନ୍ତି । ତାଙ୍କର ନିଜସ୍ୱ କେତୋଟି କବିତା ସଂକଳନ ପ୍ରକାଶିତ ହୋଇଛି ।

Odia Poem Jibanara Khela (ଜୀବନର ଖେଳ) by Ashutosh Meher

ଜୀବନର ଖେଳ

ବଢ଼ି ଚାଲ ବନ୍ଧୁ ଦେଖି ନିଅ ଆଗେ ଜୀବନର ଜଳଛବି ଲଢ଼ି ଚାଲ ତୁ ହିଁ କାମେ ଅହରହ ହୋଇ ଜଣେ ଭାବ କବି । ଶ୍ରମରେ ଖୋଳିଲେ ରତ୍ନଗର୍ଭା ମାଟି ଢାଳି ଦେବ ତା’ର ସାର ଅଳସୁଆ ହୋଇ ନିନ୍ଦଇ କର୍ମକୁ ବୋହି କ୍ଷୋଭାସିକ୍ତ ଭାର । ରହିଯାଏ ଯେବେ ଭୁଲ କେଉଁ ବେଳା ଚିନ୍ତି ବାର ନାହିଁ ତିଳେ ଲଢ଼ିବା ଭାବନା ବଢ଼ାଇବ ଆଗେ ନିଜର ଅସୀମ ବଳେ । ଭାବିବା କାହିଁକି ଆଗେ…

ଅଧିକ ପଢ଼ନ୍ତୁ
Odia Poem Swapnare Padachinha (ସ୍ୱପ୍ନରେ ପାଦଚିହ୍ନ) by Ashutosh Meher

ସ୍ୱପ୍ନରେ ପାଦଚିହ୍ନ

ଜୀବନ ବେଳାରେ କେତେ ଦୂର ବାଟ ଚାଲି ଆସିଲିଣି ମୁହିଁ, ପଛ ଲେଉଟାଣୀ ବେଳ ଯେ ହେଲାଣୀ ମନ ଅବା ବୁଝୁ ନାହିଁ । ନୀଳ ଦରିଆର ଅମୀୟ ଶୋଭାରେ ଜୀବନ ଯାଇଛି ଭୁଲି, ସୁଶୀତଳ ବାଆ ବାଟ କାଢ଼ି ନିଏ ସାଗର ତରଙ୍ଗ ମେଲି । ଏଇ ବେଳା କିଆଁ ଲାଗିଲା ମନରେ ପଛରେ କିଏ ମୋ’ ଆସେ, ଭୁରି ଭୁରି ବାସ ପ୍ରେମ ରଙ୍ଗେ ଅବା ସୁଗନ୍ଧ ଗଜରା ବାସେ । ବୁଲି ମୁଁ…

ଅଧିକ ପଢ଼ନ୍ତୁ
Odia Poem Hasara Janha (ହସର ଜହ୍ନ) by Ashutosh Meher

ହସର ଜହ୍ନ

ଆକାଶେ ହସଇ ହସକୁରି ଚାନ୍ଦ ସୁନାର ମୁକୁଟ ପିନ୍ଧି ତା’ ରୂପ ମାଧୁରୀ ମନେ ଲାଖିଯାଏ ପ୍ରେମ ଫାଶେ ଦିଏ ଛନ୍ଦି । ହସ ଭରେ ଲେସା ଲାବଣ୍ୟ ମାଧୁରୀ ମନ ନେଉଥାଏ କିଣି ଅନାଇଁ ରହିଲେ ରାତି ପାହିଯାଏ ସମୟ ସରେନା ଜାଣି । ଦେଖି ଚାହିଁ ଯାଉ ଜୀବନ ମୋ ବିତି ପ୍ରେମ ଏ’ ସୁଆଦ ଭିନ୍ନ ପ୍ରେମିକ ଜୀବନେ ବୁଡ଼େନା କେବେ ତ ପୁନେଇଁ ହସର ଜହ୍ନ । – ଆଶୁତୋଷ ମେହେର…

ଅଧିକ ପଢ଼ନ୍ତୁ
Odia Poem Pranaya Kabita (ପ୍ରଣୟ କବିତା) by Ashutosh Meher

ପ୍ରଣୟ କବିତା

ଲେଖିବି ଲେଖିବି ଭାବିଥିଲି ସିନା ଅଧୁରା ରହିଲା ଗପ ନାୟକ ସାଜିଲା ଖଳନାୟକ ସେ ସଂପର୍କ ହୋଇଲା ଶାପ । କଲମର ଗାର ଶୁଖିଗଲା ସତେ ମନ ହେଲା ମରୀଚିକା ଜହ୍ନର ହସରେ କିଏ ଭରି ଦେଲା ଏତେ ବିଷ ବିଭୀଷିକା? ସେଇ ବିଷ ପିଇ କବି ବନି ଗଲି ପ୍ରେମର କାଳିମା ଶିରେ ସ୍ମୃତି ଶାମୁକାରେ ମୁକୁତା ପାଇଲି ସାଗର ବାଲୁକା ତୀରେ । ପଦପଦ ଯୋଡ଼ି ଲେଖି ଦେଲି ଯେଉଁ ପ୍ରେମର କାବ୍ୟିକ ଧାରା…

ଅଧିକ ପଢ଼ନ୍ତୁ
Odia Story Safed Jahara (ସଫେଦ ଜହର) by Ashutosh Meher

ସଫେଦ ଜହର

ପୂର୍ଣ୍ଣିମାର ସଫେଦ୍ ଜହ୍ନ ଆଲୁଅରେ ତା’ ଦେହ ଆଜି କାହିଁକି ଏତେ ଜଳୁଛି??? ପାର୍କରେ ଲୋକ ଭିଡ଼, ସେ କିନ୍ତୁ ଏକଦମ୍ ଏକେଲା । ଶୁଭ୍ରା ବସିଛି ସେଇ ସୁପରିଚିତ ସିମେଣ୍ଟ ବେଞ୍ଚରେ ଯେଉଁଠି ସେମାନେ ବସନ୍ତି ହାତ ଧରା ଧରି ହୋଇ । ନିଶିକାନ୍ତଙ୍କ ସହ… ଗତ ଦଶ ବର୍ଷ ହେବ !! ହାତରେ ତା’ର… ଏଇ କିଛି ସମୟ ଆଗରୁ ନିଶିକାନ୍ତ ଧରାଇ ଯାଇଥିବା ପାଞ୍ଚ ଲକ୍ଷ ଟଙ୍କାର ଚେକ୍ । ସେଇଟା ବି…

ଅଧିକ ପଢ଼ନ୍ତୁ