Read more about the article ରତ୍ନବେଦୀ ଦର୍ଶନ
Odia Poem Ratna Bedi Darsana (ରତ୍ନବେଦୀ ଦର୍ଶନ) by Ashutosh Meher

ରତ୍ନବେଦୀ ଦର୍ଶନ

ତୁଳସୀରେ ମନ ଅବଢ଼ାରେ ମନ ମନ ରତ୍ନ ସିଂହାସନେ ବାଇଶୀ ପାହାଚ ବଡଦାଣ୍ଡେ ଭରା ଧୂଳି ମୁଠେ ଧନ ଧନେ ॥୦॥ ସତରେ କାଳିଆ କେତେ ଦିନ ହେଲା ଦେଖି ନାହିଁ ତୋ'ର ମୁହଁ ଥୟ ଧରି ଥିବି ଆଉ କେତେ…

Continue Readingରତ୍ନବେଦୀ ଦର୍ଶନ
Read more about the article ପ୍ରେମ ଉପହାର
Odia Poem Prema Upahara (ପ୍ରେମ ଉପହାର) by Ashutosh Meher

ପ୍ରେମ ଉପହାର

ଫୁଲ ଉପହାର ଦେଲ ସିନା ସଖୀ କଣ୍ଟା ଫୋଡ଼ିଗଲା ହାତେ, ଫୁଲ ଝାଉଁଳିଲା ରଙ୍ଗ ଉଡ଼ିଗଲା ଦାଗ ରହିଗଲା ସତେ ॥ କଣ୍ଟା ଫୁଲେ ଥିଲା ତୁମ ଦୋଷ କ'ଣ ତା'ରି ରଙ୍ଗେ ମନ ତୋଷ ସେଇ କଥା ଏକା ହୃଦୟରେ…

Continue Readingପ୍ରେମ ଉପହାର
Read more about the article ପ୍ରେମ ପଣତ ତଳେ
Odia Poem Prema Panta Tale (ପ୍ରେମ ପଣତ ତଳେ) by Ashutosh Meher

ପ୍ରେମ ପଣତ ତଳେ

କହିବି କହିବି ଓଠେ ରହିଗଲା ହୃଦୟ ତଳର ଆଶା, ଶୁଣିବି ଶୁଣିବି କାନେ ଅଟକିଲା ପ୍ରେମ ସୁମଧୁର ଭାଷା । ଚାହିଁ ଚାହିଁ ଚାହିଁ ଆଖିରେ ମରିଲା ଲହୁ ହୁଏ ଲୁହ ଧାର, ଏକାକୀ ଏକାକୀ ଚାତକ ପରାଣେ ଠିଆ ସମୟର…

Continue Readingପ୍ରେମ ପଣତ ତଳେ
Read more about the article ସ୍ମୃତି ଭାବ
Odia Poem Smrutibhaba (ସ୍ମୃତି ଭାବ) by Ashutosh Meher

ସ୍ମୃତି ଭାବ

କିଛି ଆପାଶୋରା କିଛି ମନେ ଭରା ମିଠା ମିଠା ସ୍ମୃତି ଭାବ ମନ ପରଦାରେ ଛାପି ହୋଇ ରହେ ପୂଣ୍ୟ-ପ୍ରେମେ ମନ ତବ । ସେ ଲେଖା ଅଲିଭା ସବୁ ଦିନ ପାଇଁ ଜଳୁଥାଏ ଏକାନ୍ତରେ ପୃଷ୍ଠା ଲେଉଟିଲେ ରଙ୍ଗ ଭିନ୍ନ…

Continue Readingସ୍ମୃତି ଭାବ
Read more about the article ରାହା
ରାହା

ରାହା

ଜନମୁଁ ଜୀବନ ଘଡ଼ି ଘଡ଼ି ବଢ଼େ ଯାତ୍ରା ପଥ ଅସରନ୍ତି ଏକା କେବେ ଅବା ସାଙ୍ଗସାଥୀ ମେଳେ ନ ଭରି ଭିତି କି ଭ୍ରାନ୍ତି । ଜୀବନ ଯମୁନା ଆଗେ ବଢ଼ିଚାଲେ ନିତିଦିନ ଗୀତ ସିଏ ଘସି ମାଜି ଦେଇ ବଞ୍ଚିବାର…

Continue Readingରାହା