Odia Poem Mita (ମିତ) by Prafulla Chandra Padhi ମିତ Post author:ପ୍ରଫୁଲ୍ଲ ଚନ୍ଦ୍ର ପାଢ଼ୀ Post published:April 8, 2022 Post category:କବିତା 207 views ମୋ ନିଛାଟିଆ ପ୍ରାଣରେ ତମେ ସ୍ପନ୍ଦିତ ଚନ୍ଦନ ଶଦ୍ଦମୟ ହେଇଯାଏ ହେ ଜଗନ୍ନାଥ ତମକୁ କଲେ ଦରଶନ ॥ ଫଗୁମୟ ତମରି ରଥଯାତ୍ରା ମୁ଼ଁ ନିରେଖିଲି ଟି.ଭି.ରୁ । ମୋରି ହୃଦୟରେ ତୁମେ : ସୁନ୍ଦର ସକାଳ କିଚିରି ମିଚିରିରେ ଭରା ଗୀତ_ଗୀତ ସବୁ କାଳ ॥ – ପ୍ରଫୁଲ୍ଲ ଚନ୍ଦ୍ର ପାଢ଼ୀ Comments commentsଅନ୍ୟମାନଙ୍କ ସହ ସେୟାର କରନ୍ତୁ...ପ୍ରଫୁଲ୍ଲ ଚନ୍ଦ୍ର ପାଢ଼ୀପ୍ରଫୁଲ୍ଲ ଚନ୍ଦ୍ର ପାଢ଼ୀ ଓଡ଼ିଆ ଭାଷାରେ ବିଭିନ୍ନ ପ୍ରକାରର ଗପ ଓ କବିତା ଆଦି ରଚନା କରନ୍ତି । ତାଙ୍କ ରଚିତ ଗପ ଓ କବିତାଗୁଡ଼ିକ ବିଭିନ୍ନ ପତ୍ରପତ୍ରିକାରେ ସ୍ଥାନ ପାଇ ପାଠକୀୟ ଆଦୃତି ଲାଭ କରିଛି । Tags: 16th-edition Read more articles Previous Postତୋ ବିନୁ ଅନ୍ୟ ଗତି ନାହିଁ Next Postଭକ୍ତ ବନ୍ଧୁ ମହାନ୍ତି You Might Also Like ସ୍ମୃତି, ଶରୀର ଓ ପାଉଁଶ November 21, 2020 ଦାଦନର ଦୁଃଖ June 4, 2020 ସପନର ନାୟିକା May 4, 2022