Odia Poem Mun (ମୁଁ) by Pragyan Dalai ମୁଁ Post author:ପ୍ରଜ୍ଞା ଦଳାଇ Post published:March 15, 2022 Post category:କବିତା 244 views ମୁଁ ମନ୍ତ୍ର ମୁଗ୍ଧା ମହା ମୋକ୍ଷ ମନୁ ସ୍ମୃତି ମହାକାଶ ମୁଁ ମାଟି ମୋହ ମାୟା ମୃଗ ମୃଗତୃଷ୍ଣା ମେଘଦୂତ ମୁଁ ମରୁଭୂମି ମଲାଜହ୍ନ ମଶାଣୀର ମଲା ସ୍ଵପ୍ନ ମୁଁ ମସ୍ତିଷ୍କର ମାୟାଜାଲ ମୁହୁର୍ମୁହୁ ମତାନ୍ତର ଏଇ ମୁଁ ମୁଁତ୍ୱର ମହାଭାରତରେ ମୁଁ ମୂକ ସାକ୍ଷୀ ମହା ବୃକ୍ଷ – ପ୍ରଜ୍ଞା ଦଳାଇ Comments commentsଅନ୍ୟମାନଙ୍କ ସହ ସେୟାର କରନ୍ତୁ...ପ୍ରଜ୍ଞା ଦଳାଇପ୍ରଜ୍ଞା ଦଳାଇ ଓଡ଼ିଆ ଭାଷାରେ ବିଭିନ୍ନ ପ୍ରକାରର ଗପ ଓ କବିତା ଆଦି ରଚନା କରନ୍ତି । ତାଙ୍କ ରଚିତ ଗପ ଓ କବିତାଗୁଡ଼ିକ ବିଭିନ୍ନ ପତ୍ରପତ୍ରିକାରେ ସ୍ଥାନ ପାଇ ପାଠକୀୟ ଆଦୃତି ଲାଭ କରିଛି । You Might Also Like ତୁମେ April 22, 2022 ସୀମାବଦ୍ଧ ଆଶା June 23, 2021 ପ୍ରେମସନ୍ଦେଶ ମେଘସନ୍ଦେଶ August 19, 2021