ଅଜାନ୍ତିକେଁ ବି ଅଭିରନ୍ କଥା
ଆଲ୍ମାଲ୍ ଟୁଁଡ଼ୁ ବୁଚ୍ଡ଼ି
ଗଲେ ସଦ୍ଭାବ୍ କେନ୍ତା ରକ୍ମେ
ଜାନିଛୁଁ ଯାଏସି ବିଗ୍ଡ଼ି
ଫେରି ବି କେହି ନାଇଁ କହେବାର୍
ନାପି ତଉଲି କଥା
ହେଥିର୍ ଲାଗି ତ ଶୁନ୍ଲା ଲୋକ୍
ହଉଥିସି ବିତ୍ବିତା
ରାଂଧ୍ଲା ବେଲେ ତ ଚାଉଲ୍ନୁ ଗୁଢି
ବାଛି ଦଉଥିସୁଁ ଫିକି
କହେଲା ବେଲ୍କେ ନାଇଁ ବାଛି ନିଛି
କଥା ଯାଉଥିସୁଢ଼ଁ ବକି
ଏତେ ବକ୍ବକ୍ ହଉଥିଲେ ତ
ନାଇଁପଡ଼େ ତାର୍ ପ୍ରଭାବ୍
ରଡ଼ି ଛାଡ଼୍ତେଲ୍ ମାଗୁଥିଲେ କେଭେଢ଼ଁ
ହଟି ନାଇଁଯାଏ ଅଭାବ୍
Comments
ପ୍ରଫୁଲ୍ଲ କୁମାର ତ୍ରିପାଠୀ, ସାହିତ୍ୟ ଏକାଡେମୀ ପୁରସ୍କାରପ୍ରାପ୍ତ ଜଣେ ଓଡ଼ିଆ ସାହିତ୍ୟିକ ଓ ଭାଷାବିତ୍ । ସମାଜରେ ଦେଖାଯାଉଥିବା ବିଭିନ୍ନ ପ୍ରକାରର ଦୁର୍ନୀତି, ଅନିୟମିତତା ଏବଂ ମାନବବାଦ ବିଷୟ ଉପରେ ତାଙ୍କ ରଚନା ଆଧାରିତ । ସେ ଓଡ଼ିଆ ଭାଷା ସାହିତ୍ୟର ତର୍ଜମା ଓ ଲିପିର ବିକାଶ ବିଷୟରେ ମଧ୍ୟ ଅନେକ ପୁସ୍ତକ ରଚନା କରିଛନ୍ତି ।