ସେମାନ୍କର୍ ସବୁ ମିଛ୍ମିଶା କଥା
ଶୁନି ହଁସ୍ବାର୍ ସାହସ୍
ପୁଷିଛେଁ ବଲି ତ ସତ୍ କହୁଥିସିଁ
ନାଇଁହୁଏଁ କେଭେଁ କର୍କଶ୍
ଶୁନି ସାର୍ଲେଁ ଶହେ ପଦ୍ କଥା
କହିଦେସିଁ ପଦେ ଅଧେ
କିଏ ପାଏସି ତହଁକ୍ ସେଠାନୁ
କାହାକେ ସେଟା ବାଧେ
ନାଇଁକରି କେଭେଁ ହିସାବ୍ ତାର୍
କଥା ଗନି ନାଇଁଜାନେ
ଭାବ୍ନା ଫୁଟ୍ଲେ ହୁରୁଦ୍ ଭିତ୍ରେ
ନାଇଁଟାକେଁ ଆର୍ ଛନେ
ମନର୍ ଫସଲ୍ ଯେତେ ବି ହେସି
ଦେସିଁ ସବୁଯାକ ବାଁଟି
ଉସତ୍ ହେଇ ଶିଖ୍ଲିନ ଜିଇଁ
ଉହାତ୍ ନି ହୁଏଁ ଘାଁଟି