ପରିବର୍ତ୍ତନ ପରିବର୍ତ୍ତନ Post author:ସନାତନ ମହାକୁଡ଼ Post published:March 28, 2019 Post category:କବିତା 1,337 views ସବୁଥର ଭଳି ଏଥର ବି ବଦଳିଯିବ କ୍ୟାଲେଣ୍ଡରର ପୃଷ୍ଠା, ଖ୍ରୀଷ୍ଟମାସର କୋଳାହଳ ବିଦାୟଦେବ ପୁରୁଣା ବର୍ଷକୁ, ପୁରୁଣା ହେଇଯିବେ ଅସହିଷ୍ଣୁତା ଆଉ ଯେତେ ସବୁ ସମ୍ମାନ ପୁରସ୍କାର, ନୂଆ ସକାଳର ନବ ରବି ପୃଥିବୀକୁ ଛୁଇଁବା ଆଗରୁ ଅଗଣିତ ଚାଷୀଭାଇ ଭୁଲିଯିବେ ଆତ୍ମହତ୍ୟା ଏକ ମହାପାପ Comments commentsଅନ୍ୟମାନଙ୍କ ସହ ସେୟାର କରନ୍ତୁ...ସନାତନ ମହାକୁଡ଼ସନାତନ ମହାକୁଡ଼ ପେଶାରେ ଜଣେ ଯୋଗ ଶିକ୍ଷକ । ସେ ଓଡ଼ିଆ ସାହିତ୍ୟରେ ସ୍ନାତକୋତ୍ତର କରିବା ସହିତ ଯୋଗଶାସ୍ତ୍ରରେ ସ୍ନାତକ କରିଛନ୍ତି । ଯୋଗ ଶିକ୍ଷା ସହିତ ସେ ଓଡ଼ିଆ ଭାଷାରେ ବିଭିନ୍ନ ପ୍ରକାରର ଗପ ରଚନା କରନ୍ତି । ତାଙ୍କ ରଚିତ କିଛି ଗଳ୍ପ ବିଭିନ୍ନ ପତ୍ରପତ୍ରିକାରେ ସ୍ଥାନିତ ହୋଇଛି । You Might Also Like ଧନ୍ୟ ହେ ନାରୀ April 30, 2022 ଶୀତ May 11, 2022 ମୋ ବାପା May 3, 2022