Saante

ସାଆନ୍ତେ

ତମକୁ ବିଶ୍ୱାସର ସିଡ଼ି କରି ଏତେବାଟ ଚଢ଼ି ଆସିଛି ସାଆନ୍ତେ ମୋ’ ପୃଥିବୀ ଭିତରେ ତମେତ ଏକା ଜଣେ ଯିଏ ବୁଝିଛି ମୋ’ ପେଟ ଚାଖଣ୍ଡକର ଦାଉ ତମକୁ କ’ଣ ଅଜଣା ଯେ ସାଆନ୍ତେ..! ତମ ସାଆନ୍ତ ପଣର ଡାକରା ପଡ଼ିଛି ଚାରିଆଡ଼େ ତମେ ପାପୀକୁ ଦେଇପାର ମୁକ୍ତି, ଭୋକିଲାକୁ ଅନ୍ନ, ଅନ୍ଧକୁ ଚକ୍ଷୁ, ପଥରକୁ କରିଦେଇପାର ନାରୀ । ତମେ ହସିଦେଲେ ଦୁନିଆ ହସେ ତମେ ଛୁଇଁଦେଲେ ପଥର ଭାସେ ତମ ପାଖରେ କ’ଣ ଅସାଧ୍ୟ…

ଅଧିକ ପଢ଼ନ୍ତୁ
Mana Chorabali

ମନ ଚୋରାବାଲି

ଜୀବନ ଅଟଇ ଚୋରା ବାଲି ସମ ଚାଲିବାକୁ ହୁଏ ବହୁତ ବାଟ ଚାଲି ଚାଲି ପାଦ ଥକି ପଡ଼େ ସେତ ଲକ୍ଷ୍ୟହୀନ ସୀମା ଅଦେଖା ବାଟ ॥ କେତେ ଆଶା ସ୍ୱପ୍ନ ପୂର୍ଣ୍ଣ ହୋଇଥାଏ କେତେ ସ୍ୱପ୍ନ ରହେ ଅଧା ପାହାଚ ସ୍ନେହ ପ୍ରେମ ଏଠି ଲୁଚକାଳି ଖେଳ ବନ୍ଧା ପଡ଼ିଯାଏ ସୁନାର କାଚ ॥ ମରୁଦ୍ୟାନ ହୁଏ ପ୍ରୀତିର ଫଗୁଣ ବସନ୍ତ ଝରାଏ ଶୁଷ୍କ ପବନ କୋଇଲି କରେନା କୁହୁ ତାନ ଆଜି କଣ୍ଠ ରୁଦ୍ଧ…

ଅଧିକ ପଢ଼ନ୍ତୁ
Mitha Smruti

ମିଠା ସ୍ମୃତି

ସବୁସ୍ଵପ୍ନ ସଜାଡ଼ି ରଖିଛି ମନତଳ କଁଅଳ ଶେଯରେ… ନିଜେ ନିଜ ଠିକଣା ହଜେଇ ହଜିଯିବି ମୁଁ ଭିଡ଼ ମଝିରେ… ସାଉଁଟିବି ତୁମ ମିଠା ସ୍ମୃତି ହୃଦୟର ଫରୁଆ ଭିତରେ… ଖୋଜୁଥିବି ତୁମ ହସ ବସି ପାଉଥିବି ନିତି ମୋ ଲୁହରେ… – ଦେବବ୍ରତ ବାରିକ ଦେବବ୍ରତ ବାରିକଦେବବ୍ରତ ବାରିକ ଓଡ଼ିଆ ଭାଷାରେ ବିଭିନ୍ନ ପ୍ରକାରର ଗପ ଓ କବିତା ଆଦି ରଚନା କରନ୍ତି । ତାଙ୍କ ରଚିତ ଗପ ଓ କବିତାଗୁଡ଼ିକ ବିଭିନ୍ନ ପତ୍ରପତ୍ରିକାରେ ସ୍ଥାନ ପାଇ…

ଅଧିକ ପଢ଼ନ୍ତୁ
Narira Antaswara

ନାରୀର ଅନ୍ତଃସ୍ୱର

ହେ ଈଶ୍ୱର ତୁମେ ପରା ଏ ଜଗତର ହର୍ତ୍ତା, କର୍ତ୍ତା ଦଇବ ବିଧାତା ତେବେ ତୁମ ସୃଷ୍ଟିରେ ଏ କି ବିବିଧତା? ନାରୀ ଆଉ ପୁରୁଷ ମଧ୍ୟରେ ରହିଛି କାହିଁକି ଏତେ ଭେଦଭାବତା?? ନାରୀ ପୁରୁଷ ଯଦି ଗୋଟିଏ ସରଳରେଖାର ଦୁଇଟି ଅଂଶବିଶେଷ ତେବେ ନାରୀ ପାଇଁ କାହିଁକି ଏତେ ବର୍ଣ୍ଣବୈଶଷ୍ୟ?? ସମୟ ସ୍ରୋତରେ ବଦଳିଛି ସିନା ମଣିଷର ଚାଲି ଚଳନ ରୀତି ନୀତି କିନ୍ତୁ ବଦଳୁନି କାହିଁକି ନାରୀ ପ୍ରତି ସ୍ନେହ ଶ୍ରଦ୍ଧା ଭାବ ପ୍ରୀତି??…

ଅଧିକ ପଢ଼ନ୍ତୁ
Pratarana

ପ୍ରତାରଣା

ଭଲ ପାଇବାର ଅଭିନୟ କରି ମୋ ସାଥେ ଖେଳିଲୁ ଖେଳ ମନ ସାଥେ ମୋର ପ୍ରତାରଣା କଲୁ ଭାବିଲୁ ମତେ ଦୁର୍ବଳ । ଅନ୍ଧ ଭଳି ତତେ ବିଶ୍ୱାସ କରିଲି ବିଶ୍ୱାସରେ ଦେଲୁ ବିଷ ଛଳନା ସାଥେ ତୋ ବନ୍ଧୁ ବାନ୍ଧିଥିଲି ସବୁ କରିଦେଲୁ ଶେଷ । ଅଗ୍ନିର ଝାସରେ ଜାଳିଦେଲୁ ତୁହି ନୀରିହ ମନକୁ ମୋର ଆଜି ସେଇ ମନ ଦୋଷ ଦେଇ କୁହେ ତୁ ଥିଲୁ ପୋଡ଼ା ଅଙ୍ଗାର । ବାମନ ହୋଇ ମୁଁ…

ଅଧିକ ପଢ଼ନ୍ତୁ