ଅନନ୍ୟା ନାୟିକା
”ଆଖିରେ ସେ ”କବିତା” ଲେଖେ ବୋଲି ମଲାଟରେ କଜଳମଖା ନୀଳ ଆଖିର ଚିତ୍ର” ॥ ଓଠ ତା’ର ଚକୋଲେଟ୍ ଖାଏ ବୋଲି ଡହ ଡହ ଷ୍ଟ୍ରବେରିର ରଙ୍ଗ ॥ ଏ ଆଷାଢ଼ରେ ତା’କୁ ଷୋହଳ ଛୁଇଁଛି ବୋଲି ବୟସ ତା’ର “ଅଙ୍ଗୁରି” ॥ ହଳଦୀ ମାଖିବା ଶିଖିଗଲା ବୋଲି ରଙ୍ଗ ତାର ନୂଆ “ଗହମ” ॥ ଯେବେଠୁ ତା’ ଚୁନରି ଉଡ଼ିଲା ଢେଉ ପରି “ଚୁଲୁବୁଲି” ॥ ସୁରୂଜକୁ ଯେବେଠୁ ସେ ଜଳ ଅର୍ପୁଛି ତା’ ମୁହଁ…