Read more about the article ଗଣେଶ ଚତୁର୍ଥୀ
Odia Poem Ganesha Chaturthi (ଗଣେଶ ଚତୁର୍ଥୀ) by Prakash Meher for Ganesh Puja

ଗଣେଶ ଚତୁର୍ଥୀ

ମୂଷିକ ଉପରେ ବିରାଜିତ ହୋଇ ଆସୁଛନ୍ତି ପାର୍ବତୀ ସୁତ । ନଗ୍ରେ ନଗ୍ରେ ସେତ ଅଗ୍ରପୂଜ୍ୟ ଦେବ ସର୍ବତ୍ର ହୋଇବ ପୂଜା ॥ ବିଗ୍ରହ ତୁମର କଳାକାର ହସ୍ତେ ଗଢ଼ା ସୁନ୍ଦର ସୁଶୋଭିତ ସଜା । ଅମ୍ଳାନ କିର୍ତ୍ତୀରାଜି ମାଟି ଦେହରେ…

Continue Readingଗଣେଶ ଚତୁର୍ଥୀ
Read more about the article ବିଘ୍ନ ବିନାଶକ
Odia Poem Bighna Binashaka (ବିଘ୍ନ ବିନାଶକ) by Bapini Singh for Ganesha Puja

ବିଘ୍ନ ବିନାଶକ

ଦିଅ ଦିବ୍ୟଜ୍ଞାନ ଦିଅ ଶୁଭବୁଦ୍ଧି ଆହେ ସିଦ୍ଧି ବିନାୟକ ସଞ୍ଜ ଆଳତୀରେ ପ୍ରାର୍ଥନା ସଭାରେ ତୁମେ ହିଁ ପ୍ରଥମ ଶ୍ଳୋକ । ତୁମ ଆଶିଷରୁ ବିଦ୍ୟା ମହାଧନ ସହଜେ ଲାଭ ହୁଅଇ ମହାଜ୍ଞାନୀ ବୋଲି ସାରା ସଂସାରରେ ପ୍ରଶଂସା ସିଏ ଲଭଇ…

Continue Readingବିଘ୍ନ ବିନାଶକ
Read more about the article ଆହେ ଗଜାନନ
Odia Poem Ahe Gajanana (ଆହେ ଗଜାନନ) by Janmajaya Nayak on Ganesha Puja

ଆହେ ଗଜାନନ

ଆହେ ଗଜାନନ କରୁ ନିମନ୍ତ୍ରଣ ମର୍ତ୍ତ୍ୟପୁରେ ଆସ ଚାଲି, ତବ ଆଗମନେ ହସିବ ଧରଣୀ ସବୁ ଦୁଃଖ ଯିବୁ ଭୁଲି , ନାନାରଙ୍ଗ ପୁଷ୍ପ ତୋଳି, ମଣ୍ଡପ ସଜାଇ ତୁମକୁ ବସାଇ ଜାଳିବୁ ଭକ୍ତି ଦୀପାଳି । ମୂଷିକ ବାହନେ ବସିଥିବ…

Continue Readingଆହେ ଗଜାନନ
Read more about the article ଆହେ ଶ୍ରୀ ଗଣେଶ
Odia Poem Ahe Sri Ganesha (ଆହେ ଶ୍ରୀ ଗଣେଶ) by Jangyash Kumar Rout for Ganesh Puja

ଆହେ ଶ୍ରୀ ଗଣେଶ

ଆହେ ବିନାୟକ ବିଘ୍ନବିନାସନ ଉଦଣ୍ଡ ପ୍ରମୋଦ ନନ୍ଦନ । ଆହେ ରୁଦ୍ରପ୍ରିୟ ସର୍ବଦେବାତ୍ମନ ସୁମୁଖ ସ୍ୱରୂପ ତରୁଣ ॥ ଆହେ ବିଶ୍ୱରାଜା ଭୀମ ମହାବଳ ସୂପକର୍ଣ୍ଣ ଆହେ ଅବିଘ୍ନ । ଆହେ ଭାଲଚନ୍ଦ୍ର ସିଦ୍ଧିବିନାୟକ ଅନନ୍ତଚିଦରୁପମ ॥ ଆହେ ଅବନିଶ ବୁଦ୍ଧିବିଧାତା…

Continue Readingଆହେ ଶ୍ରୀ ଗଣେଶ