Andira Bhuta

ଅଣ୍ଡିରା ଭୂତ

ଭୂତ ବିଷୟରେ ଚର୍ଚ୍ଚା କରିବାର ଭୂତ ଯଦି ମୁଣ୍ଡକୁ ଚଢ଼ିଥିବ ତେବେ ଏକ ଦୁଇ ଲାଗିଲେ ଚର୍ଚ୍ଚାସ୍ଥଳରୁ କାହାକୁ ଗୋଟେ ହାତଗୋଡ଼ ଯୋଡ଼ି ସାଙ୍ଗରେ ନେଇ ନଯିବା ଯାଏଁ ନିଜ ଔକାତ ଜଣା ପଡ଼େନି କି ଭୂତଗପ ଭୂତଚର୍ଚ୍ଚା ସହଜେ ବନ୍ଦ ହୁଏନି । ତେବେ ବଡ଼ବଡ଼ୁଆମାନେ କହନ୍ତି ମଲାବେଳେ ଯଦି ନିହାତି କିଛି ଆଶା ରହିଯାଏ କିମ୍ବା ଭୟାନକ ମୃତ୍ୟୁଟେ ହେଇଥାଏ, ତେବେ ଆତ୍ମା ଅତୃପ୍ତ ହେଇ ଭୂତ ପାଲଟେ । ଏ ଭୂତଗୁଡ଼ାକ ୟା…

ଅଧିକ ପଢ଼ନ୍ତୁ
Pritira mahak

ପ୍ରୀତିର ମହକ

ପ୍ରୀତିର ମହକ ପ୍ରୀତି ଫୁଲେ ଭରି ପୀରତି ନିଶାରେ ଛୁଇଁଲ ପ୍ରୀତି ଛନ୍ଦା ତମେ ପ୍ରେମ ସୁଧାବାରୀ ପ୍ରୀତି ମୁଗ୍ଧା ମୋତେ କରିଲ ॥୧॥ ପୟରେ ପାଉଁଜି ପଦ୍ମଗନ୍ଧା ବକ୍ଷେ ପ୍ରୀତିଲଗ୍ନା ଗଳେ ପିନ୍ଧିଲ ପ୍ରୀତିସ୍ୱପ୍ନା ତମେ ପ୍ରେମର ପୀୟୂଷ ପଲକେ ଅଞ୍ଜନ ବୋଳିଲ ॥୨॥ ପ୍ରରମ ସୁନ୍ଦରୀ ପ୍ରତିଛବି ପ୍ରାଣେ ପ୍ରୀତି ରଙ୍ଗେ ମଧୁ ଲେସିଲ ପ୍ରେମେ ଅନୁକମ୍ପା ପିରତୀ ପାଗଳୀ ପ୍ରଣୟ ମୂର୍ଚ୍ଛନା ତୋଳିଲ ॥୩॥ ପ୍ରେୟସୀ ପ୍ରେମିକା ପ୍ରୀୟା ମୋ ନାୟିକା ପ୍ରୀତି…

ଅଧିକ ପଢ଼ନ୍ତୁ
Pachhakatha

ପଛକଥା

ପଛକଥାକୁ ମନେପକାଇ ଲାଭ କ’ଣରେ ବାୟାଣୀ ଖାଲି ଦୁଃଖରେ ଛଟପଟ ହେବୁ ସିନା, ଦହଗଞ୍ଜ ହେବୁ ସିନା, ଯନ୍ତ୍ରଣା ପାଇବୁ ସିନା କହ ତ କ’ଣ ପାଇ ପାରିବୁ ତୋ’ ଇପ୍ସିତ ଆନନ୍ଦ? ମୁଁ ଜାଣେରେ ବାୟାଣୀ । ତୋ’ ପଛକଥା ତୋତେ ଜାଳିବ ବାରମ୍ବାର ତୁ ହୁଏତ ସହିପାରିବୁନି ସେ ଦହନର ଯନ୍ତ୍ରଣା । ତୁ କହତ ପାଟିରୁ ବାହାରି ଯାଇଥିବା ଶବ୍ଦ ଧନୁରୁ ବାହାରି ଯାଇଥିବା ଶର କ’ଣ ଫେରାଇ ଆଣିହେବ ! ଠିକ୍…

ଅଧିକ ପଢ଼ନ୍ତୁ
Atmatatwa

ଆତ୍ମା ତତ୍ତ୍ୱ

ଅଭାଗା ହତଭାଗା ସତେ ଅବା ତଟିନୀ । ଗିରି ପରିତ୍ୟକ୍ତା ସାଗର ବିରହିଣି ।୦। ଶରୀରେ ଆବଦ୍ଧ ଲୋଭ କାମେ ବଶ ବ୍ରହ୍ମ ତ୍ୟାଗି ବ୍ରହ୍ମ ଲାଗି ଆତ୍ମେ ତତ୍ତ୍ୱ ହ୍ରାସ । ଅଚଳ ଅବିଚଳ ସତେ ଅବା ପଥର କ୍ଷର ପ୍ରତିକ୍ଷଣେ ତଥାପି ଅକ୍ଷର ।୧। ନିଶବ୍ଦ ନିଶାର୍ଦ୍ଧ ମେଘ ଦେହେ ସୁପ୍ତ ଘର୍ଘର ଶବ୍ଦ ସହ ନଭେ ହୁଏ ବ୍ୟାପ୍ତ । ଚପଳା ଲାଜବୋଳା ସତେ ଅବା ବିଜୁଳି କ୍ଷଣିକ ଆୟୁଷ ଯାଏ ଖାଲି…

ଅଧିକ ପଢ଼ନ୍ତୁ

ଆଉ ଏକ ଗଞ୍ଜପାର ସହର

ଉତ୍କଳୀୟ ରାଜା ମହାରାଜାମାନଙ୍କ ସଉକ ବିଷୟରେ ହୁଏତ ବହୁତ କମ ଲୋକ ଜାଣନ୍ତି । ଘୋଡ଼ା ଦୌଡ଼, ଫୁଟବଲଠାରୁ କ୍ରିକେଟ ଭଳି ଆଧୁନିକ କ୍ରୀଡ଼ାରେ ରୁଚିରଖିଥିବା ରାଜା ମହାରାଜା ମାନେ ପ୍ରାଚୀନ ସାର ଖେଳକୁ ମଧ୍ୟ ନିଜ ସଉକରେ ରଖିଥିଲେ । ସେଥିମଧ୍ୟରୁ ଗଞ୍ଜପା ଖେଳ ଅନ୍ୟତମ । ଯାହା କି ସାରା ବିଶ୍ୱରେ ପରିଚିତ । ମହାରାଷ୍ଟ୍ରର ସାହୁଜୀ ଦରବାର ହେଉ କି ବ୍ରିଟିଶ ସଂଗ୍ରହାଳୟରେ ଥିବା ଗଞ୍ଜପା, ଏ ସବୁ ଆମ ଓଡ଼ିଶାର ବିଶ୍ଵଦରବାରରେ…

ଅଧିକ ପଢ଼ନ୍ତୁ