Faguna

ଫଗୁଣ

ହେ ଫଗୁଣ ତୁ କି ଜାଣିନୁ ପୁଣି ମୋ ଦେହରେ ରଙ୍ଗ ବୋଳିବାକୁ ଆସିଛୁ, କେହି ଜଣେ ଏମିତି ରଙ୍ଗ ଲଗାଇ ଦେଇ ଯାଇଛି ଯେ… ଏ ପର୍ଯ୍ୟନ୍ତ ମୋ ଆଖିର ଶ୍ରବଣରେ ଧୋଇଲେ ବି ଯାଉନି ତୁ ପୁଣି କମ୍ପନ ନିଆଁରେ ଜାଳିବାକୁ ମତେ ଆସିଛୁ ॥ ଢାଳିଦେ ମୋ ହୃଦୟରେ ଅବିର ସବୁ ରକ୍ତାକ୍ତ କରିଦେ ନିମିଷକ ପାଇଁ ତାକୁ ବି ଧରିକି ଆ ଖେଳିଯାଅ ଦୁହେଁ ଏ ମୋ ଶରିରେ ଲୋକ ହସା…

ଅଧିକ ପଢ଼ନ୍ତୁ
Megha Sandesh Prema Sandesh

ପ୍ରେମସନ୍ଦେଶ ମେଘସନ୍ଦେଶ

ଶ୍ରାବଣ ମାସେ ହୁଏ ମେଘ ପ୍ରବେଶ, ପରିଭ୍ରମଣ କରନ୍ତି ପ୍ରଦେଶ ପ୍ରଦେଶ, ପ୍ରେୟସୀ ପ୍ରତି ହେଲା ଯେ ଆବେଶ, ନେଇ ଯାଆନ୍ତୁ ମୋର ପ୍ରେମସନ୍ଦେଶ |୧| ପ୍ରେମିକା ପାଇଛି ଅପ୍ସରା ରୂପର ଆଶିଷ, ନିତ୍ୟେ ଆସ୍ଵାଦନ କରଛି ସୁଷମ ପୀୟୁଷ, ଏହି ନବଯୌବନ କରୁଛି ପ୍ରଣୟ ଘୋଷ, ଆମ ମଧ୍ୟେ ଅନୁରକ୍ତି ସଦା ରହୁ ଅଶେଷ |୨| ମୋ ଅଭିନବ ଅନୁରାଗ ନୁହେଁ ଅଭିନୟ, ମୋ ପ୍ରଣୟିନୀକୁ ବୁଝାନ୍ତୁ ମୋ ଅଭିପ୍ରାୟ, ମୋ ମନରେ ହୋଇଛି ରମ୍ୟ…

ଅଧିକ ପଢ଼ନ୍ତୁ
prasnare uttar

ପ୍ରଶ୍ନରେ ଉତ୍ତର

ଆଜି ଆକାଶକୁ ପଚାରିଲି ତୁ ତାରାବିନା ରହିପାରିବୁ? ସେ ଉତ୍ତର ନଦେଇ ପ୍ରଶ୍ନ କଲା ମତେ କହ ତ!!!!! ତୁ କ’ଣ ନିଃଶ୍ୱାସ ବିନା ବଞ୍ଚି ପାରିବୁ? ମୁଁ ଚାଲିଗଲି ସାଗର ପାଖକୁ ଏଇ ତୁ କ’ଣ ଊର୍ମି ବିନା ବଞ୍ଚି ପାରିବୁ? ସେ ଉତ୍ତର ନଦେଇ ପ୍ରଶ୍ନ କଲା ମତେ କହ ତ!! ତୁ କ’ଣ ବିନା ହୃଦୟରେ ଜିଇଁ ପାରିବୁ? ଉତ୍ତର ଅପେକ୍ଷାରେ ଚାଲିଗଲି ଫୁଲ ପାଖକୁ ଏଇ ତୁ କ’ଣ ଭ୍ରମର ବିନା…

ଅଧିକ ପଢ଼ନ୍ତୁ
Prathama Prema

ପ୍ରଥମ ପ୍ରେମ

ପ୍ରଥମ ଦେଖାରେ ଯେବେ, ତାକୁ ମନ ଦେଇ ଆସିଲି । ଜଣେ ଅଜଣା ଚେହେରାକୁ ହୃଦୟ ଆଇନାରେ ଆଙ୍କିଦେଇ ଆସିଲି ॥ ଆଖିପଲକରେ ଯେବେ ମୋର, ତା’ ସ୍ୱପ୍ନନେଇ ଆସିଲି । ଜଣେ ଅଜଣା ଚେହେରାକୁ ନିଜର ଭାବିଦେଇ ଆସିଲି ॥ ଲୁଚି ଲୁଚି ତାକୁ ଦେଖୁଥାଏ ନିତି, ତାକୁ ନଦେଖିଲେ ଥରେ, ରାତିରେ ନିଦ ଆସେନା । ତା ବିନା ବଞ୍ଚିବା, ଏବେ ଆଉ ସମ୍ଭବ ହୁଏନା ॥ ଏକା ଏକା ଆଉ ଜୀବନଚଲାପଥେ ଚାଲିବାକୁ…

ଅଧିକ ପଢ଼ନ୍ତୁ
Ahankari Barsa

ଅହଂକାରୀ ବର୍ଷା

ତୁମେ ଥିଲ ଅଜଣା, ମୁଁ ବି ଥିଲି ଅଜଣା କାହିଁକି ଏପରି ହେଲା, ଆମ ସମ୍ପର୍କ ସେତୁ ମୋ ହୃଦୟର ନକ୍ସା ବଦଳେଇ ଦେଲା, ତା’ପରେ ଗଢ଼ି ଉଠିଥିଲା ଆମ ଭିତରେ ସମ୍ପର୍କର ସୈଧ ବିଡ଼ମ୍ବନାର ବିଷୟ ସମୟର କୁଠାର ଘାତ ଆମ ଦୁହିଁଙ୍କୁ ଦେଖା କରିବାକୁ ପ୍ରତିବନ୍ଧକ ସାଜିଥିଲା । ତୁମେ ପାଠ ପଢ଼ାଜୀବନକୁ ନିଜ ଅଣ୍ଟିରେ ସାଇତି ରଖି କର୍ମମୟ ଜୀବନ ବ୍ୟାସ୍ତତା ଭିତରେ ନିଜକୁ ନିୟୋଜିତ କରି ଚାଲିଥିଲ । ଆଉ ମୁଁ…

ଅଧିକ ପଢ଼ନ୍ତୁ