Garib

ଗରିବ୍

ଦୁଖ୍ ଜଞୀଲ୍ କେ ଯାଏସି ସହି ପାଏନ୍ ଢୁକେ ପିଇ ଯାଏସି ରହି ପେଟର୍ ଭୁଖ୍‌କେ ମାରି, କାମ୍ କଲେ ଖାଏସି ନାହେଲେ ଚାହେଁସି ହଲିଆ ଗୁତି କରି ॥୧॥ ଫୁର୍ ଫୁର୍ ଉଡ଼େ ମୁଡର୍ ବାଲ ମାଖ୍ ବାର୍ ଲାଗି ନାଇଁନ ତେଲ ଘେନ୍ ବାର୍ ଲାଗି ପଇସା, କେନ୍ନୁ ପାଇବା ଭଲ୍ ମନ୍ଦ୍ ଯେ ଖାଇ ପିଇ ହେବା ସର୍ସା ॥୨॥ କିଟ୍ କିଟ୍ ମଇଲା ଚିର୍ହା ସାର୍ଟ ଆରୁ ନାଇଁଥିସି ଅଲ୍ ଗା…

ଅଧିକ ପଢ଼ନ୍ତୁ
Mashanipitha

ମଶାଣୀପୀଠ

ଗାଁ’ଠାରୁ ଦୂରକୁ ମୋହର ସ୍ଥାନଟିଏ ଜାଣିଥିବ, ପିଲା ବୃଦ୍ଧ ଦେଖେଁ ନାହିଁ ମୁଁ ସଭିଙ୍କୁ ଜାଗା ମିଳିବ ।୧। ପ୍ରାଣ ଛାଡ଼ି ଦେଲେ ଶରୀର କୋଳରେ ମୋର ଲୋଟିବ, ଭାଗ୍ୟ ନେଇ ତ ଆସିଥିଲ କର୍ମ ନେଇ ଫେରିଯିବ ।୨। ନ କରେ ଘୃଣା ମୁଁ କାହାକୁ ଦେଖେ ନାହିଁ ବଡ଼ ସାନ, ଧନୀ କି ଗରୀବ ଜାଣେନା ମୋ ପାଶେ ସବୁ ସମାନ ।୩। ସଙ୍ଗେ ତୋର କେହି ନ ଯିବେ ଏଇ କଥା ଦେବୁ…

ଅଧିକ ପଢ଼ନ୍ତୁ
Saisabaru Bardhakya

ଶୈଶବରୁ ବାର୍ଦ୍ଧକ୍ୟ

ଶୈଶବରୁ ବାର୍ଦ୍ଧକ୍ୟର ଦୀର୍ଘତମ ପଥରେ… ଶୈଶବ ଶଯ୍ୟା ଛାଡ଼ି ଯୌବନ ପଦାର୍ପଣ କଲା ଧନ, ଯୌବନ ଅଢ଼େଇଦିନ ପ୍ରଳାପ ଲାଗିଲା ହସ, ଖୁସି, ଉତ୍କଣ୍ଠାରେ ଜୀବନର ଶଯ୍ୟା ପୁରି ଉଠୁଥିଲା… ଜଣା ପଡ଼ିଲାନି କେତେବେଳେ ଯୌବନ କଡ଼ ନେଉଟି ବାର୍ଦ୍ଧକ୍ୟକୁ ବିଶ୍ରାମ ଦେଲା ମୋ ଜୀବନ ରୁପି ଶଯ୍ୟାରେ… କ୍ଷଣକ ପୂର୍ବରୁ ତ ସ୍ୱପ୍ନ ଥିଲା ରଙ୍ଗ ବେରଙ୍ଗର ଫୁଲ ଫୁଟିଥିଲା ସ୍ୱପ୍ନ ଆକାଂକ୍ଷାର ମିଳନ ହୋଉଥିଲା ପୁଅ, ଝିଅ, ସ୍ୱାମୀର ଆର୍ତ୍ତ ରେ ଜୀବନର ଶଯ୍ୟା…

ଅଧିକ ପଢ଼ନ୍ତୁ
Tume - Odia Poem

ତୁମେ

ତୁମେ ହିଁ ମୋର ଆଶା । ତୁମେ ହିଁ ମୋ କବିତାର ଭାଷା ॥ ତୁମେ ହିଁ ତ ମୋର ଜିଜ୍ଞାସା । ତୁମେ ହିଁ ମୋର ଅନୁସନ୍ଧିତ୍ସା ॥ ଦିନ ଥିଲା ତୁମେ ଥିଲ ମୋର ନିଃଶ୍ୱାସ । କେମିତି ଭାଙ୍ଗିଲ ମୋ ବିଶ୍ୱାସ ॥ ତୁମ ବିଚ୍ଛେଦରେ ଆଜି ମୁଁ ନିଶ୍ଵ । ଜୀବନ ଥାଇବି ଅଟକିଛି ଶ୍ୱାସ ॥ ତୁମ ହୀନମନ୍ୟତାର ଇଟା । କୁଚକ୍ରାନ୍ତର ବାଲି ॥ ଆଭିଯାତ୍ୟର ଗ୍ଲାନି ।…

ଅଧିକ ପଢ଼ନ୍ତୁ
Sata Janamaku Katha Dei

ସାତ ଜନମକୁ କଥା ଦେଇ

ସାତ ଜନମକୁ କଥା ଦେଇ ତୁମେ ସାତ ଦିନେ ଭୁଲିଗଲ ଭଲପାଇବାର ଛଳନା ନିଆଁରେ ମୋତେ ତୁମେ ଜାଳିଦେଲ । ସାତ ଦରିଆକୁ ପାରିବି ମୁଁ ଡେଇଁ କହିଥିଲି ତୁମ ପାଇଁ ଜୀବନର ବାଟ ଯଦିବା ଚାଲିବ ସାଥୀଟେ ମୋହର ହୋଇ । ସାଥି ହେବା ପାଇଁ କଥା ଦେଇ ପୁଣି କରିଦେଲ ସାତ ପର ଜାଣିନି କେମିତି ତୁମେ ଯେ ହୋଇଲ ମୋ ପାଇଁକି ସ୍ୱାର୍ଥପର । ତୁମେ ସିନା ମୋତେ କରିଦେଇ ପର ମୋ’ଠାରୁ…

ଅଧିକ ପଢ଼ନ୍ତୁ