Read more about the article ଜୀବନ ସାଥି
Odia Poem Jibana Sathi (ଜୀବନ ସାଥି) by Sanatan Mahakud

ଜୀବନ ସାଥି

ତୁ କହିବୁ ମୁଁ ଶୁଣିବି ମୁଁ କହିବି ତୁ ଶୁଣିବୁ ଏମିତି ହେବ ଆମ କଥୋପକଥନ । ତୁ ଚାଲିବୁ ଆଗେ ମୁଁ ଚାଲିବି ପଛେ ଚାଲିବା ଆମେ ଅସରନ୍ତି ପଥ ଜୀବନର ଚଲାପଥେ । ନଥିବ ହିଂସା ନଥିବ ଦ୍ଵନ୍ଦ…

Continue Readingଜୀବନ ସାଥି
Read more about the article କାଚରେ ବନ୍ଧେଇ ଲୁହ
Odia Poem Kachare Bandhei Luha (କାଚରେ ବନ୍ଧେଇ ଲୁହ) by Monalisa Priyadarsini

କାଚରେ ବନ୍ଧେଇ ଲୁହ

ପଢ଼ିଛ କି କେବେ ମୃତ୍ୟୁର ଚିଠି କାଚ ବୋତଲର ଜଉମୁଦେ କେବେ ଭାସୁଥାଏ ଜୁଆର ଭିତରେ କେବେ ପଡ଼ିଥାଏ ବାଲିକୁଦେ । ଭଙ୍ଗା ଜାହାଜର ଟୁକୁଡ଼ା ଭିତରେ ଅଧାମରା କେହି ଜଣେ କେବେଠୁ ପଡ଼ିଛି ନିଶବ୍ଦ ସେ ଦ୍ଵୀପେ ତା' ଧିମା…

Continue Readingକାଚରେ ବନ୍ଧେଇ ଲୁହ
Read more about the article ନାରୀଶିକ୍ଷା
Odia Poem Narisiksha (ନାରୀଶିକ୍ଷା) by Krushnendu Hota

ନାରୀଶିକ୍ଷା

ସ୍ରଷ୍ଟାଙ୍କ ସୃଷ୍ଟିରେ ପ୍ରାଣୀଙ୍କ ମଧ୍ୟରେ ସୁନ୍ଦର ରଚନା ନାରୀ, ଝିଅଜନ୍ମ ନୁହେଁ ଚୁଲିର ମୁଣ୍ଡକୁ ଶିକ୍ଷାର ସେ ଅଧିକାରୀ । ନାରୀଟି ସମାଜେ ଶିକ୍ଷିତ ହୋଇଲେ ସମାଜ ହୁଏ ଶିକ୍ଷିତ, ଶିଶୁଟିର ପୁଣି ବିକାଶ ପଛରେ ନାରୀଟିର ଥାଏ ହାତ ।…

Continue Readingନାରୀଶିକ୍ଷା
Read more about the article ଫେରି ଆସ ରାଜକୁମାର
Odia Poem Pheri Asa He Rajakumara (ଫେରି ଆସ ରାଜକୁମାର) by Chikun Panda

ଫେରି ଆସ ରାଜକୁମାର

ବାପା କହିଛନ୍ତି ଦୂର ରାଇଜୁ ଖୋଜି ଆଣି ଦେବେ ରାଜକୁମାର, ପାଖେଇ ଆସିଲାଣି ବିବାହ ବୟସ ମନ ହୁଏ ଭାରି ଛନ ଛନ, ପାଦରୁ ଝୁଣ୍ଟିଆ ହଜିଯାଏ ମୋର ମନେ ରହୁନାହିଁ ହେଜ । ରାଜ ନଅରର ରାଜ କଣ୍ଢେଇ ମୁଁ…

Continue Readingଫେରି ଆସ ରାଜକୁମାର
Read more about the article ଅଭୁଲା ଅମର ଗୀତି
Odia Poem Abhula Amar Giri (ଅଭୁଲା ଅମର ଗୀତି) by Subham Kumar Sahoo

ଅଭୁଲା ଅମର ଗୀତି

ରଖିଛି ସାଇତି ତମର ସେଇ ଅଭୁଲା ଅମର ଗୀତି ଭୁଲିଯାଇନାହିଁ ତମ ସାଥେ ଥିବା ଭିଜା ଭିଜା ସେଇ ସ୍ମୃତି ॥ ପଢ଼ୁଛି ଆଜିବି ଲୁଚେଇ ମୁହିଁ ତୁମ ହାତ ଲେଖା ଚିଠି ଚିରି ଦେଇନାହିଁ ଚିଠିକୁ ତୁମର ରଖିଛି ପାଖେ…

Continue Readingଅଭୁଲା ଅମର ଗୀତି