ମାତା ପିତାଙ୍କର ଭୂମିକା
ଦୁଇଟି ପବିତ୍ର ଆତ୍ମାର ବନ୍ଧନକୁ ବିବାହ କୁହାଯାଏ । ବଂଶ ପରମ୍ପରାକୁ କ୍ରିୟାଶୀଳ ରହିବା ପାଇଁ ବିବାହ ହେଲେ ଏକ ଅତ୍ୟନ୍ତ ପବିତ୍ର ସଂସ୍କାର । ଏହା ଏକ ଏପରି ପରମ୍ପରା ଯାହା ଅସୀମ କାଳ ପର୍ଯ୍ୟନ୍ତ ସମାଜରେ ପ୍ରତିଷ୍ଠିତ ହୋଇଥାଏ । ଯେକୌଣସି ସମୟରେ ବା ଯୁଗରେ ସମାଜକୁ ସୁସ୍ଥ ରଖିବା ହେଲା ଲୋକମାନଙ୍କର କାର୍ଯ୍ୟ । ସମାଜରେ ସନ୍ନ୍ୟାସୀମାନେ ମଧ୍ୟ ସାଂସାରିକମାନଙ୍କ ଠାରୁ ଜନ୍ମ ନିଅନ୍ତି । ବୈବାହିକ ଜୀବନ ଆଧ୍ୟାତ୍ମିକ ଏବଂ ସାମାଜିକ…