Read more about the article ହଜିଗଲାଣି ସେ ଦିନ
Odia Poem Hajigalani Se Dina (ହଜିଗଲାଣି ସେ ଦିନ) by Saroj Kumar Sahoo

ହଜିଗଲାଣି ସେ ଦିନ

ନାହିଁ ସେ ଅଗଣା ନାହିଁ ଚାଳଘର ଗାଈ ଗୋବରର ଲିପା ଛପିଗଲାଣି ସେ ମାଟିକାନ୍ଥ ଝୋଟି ହାତେ ମଞ୍ଜୁଆତି ଟିପା । ବାଜୁନାହିଁ କାନେ ସଞ୍ଜସକାଳର କୋଇଲିର କୁହୂତାନ ପାହନ୍ତିସକାଳେ କୁକୁଡ଼ା ଡାକର ହଜିଲାଣି ସେହି ଦିନ । ବାନ୍ଧୁନି ଗଛରେ…

Continue Readingହଜିଗଲାଣି ସେ ଦିନ
Read more about the article ସୃଷ୍ଟିର ବୈଚିତ୍ର୍ୟ
Odia Poem Srustira Baichitrya (ସୃଷ୍ଟିର ବୈଚିତ୍ର୍ୟ) by Manas Ranjan Nayak

ସୃଷ୍ଟିର ବୈଚିତ୍ର୍ୟ

ଘୂର୍ଣ୍ଣାୟମାନ ପୃଥିବୀ କେଉଁଏକ ଅଦୃଶ୍ୟ ଅକ୍ଷ ଚାରିକଡ଼େ ପୁଳାଏ ଆତ୍ମଗର୍ବେ ବିଚରା ମେରୁଦଣ୍ଡୀ ମାନବ ନଇଁପଡ଼େ ଭୂମି ସ୍ପର୍ଶ ମାତ୍ରେ ଆସ୍ଥାବାଦୀ ଶିଶୁ ଚିରାଢ଼ି କୁଆଁଡାକ ଦିଏ ବାର୍ଦ୍ଧକ୍ୟରେ ସ୍ୱାଭିମାନୀ ପିତାଟିଏ ବାଧ୍ୟରେ ସ୍ୱାବଲମ୍ୱୀ ହୁଏ । ଜୀବନ ଆଗେ ମରଣ,…

Continue Readingସୃଷ୍ଟିର ବୈଚିତ୍ର୍ୟ
Read more about the article ସାମାଜିକ ପ୍ରାଣୀ
Odia Story Samajika Prani (ସାମାଜିକ ପ୍ରାଣୀ) by Ghanashyam Palei

ସାମାଜିକ ପ୍ରାଣୀ

ସକାଳର ସୁନେଲି ସୂର୍ଯ୍ୟକିରଣରେ ବିଛେଇ ହେଇ ପଡ଼ିଥିବା ପୃଥିବୀଟା ଯେ ଦିନବେଳା ହଠାତ୍ ଘୂର୍ଣ୍ଣିଝଡ଼ର ଶୀକାର ହେବ, କଳା ହାଣ୍ଡିଆ ମେଘ ଢାଙ୍କି ଦେବ, ସୂର୍ଯ୍ୟଙ୍କ କିରଣରୁ ବଞ୍ଚିତ ହେବ, ଏକଥା କିଏ ଜାଣି ଥିଲା । ଯିମିତି ଆଦର୍ଶର ପରିବାକୁ…

Continue Readingସାମାଜିକ ପ୍ରାଣୀ
Read more about the article ସଂଗ୍ରାମୀ ଖୁଦୀରାମ
Odai Poem on Sangrami Khudiram (ସଂଗ୍ରାମୀ ଖୁଦୀରାମ) by Dinabandhu Bej

ସଂଗ୍ରାମୀ ଖୁଦୀରାମ

ଦେଶ ମାତୃକାର ଶୃଙ୍ଖଳ ଦେଖି ଲୋତକ ବହିଲା ଝରଝର, କିଏ ନରାଧାମ ମୋ'ରି ଦେଶକୁ ଶୋଷଣେ କରିଛି ଛାରଖାର । କିଶୋର କଣ୍ଠରୁ ଝଙ୍କୃତ ହେଲା ଭାରତ ମାତାର ଜୟ ଗାନ, ଦେଶମାତୃକା ଦୀର୍ଘଜୀବି ସହ ଦେଶ ରହିବ ହୋଇ ମହାନ…

Continue Readingସଂଗ୍ରାମୀ ଖୁଦୀରାମ
Read more about the article ମୋ ଝିଅ
Odia Poem Mo Jhia (ମୋ ଝିଅ) by Arpita Mishra

ମୋ ଝିଅ

ଅସରନ୍ତି ଆଶାର ପାରବାରକୁ ଏକମାତ୍ର ସେତୁଟିଏ ସେ, ମୋ ଜୀବନର ପ୍ରଚ୍ଛଦପଟ୍ଟରେ ନିର୍ମଳ, ନୀରିହ, ନିର୍ବିକାର ଛବିଟିଏ ସେ । ହୃଦୟର କୋଣ ଅନୁକୋଣରେ ଅନୁକମ୍ପାର ମୂର୍ତ୍ତିଟିଏ ସେ, ଅନାବିଳ ସ୍ନେହର ଗନ୍ତାଘର ଅଦ୍ୱିତୀୟ ଶକ୍ତିଟିଏ ସେ । ମୋ ଧନ…

Continue Readingମୋ ଝିଅ