Odia Poem Niraba (ନିରବ) by Mamata Sahu

ନିରବ

ନିରବି ଯାଇଛି ନିରବ ଆଖି ମୋ ନିରବେ ଝରାଏ ଲୁହ, ଶବ୍ଦ ହୁଏ ନାହିଁ ଗୋପନ ଯନ୍ତ୍ରଣା ଦିଶେ ଖାଲି ତୁମ ମୁହଁ ॥ ସ୍ଥିର ହୋଇ ଯେବେ ଠିଆ ହୁଏ ନିଜେ ସତ୍ୟର ଆଇନା ପାଖେ, ଅଟକି ଯାଇଚି ଭାଗ୍ୟ ବିବର୍ଣ୍ଣ ମୋ ବିରହ ସମୟ ସଙ୍ଗେ ॥ ବଦଳି ଯାଇଛି ସବୁ କିଛି ଆଜି ବିଶ୍ୱାସ ପ୍ରତି ପୃଷ୍ଠାରେ, ଅପ୍ରାପ୍ତ ରସେଇ ଅଜଣା ନଗରି ନାହିଁ ଆଜି ଉଲ୍ଲାସରେ ॥ ମୃଦୁ ମୃଦୁ ଆସି…

ଅଧିକ ପଢ଼ନ୍ତୁ
Odia Story Jeje Nati Jodi (ଜେଜେ ନାତିର ଯୋଡ଼ି) by Jharana Pradhan

ଜେଜେ ନାତିର ଯୋଡ଼ି

“ଆରେ ସୁକୁଟା ! କୁଆଡ଼େ ଗଲୁ !” ପାଟି କରି ଡାକ ପକାଉଥାନ୍ତି ଜେଜେ । ସେପଟୁ ସ୍ପନ୍ଧନ ପାଟି କରି ଉଠିଲା, “କଣ ଯେ ଜେଜେ, ମୋର ଏତେ ଭଲ ନାଁ ବାପାବୋଉ ରଖିଛନ୍ତି ତମେ କିନ୍ତୁ ସୁକୁଟା ଡାକି ପୁରା ନାଁ ଖରାପ କରିଦେଉଚ । ସେଇଟା ବି ବଡ଼ ପାଟିରେ ପୁରା ଗାଁ ସାରା ଲୋକ ଶୁଣିଲା ଭଳି ଡାକୁଚ । ଜେଜେମା ଭଳି କାହ୍ନୁ ହେଲେ ଡାକ । କେଡ଼େ ସୁନ୍ଦର ଡାକ ନାଁ ଦେଇଛନ୍ତି ।” ଜେଜେ ହସି କହିଲେ,…

ଅଧିକ ପଢ଼ନ୍ତୁ
Odia Poem Kakara (କାକର) by Sanjib Kumar Dash

କାକର

ରାତିସାରା ତୋଫା ଜୋଛନାକୁ ସାଉଁଟି ପିନ୍ଧି, ଲାଜେଇ ଯାଉଥିଲି… ଦୁର୍ବାର ବାସନା ମୋ, କୁହୁଡ଼ିରେ ପହଁରି ଲୁଚାଇଦେବାକୁ ତାକୁ, ମୁରୁକି ହସୁଥିଲେ ତାରା ! ଘୁରି ଘୁରି ଉଡ଼ୁଥିଲା ଜହ୍ନ, ଜଣା ନାଇଁ ମୋତେ, ମସଗୁଲ ସେ, ଉଜାଗର କୁମୁଦିନୀ ନୀଳ ନୀଳ ଆଖି !! ଅବଶ ମୁଁ, ଜଡ଼େଇ ଝରୁଛି ଟୋପା ଟୋପା… ନିଚ୍ଛକ ପ୍ରବଣତାର ଏ ଅଶ୍ରୁ, ଏବେ ସଜାଇଛି ! ଦୂବର ମୁକ୍ତାମୁକୁଟ, ସିକ୍ତକଢ଼ି ଶିରପାଟ, ବେଧଡ଼କ ଭାସିବାର ମୋ ସ୍ୱପ୍ନଯାକ ତରଳି ମାଟି ଭିଜାଉଛି… ଆଉଥରେ…

ଅଧିକ ପଢ଼ନ୍ତୁ
Odia Story Karuna (କରୁଣା) by Biswanath Kinkar Rout

କରୁଣା

ସକାଳ ୧୦ଟା । ରମାକାନ୍ତ ସାରେ ପିଲାଙ୍କୁ ପଢ଼େଇ ସାରି ଉଠିଲେ । ବିଛଣାରେ ବସିବାକୁ ଯାଉଛନ୍ତି କି ରୋଷେଇ ଘରୁ ଘରଣୀଙ୍କ ଆବାଜ୍ ଆସିଲା, “ରୁଟି ଦେଇ ଦେବିକି ଖାଇବାକୁ?” ସାରେ କହିଲେ, “ରୁହ ଟିକେ ଗଡ଼ି ପଡ଼େ, ଏତେ ଶୀଘ୍ର କାହିଁକି !” “ଶୁଣ ଖାଇ ସାରିଲେ ପରିବା ଆଣିବାକୁ ଯିବ । ବେଶୀ ଲେଟ୍ ହେଲେ ଭଲ ପରିବା ସବୁ ସରିଯିବ, ଶେଷରେ ଶୁଖିଲା ପୋକା ପଚା ପରିବା ମିଳିବ ।” “ହଁ ତ ! ଠିକ୍ କଥା ।” ସାରେ ଜଲଦି…

ଅଧିକ ପଢ଼ନ୍ତୁ
Editorial Page of Shubhapallaba 33rd Edition

✍ ତୟୋତ୍ରିଂଶ ସମ୍ପାଦକୀୟ

ଖୁସି… କେବେ କଅଁଳ ଶିଶୁର ଦରୋଟି ହସ ତ କେବେ ମା’ର ମିଠା ଗାଳି; କେବେ ମେଘ ବାଦଲର ଉହାଡ଼ରେ ପାହାଡ଼ର ଲୁଚକାଳି ଖେଳ ତ କେବେ କାକର ବୋଲା ଶୀତ ସକାଳର ଶୋରିଷ ଫୁଲର ଚଗଲାମୀ । ଖୁସି କେବେ ପ୍ରିୟା ଆଖିରେ ଦୁଷ୍ଟାମୀର ଇଶାରା ତ ପୁଣି କେବେ ଅପ୍ରତ୍ୟାଶିତ ସଫଳତା… ଖୁସିର ପରିସୀମା ନାହିଁ, ସେ ବ୍ୟାପ୍ତ; ଆକାଶ ପରି, ପୃଥିବୀ ପରି… ପ୍ରସଙ୍ଗଟିଏ ମନେପଡ଼େ; କିଛି ବର୍ଷ ତଳେ ପଡ଼ିଶା ଘରର ଛୁଆମାନଙ୍କୁ…

ଅଧିକ ପଢ଼ନ୍ତୁ