Odia Poem Sandhya Paribesha (ସନ୍ଧ୍ୟା ପରିବେଶ) by Saroj Kumar Sahoo

ସନ୍ଧ୍ୟା ପରିବେଶ

କିଃ ସୁନ୍ଦର ଦିଶେ ସନ୍ଧ୍ୟା ପରିବେଶ ଗାଇଗୋଠ ସାଥେ ଧୂଳି, ପକ୍ଷୀ ଫେରୁଥାନ୍ତି ନୀଳ ଆକାଶରେ ଶାବକର ସାଥେ ଖେଳି । ପାହାଡ଼ କୋଳରେ ସୂରୁଜ ଲୁଚଇ ରକ୍ତିମ ଆଭାର ବେଶେ, ନାଲି ପାଟଶାଢ଼ୀ ପିନ୍ଧିକି ଧରଣୀ କ୍ଷଣିକରେ ମନ ତୋଷେ । ଗ୍ରାମଦେବତୀଙ୍କ ମନ୍ଦିର ପ୍ରାଗଣେ ଶୁଭେ ଶଙ୍ଖନାଦ ଧ୍ୱନି, ହୋଇଣ ଏକତ୍ର କରନ୍ତି ପ୍ରାଥର୍ନା ଗରୀବ କି ଅବା ଧନୀ । ଘର ଅଗଣାର ବୃନ୍ଦାବତୀ ମୂଳେ କୂଳବଧୂ ଜାଳି ଦୀପ, ଶୁଭ ମନାସଇ…

ଅଧିକ ପଢ଼ନ୍ତୁ
Odia Love Story Ray Sir o Binodini (ରାୟ ସାର୍ ଓ ବିନୋଦିନୀ) by Rojalin Parida

ରାୟ ସାର୍ ଓ ବିନୋଦିନୀ

ବହୁତ କାମ ଏଇ ସ୍କୁଲରେ । ଯେବେଠୁ ବଦଳି ହେଇ ଆସିଛି ଗୋଟିଏ ପରେ ଗୋଟିଏ କାମ ସବୁବେଳେ ଲାଗି ରହିଛି । ମନେ ମନେ ଭାରି ବିରକ୍ତ ହେଉଥିଲି । ପୁଣି ପାଠାଗାରର ଦାୟିତ୍ୱ ବି ମୋ ଉପରେ ଲଦି ଦେଲେ ! ଆଉ ମୋତେ ତ ଲାଗେ ଏଇ ବିଦ୍ୟାଳୟ ପାଠାଗାରର ବହି ସଂଖ୍ୟା ଅଳ୍ପ ବୃଦ୍ଧି କରି ଠିକ୍ ଠାକ୍ ସଜେଇ ଦେଲେ ଆଖପାଖ ଦଶ ଖଣ୍ଡ ଗାଁ ଲୋକ ବିନା ଅସୁବିଧାରେ…

ଅଧିକ ପଢ଼ନ୍ତୁ
Odia poem Singhabhumara re Banya (ସିଂହଭୂମରେ ବନ୍ୟାର ଲହରୀ) by Sanu Jena

ସିଂହଭୂମରେ ବନ୍ୟାର ଲହରୀ

ଆଦିବାସୀ କ୍ଷେତ୍ର ସାନ୍ତାଳ ବସ୍ତି ବଣ ଜଙ୍ଗଲ ସବୁ ତ ଏଠି ନଦୀ ନାଳ ନ ଥାଇ ବି ମଧ୍ୟ ଆମ ସିଂହଭୂମରେ ଖେଳୁଛି ଲହରୀ ॥ ସବୁ ଭାଷାକୁ ନିଜର କରି ସିଂହଭୂମ ସାଜିଛି ଆଜି ବହୁ ଭାଷୀ ଲହରୀ ଛାଣିବ ଯଦି ପକାଅ ଜାଲ ଭାସୁଛି ଏବେ ଭାଷାର ନଗରୀ ॥ ଧାଇଁ ଆସ ଭାଇ ଭଉଣୀମାନେ ଭାଷାର ବନ୍ୟା ଜଳରେ ପହଁରୀ ନିଜ ମାତୃଭାଷାର ଦଉଡ଼ିକୁ ନିଜେ ଚିର ଦିନ ପାଇଁ ରଖ…

ଅଧିକ ପଢ଼ନ୍ତୁ
Pratarana Eka Bhinna Balisajyara (ପ୍ରତାରଣାର ଏକ ଭିନ୍ନ ବାଲିଶଯ୍ୟା) by Shwetapadma Padhi

ପ୍ରତାରଣାର ଏକ ଭିନ୍ନ ବାଲିଶଯ୍ୟା

ତା’ ଘର ଲୋକ ଆସି ତାକୁ ଗାଁକୁ ନେଇ ଯାଇଛନ୍ତି ଶୁଣି ଆଉ ରହି ପାରିଲାନି ସାଗର; ଗାଡ଼ି ଧରି ସାଙ୍ଗେ ସାଙ୍ଗେ ବାହାରିଗଲା ଗାଁକୁ । ବାଟଯାକ ମନେ ମନେ ଭାବୁଥାଏ ଦି’ ଚାପୁଡ଼ା ତା’ ଗାଲରେ ମାରିବ ଆଉ ସାଙ୍ଘାତିକ ଗାଳିଦେବ ରାଧେୟକୁ । ବିଚିତ୍ର ମଣିଷ ଏମିତି କେମିତି ସମ୍ୱେଦନଶୀଳତା ହରାଇ ବସିଲା? ସମାଜ ସହିତ ନୀରନ୍ତର ସଂଗ୍ରାମ କରି ସ୍ୱନିର୍ବାଚିତ ଝିଅଟିକୁ ଭଲ ପାଇ ବାହା ହେବା ପରେ ମଧ୍ୟ ତାକୁ…

ଅଧିକ ପଢ଼ନ୍ତୁ
144 years of Shree Tatwa Sanskruti

୧୪୪ ବର୍ଷ ଓରଫ ଶ୍ରୀ-ତତ୍ତ୍ୱ ସଂସ୍କୃତି

ମହାପ୍ରଭୁଙ୍କ ରହସ୍ୟମୟ ପାତାଳି ସମୟ ଓଡ଼ିଶା ଇତିହାସର ଏକ ମହତ୍ତ୍ୱପୂର୍ଣ୍ଣ ସନ୍ଧିକ୍ଷଣ ଅଟେ । ଉତ୍କଳ ଇତିହାସରେ ଘଟିଥିବା ଏହି ଘଟଣା-ଗ୍ରନ୍ଥି ଖୋଲିବା ନିମନ୍ତେ ଉଲ୍ଲେଖିତ ୧୪୪ ବର୍ଷର ସମୟ ନିରୂପଣ କଲା ବେଳେ ତତ୍କାଳୀନ ସାମାଜିକ, ଆଧ୍ୟାତ୍ମିକ ଓ ରାଜନୈତିକ ପରିବେଶର ବ୍ୟାଖ୍ୟା ଅତି ଆବଶ୍ୟକ ଅଟେ । ମାଦଳାପାଞ୍ଜି ଲେଖିଲେ – ଶ୍ରୀ ଚନ୍ଦ୍ରକରଦେବ ଭୋଗ କଲେ ବ୧୩ରସ । ଏ ଉତ୍ତାରୁ ହତପାଟ ହୋଇ ମୁଗଲେ ଭୋଗକଲେ ବ ୩୫ । ଗାଏ…

ଅଧିକ ପଢ଼ନ୍ତୁ