Read more about the article ନଟ ଓ ନାଟୁଆ
Odia Story Nata o Natua (ନଟ ଓ ନାଟୁଆ) by Binay Mohapatra

ନଟ ଓ ନାଟୁଆ

ମାଙ୍କଡ଼ ମାଙ୍କିଡ଼ିଆର (ମଦାରୀ) ବନ୍ଧୁତା କେବଳ ଆବଶ୍ୟକତାର । ଆବଶ୍ୟକତା ନଥିଲେ ମାଙ୍କଡ଼ ଆଉ ମଣିଷର ସମ୍ପର୍କ କ'ଣ? ମଣିଷ ତା'ର ଡମ୍ବରୁ ବଜାଏ, ଆଉ ବିଚରା ମାଙ୍କଡ଼ ଡମ୍ବରୁର ତାଳେ ତାଳେ ନାଚେ, କେବେ ନୂଆବୋହୂ ହୋଇ ଯାଏ ତ…

Continue Readingନଟ ଓ ନାଟୁଆ
Read more about the article ବାପା ତୁମେ ଗଲା ପରେ
Odia Poem Bapa Tume Gala Pare (ବାପା ତୁମେ ଗଲା ପରେ) by Ramesh Chandra Behera

ବାପା ତୁମେ ଗଲା ପରେ

ବାପା ତୁମେ ଗଲା ପରେ... (ମୁଁ) ଜୀଅନ୍ତା ଶବଟିଏ ପାଲଟି ଯାଇଛି ମନର ମନ୍ଦିର ଭୁଶୁଡ଼ି ପଡ଼ିଛି କାନ୍ଥ, ବାଡ଼, ସାହି ପଡ଼ିଶା ନିରବ, ନିସ୍ତବ୍ଧ ଖାଲି ତୁମ ପ୍ରତିଛବି ତୁମ ସ୍ମୃତି ମନେପଡ଼ୁଛି ଅଧୁରା ଲାଗୁଛି ଘରଟି ବାପା ତୁମେ…

Continue Readingବାପା ତୁମେ ଗଲା ପରେ
Read more about the article ଗପରୁ ଗପଟିଏ
Gaparu Gapatie (ଗପରୁ ଗପଟିଏ) by Dr. Viyatprajna Acharya

ଗପରୁ ଗପଟିଏ

ଏମିତି ବି କେବେ କେବେ ହୁଏ । ଏକ ଗପ ଆଉ କିଛି ଯୋଗାଧୀନ ଘଟଣା, ଗୋଟିଏ ଝିଅର ମାନ ସମ୍ମାନ, ଜୀବନ ବଞ୍ଚାଏ । ମୋର ହାଉସମ୍ୟାନସିପ ବର୍ଷର କଥା । ମେଡ଼ିସିନ ବିଭାଗରେ ଡିଉଟି ପଡ଼ିଥାଏ । ସରକାରୀ…

Continue Readingଗପରୁ ଗପଟିଏ
Read more about the article ବର୍ଷା ଆଉ ତୁ
Odia Poem Barsa Au Tu (ବର୍ଷା ଆଉ ତୁ) by Itishree Nayak

ବର୍ଷା ଆଉ ତୁ

ବର୍ଷା ଆଉ ତୋ' ଭିତରେ ଏ କେମିତିଆ ସମ୍ପର୍କ? ତୁ ଆସିଲେ ବର୍ଷା ଆସିଯାଏ ଆଉ ବର୍ଷା ଆସିଲେ କୋଉଠୁ କେଜାଣି ତୁ ଉଭା ହେଇଯାଉ । ତୋ' ସହ ଅଗଣିତ ବର୍ଷାଜଡ଼ିତ ସ୍ମୃତି, କିଛି ସତ ଅନେକ କିଛି ସତ…

Continue Readingବର୍ଷା ଆଉ ତୁ
Read more about the article ପରିବାର
Oida Poem Paribara (ପରିବାର) by Minati Dash

ପରିବାର

ଆମ ପରିବାର... ସର୍ବ ପ୍ରାଚୀନ ଅନୁଷ୍ଠାନଟିଏ ଗଢ଼େ ସମାଜ, ଗ୍ରାମ ଦେଶ ବିଦେଶ, ଯେଉଁଠି ଜନ୍ମର କୁଆଁ ରଡ଼ିରେ ଆନନ୍ଦ ବିସରେ ଖୁସି ଲହଡ଼ୀ ମାରେ ହସ ଢେଉ ଭାଙ୍ଗେ ମୃତ୍ୟୁରେ ଯେଉଁମାନେ ବହନ୍ତି ଛ'ଖଣ୍ଡି, ବିଞ୍ଚନ୍ତି ଖଇ କଉଡ଼ି ସମସ୍ତେ…

Continue Readingପରିବାର