Odia Story Golapa (ଗୋଲାପ) by Lala Om Prakash Rout

ଗୋଲାପ

ପୃଥିବୀର ଯେ କେହି ବି ଯେତେ ନିର୍ଦ୍ଦୟ ନିଷ୍ଠୁର ମଣିଷଟିଏ ହୋଇଥାଉ ନା କାହିଁକି, ଗୋଲାପ ଶବ୍ଦଟି ଶୁଣିବା କ୍ଷଣି ମନରେ ସତେ ଯେମିତି ଶିହରଣ ଖେଳି ଯାଏ ! ପାର୍ଶ୍ଵ ବାର୍ତ୍ତାବରଣ ଯେମିତି ପ୍ରେମମୟ ହୋଇଯାଏ, ସେମିତି ମୁହୂର୍ତ୍ତଟିଏ ପାଇଁ ମନ ମଧ୍ୟରେ ସୃଷ୍ଟିହୁଏ ରୋମାଞ୍ଚ । କାହିଁକି ନା ଗୋଲାପ ହେଉଛି ପ୍ରେମର ପ୍ରତୀକ; କେତେ ପ୍ରେମୀମାନଙ୍କର ମୁକସାକ୍ଷୀ ସେ !! ମେଟ୍ରିକ୍ ପାସ୍ ପରେ ନୂଆ ନୂଆ କଲେଜ ଯାଉଥାଏ, କିଶୋର ଅବସ୍ଥାରୁ…

ଅଧିକ ପଢ଼ନ୍ତୁ
Odia Poem Jharaka (ଝରକା) by Mrutyunjay Patra

ଝରକା

ତୋ’ ମୋ ଝରକା ଭିତରେ କେତେ ଅବା ତଫାତ୍? ଗୋଟେ ଫୋନକଲ୍ କିମ୍ବା ଗୋଟେ ଟେକ୍ସଟ୍ ମ୍ୟାସେଜର ଦୂରତା କେବେ ମାପିନି ସେ ଲମ୍ବା ରାସ୍ତାଟା ଯେଉଁଟା ମୋ ଝରକା ଫାଙ୍କରୁ ଦିଶେ ଆଉ ତୋ’ ଝରକାଟିରେ ଶେଷ ହୁଏ । ଅଙ୍କରେ ବହୁତ ଦୂର୍ବଳ ତ ଦୈର୍ଘ୍ୟ ପ୍ରସ୍ଥ ପରିସୀମା ଆଦି ମାପିବାକୁ ସାହସ ପାଏନି ତୋ’ ଝରକା ଫାଙ୍କରୁ ସୂର୍ଯ୍ୟାସ୍ତଟା ଭଲକି ଦିଶେ ତୋ’ ଝରକାରୁ ଜନ୍ମ ନିଏ ଆଉ ମୋ ଝରକା ବେଳକୁ…

ଅଧିକ ପଢ଼ନ୍ତୁ
Odia Poem Jibanara Khela (ଜୀବନର ଖେଳ) by Ashutosh Meher

ଜୀବନର ଖେଳ

ବଢ଼ି ଚାଲ ବନ୍ଧୁ ଦେଖି ନିଅ ଆଗେ ଜୀବନର ଜଳଛବି ଲଢ଼ି ଚାଲ ତୁ ହିଁ କାମେ ଅହରହ ହୋଇ ଜଣେ ଭାବ କବି । ଶ୍ରମରେ ଖୋଳିଲେ ରତ୍ନଗର୍ଭା ମାଟି ଢାଳି ଦେବ ତା’ର ସାର ଅଳସୁଆ ହୋଇ ନିନ୍ଦଇ କର୍ମକୁ ବୋହି କ୍ଷୋଭାସିକ୍ତ ଭାର । ରହିଯାଏ ଯେବେ ଭୁଲ କେଉଁ ବେଳା ଚିନ୍ତି ବାର ନାହିଁ ତିଳେ ଲଢ଼ିବା ଭାବନା ବଢ଼ାଇବ ଆଗେ ନିଜର ଅସୀମ ବଳେ । ଭାବିବା କାହିଁକି ଆଗେ…

ଅଧିକ ପଢ଼ନ୍ତୁ
Odia Poem Gatha Konarkara (ଗାଥା କୋଣାର୍କର) by Sarmistha Malla

ଗାଥା କୋଣାର୍କର

କୋଣାର୍କ !! ଏ ଜାତିର ଅସ୍ମିତା ବାରଶହ ବଢ଼େଇଙ୍କ ତ୍ୟାଗ ନୁହେଁ ଅନ୍ୟଥା ବାର ବରଷର ତପସ୍ୟା ଗାଏ ଧର୍ମପଦର ଅନନ୍ୟ ଗାଥା । କଳାର ସମ୍ରାଜ୍ୟ ହୋଇଛି ଖୋଦିତ ବଳି ପଡ଼ିଛି କାରୀଗରର ନିହାଣ ସ୍ୱେଦ, ରକ୍ତ ବିନ୍ଦୁର ପ୍ରତିଟି ସ୍ପନ୍ଦନେ ଝରେ କବିର ଲେଖନୀ ମୁନ । ଶିଳ୍ପ ହୋଇଛି ଆଜି ଅବିନଶ୍ୱର ଅମର ବିଶୁ ମହାରଣାଙ୍କ ଶିଳ୍ପୀ କୁଳ ସପ୍ତାଶ୍ଚର୍ଯ୍ୟ ମଧ୍ୟେ ହୋଇ ସ୍ଥାନୀତ ମଥା ଟେକି ରହିଛି ଆଜି ଶିଖରୀ ଚୂଳ…

ଅଧିକ ପଢ଼ନ୍ତୁ
Odia Story Dana (ଦାନ) by Abinash Mahakul

ଦାନ

ଘର ପାଖରେ ଥିବା ସାଇ ମନ୍ଦିରକୁ ପ୍ରତି ଗୁରୁବାର ଯିବା ମହାନ୍ତି ବାବୁଙ୍କର ନିତିଦିନିଆ ଅଭ୍ୟାସରେ ପରିଣତ ହେଇସାରିଥିଲା । ସେଦିନ ଗୁରୁପୂର୍ଣ୍ଣମୀରେ ସାଇମନ୍ଦିରରେ ସକାଳୁ ସକାଳୁ ଜନଗହଳି ହୋଇ ସାରିଥାଏ । ଅଫିସ ଯିବା ପୂର୍ବରୁ ମହାନ୍ତି ବାବୁ ସକାଳୁ ଗାଧେଇ ତରତରରେ ସାଇ ମନ୍ଦିରକୁ ଯାଉଥାନ୍ତି । ମନ୍ଦିରର ପାହାଚ ଚଢ଼ୁ ଚଢ଼ୁ ଜଣେ ବୃଦ୍ଧ ଭିକାରୀ ମହାନ୍ତି ବାବୁଙ୍କୁ କାକୁତି ମିନତୀ ହୋଇ ଭିକ୍ଷା ଆଶା କରୁଥିଲା । ମହାନ୍ତି ବାବୁ ଭିକାରୀଟିକୁ…

ଅଧିକ ପଢ଼ନ୍ତୁ