ପ୍ରକୃତିର ଡାକ
ବିକାଶ ପଥରେ ଆଗେଇ ଚାଲିଛି ଆଜି ତ ଜଗତ ଯାକ, ବିକାଶ ସ୍ରୋତରେ ଶୁଣି ପାରୁନାହୁଁ ଆମେ ତ ପ୍ରକୃତି ଡାକ । ଗଛ ସବୁ କାଟି ପଦା କରୁଅଛୁ ଆମେ ତ ଜଙ୍ଗଲ ତକ, ବିକାଶ ନାମରେ ଆହ୍ୱାନ କରୁଛୁ ଅକାଳ ବିପତ୍ତି ଯାକ । ଜଙ୍ଗଲ ଭୂଇଁକୁ ପଦା କରି ଆଜି ଅରଜୁଛି ଶିଳ୍ପ ତକ, ସେହି ଯୋଗୁଁ ଗଜ ମାଡ଼ି ଖାଇଯାଏ ଚାଷୀର ଫସଲ ଯାକ । ଅଳିଆ ବିଷରେ ପ୍ରଦୂଷିତ ଆଜି…