Kanika Recipe (କାନିକା ପ୍ରସ୍ତୁତି) by Puspita Bhutia

କାନିକା

ମହାପ୍ରଭୁ ଜଗନ୍ନାଥଙ୍କ ଲୀଳା ଅପାର । ସେ ପରା ବଡ଼ଖିଆ କାଳିଆ ଠାକୁର, ସେଇଥିପାଇଁ ତାଙ୍କ ପାଖରେ ୬୦ ପଉଟି ଭୋଗ ଲାଗିହୁଏ । ମହାବାହୁଙ୍କ ୫୬ ଭୋଗ ଭିତରୁ କାନିକା ହେଉଛି ଅନ୍ୟତମ । ଜଗନ୍ନାଥଙ୍କର ତିନି ଭୋଗ ମଧ୍ୟରୁ ବଡ଼ସଙ୍ଖୁଡ଼ି ଭୋଗରେ କାନିକା ଲାଗି କରାଯାଏ । ଯଦିଓ ଜଗନ୍ନାଥ ମନ୍ଦିରରେ ପ୍ରସ୍ତୁତ ହେଉଥିବା କାନିକାର ପ୍ରସ୍ତୁତି ଶୈଳୀ ଭିନ୍ନ, ତଥାପି ମୁଁ ଚେଷ୍ଟା କରିଛି କାନିକା ପ୍ରସ୍ତୁତ କରିବାକୁ । ଆବଶ୍ୟକୀୟ ସାମଗ୍ରୀ:…

ଅଧିକ ପଢ଼ନ୍ତୁ
Shree Jagannath Janana (ଶ୍ରୀ ଜଗନ୍ନାଥ ଜଣାଣ) by Sachidananda Mohanty

ଶ୍ରୀ ଜଗନ୍ନାଥ ଜଣାଣ

ତୋ’ ରୂପ ବର୍ଣ୍ଣନା ଭାଳି ବିଶ୍ୱକର୍ମା ହୃଦେ କଲେ ନିବେଦନ ସ୍ରଷ୍ଟା, ସୃଷ୍ଟି ଦ୍ୱୟ ଅଟୁ ଦୟାମୟ ତୁ କରୁ ତୋତେ ସୃଜନ । ଏ ବିଶ୍ୱ ବ୍ରହ୍ମାଣ୍ଡ ତୋ’ଠାରୁ ଉଦ୍ଭବ ତୁହି କର୍ତ୍ତା ଓ କାରଣ, ଦେବତା, ଦାନବ ଜୀବଜନ୍ତୁ ସର୍ବ ତୋହ ପ୍ରସାଦରୁ ଜନ୍ମ । ସତ ଚିତ୍ତ ଆନନ୍ଦ ହେ ସଚ୍ଚିଦାନନ୍ଦ ତୁହି ସଗୁଣ, ନିର୍ଗୁଣ, ଆକାର ବିହୀନ ଆହେ ନିରାକାର ତେଜୋମୟ ଅଗ୍ନିସମ । ତୋ ରୂପ ବର୍ଣ୍ଣନା ଭାଳି ବିଶ୍ୱକର୍ମା…

ଅଧିକ ପଢ଼ନ୍ତୁ
Anubhabare Jagannath (ଅନୁଭବରେ ଜଗନ୍ନାଥ) by Sangram Keshari Senapati

ଅନୁଭବରେ ଜଗନ୍ନାଥ

ମୋ ଜୀବନର ପ୍ରଥମଥର ଯେବେ ମୁଁ ପୁରୀ ଯାଇଥିଲି, ସେତେବେଳେ ବୋଧେ ମୋତେ ୨/୩ ବର୍ଷ ବୟସ ହୋଇଥିଲା । କେବଳ ଗୋଟିଏ ଫଟୋ ବ୍ୟତୀତ ମୋର ଆଉ କିଛି ମନେ ନାହିଁ । ତା’ପରେ କେଇଥର ଯାଇଛୁ, କିନ୍ତୁ ରଥଯାତ୍ରା ସମୟରେ କେବେ ଯିବାର ସୁଯୋଗ ମିଳିନଥିଲା । ସମସ୍ତେ କୁହନ୍ତି ମହାପ୍ରଭୁ ଅଣସର ଘରେ ଥିଲାବେଳେ ଅଲାରନାଥଙ୍କୁ ଦର୍ଶନ କଲେ କୋଟି ପୂଣ୍ୟ ମିଳେ ବୋଲି । ସେଇଥିପାଇଁ ଥରେ ଅଲାରନାଥ ଦର୍ଶନରେ ଯାଇ…

ଅଧିକ ପଢ଼ନ୍ତୁ
Biography of Binod Kanungo (ମନେପଡ଼ନ୍ତି: ‘ଜ୍ଞାନମଣ୍ତଳ’ ପ୍ରଣେତା ବିନୋଦ କାନୁନ୍‌ଗୋ) by Sindhujyoti Tripathy

ମନେପଡ଼ନ୍ତି: ‘ଜ୍ଞାନମଣ୍ତଳ’ ପ୍ରଣେତା ବିନୋଦ କାନୁନ୍‌ଗୋ

ଜ୍ଞାନକୋଷ ବା ଏନ୍‌ସାଇକ୍ଲୋପିଡ଼ିଆ ବିନା କୌଣସି ଭାଷା ଶତ ପ୍ରତିଶତ ସମୃଦ୍ଧ ବୋଲି କୁହାଯାଇପାରିବନାହିଁ । ଜ୍ଞାନକୋଷ ରଚନା ଏତେ ସହଜ କଥା ନୁହେଁ । ଏଥିପାଇଁ ଲୋଡ଼ା ମିଳିତ ଉଦ୍ୟମ ସାଙ୍ଗକୁ ଆର୍ଥିକ ସହାୟତା ଓ ମାନସିକ ପ୍ରୋତ୍ସାହନ । ଆଉ ଏସବୁର ଅଭାବ ସତ୍ତ୍ୱେ ଏ ଭଳି ଜଣେ ଓଡ଼ିଆ ଥିଲେ, ଯିଏ ସମ୍ପୂର୍ଣ୍ଣ ଭାବେ ବ୍ୟକ୍ତିଗତ ପ୍ରଚେଷ୍ଟାରେ ସୃଷ୍ଟି କରିପାରିଥିଲେ, ଆମ ଭାଷାର ଅଦ୍ୟାବଧି ସବୁଠାରୁ ଉନ୍ନତ ଜ୍ଞାନକୋଷ । ସେ ହେଉଛନ୍ତି…

ଅଧିକ ପଢ଼ନ୍ତୁ
Odia Poem Sharadhabalire Tini Thakura (ଶରଧା ବାଲିରେ ତିନି ଠାକୁର) by Soumyaranjan Sahoo

ଶରଧା ବାଲିରେ ତିନି ଠାକୁର

ଶରଧା ବାଲିରେ ତିନି ଠାକୁର, ରାଜା କରୁଛନ୍ତି ନ୍ୟାୟ ବିଚାର । ବାମରେ ସେ ଜଗନ୍ନାଥ ଠାକୁର, ହାତ ଯୋଡ଼ି କର ତାଙ୍କୁ ନମସ୍କାର । ଠାକୁର ନୁହେଁ ସେ ଆମ ଜୀବନ, ଗୁରୁଜନମାନେ ଦେବ ସମାନ । ସଭିଙ୍କ ପାଟିରେ ତାଙ୍କରି ନାମ, ଦେଶ ଜାତି ଲାଗି କରିବା କାମ । ପୁରୁଷୋତ୍ତମ ଦେବ ହେଲେ ତ ରାଜା, ସୁଖୀ ରହିଲେ ସବୁ ପରଜା । ତାଙ୍କ ଚକ୍ର ଅଟେ ସୁଦର୍ଶନ, କରିବ ପାପର ବିନାଶନ…

ଅଧିକ ପଢ଼ନ୍ତୁ