Odia Short Story Sabupua Emiti Na (ସବୁପୁଅ ଏମିତି ନା) by Padmalochan Padhi

ସବୁପୁଅ ଏମିତି ନା

ବହୁତ ଦିନର ସଂଘର୍ଷ ପରେ ଅନୁରୂପକୁ ମିଳିଥିଲା ବ୍ୟାଙ୍କ୍ ଅଫିସର ଚାକିରି, ପୋଷ୍ଟିଂ କଲିକତାରେ । ଦ୍ଵିତୀୟ ଶନିବାର ଆଉ ରବିବାର ଛୁଟି ଦେଖି ଭାବିଲା ଘରକୁ ଯାଇକି ଟିକେ ବୁଲିଆସିବି ।ଏମିତିରେ ଏଠି ଏକା ଭଲ ଲାଗୁନି, ଘରେ ଟିକେ ବୁଲି ଆସିଲେ ଭଲ ଲାଗିବ । ଶୀତ ଟିକେ ଟିକେ ପଡ଼ିଲାଣି, ସ୍ଵେଟର ପିନ୍ଧି ବାହାରିପଡ଼ିଲା ବସଷ୍ଟାଣ୍ଡ ଅଭିମୁଖେ । ଗଲାବେଳେ ଆଖି ପଡ଼ିଥିଲା ଏକ ସ୍ଵେଟର ଦୋକାନ ଉପରେ । ସେଇଠି ତା’ର…

ଅଧିକ ପଢ଼ନ୍ତୁ
Odia Poem Mo Bou (ମୋ ବୋଉ) by Satyaban Nayak

ମୋ ବୋଉ

ବୋଉର ପଣତକାନି ତା’ର ସ୍ନେହ ଦେଲା ମୋତେ ଆଶ୍ରୟ ଆସିବାକୁ ହେଲା ଏ ଜଗତେ ମୋତେ ନେଇ ନୂଆ ପରିଚୟ । ଜନ୍ମ ଦେଇ ସେ ଋଣି କରିଦିଏ ସ୍ନେହ ଦିଏ ସାଥବରେ ସୁଝି ପାରିବିନି ଋଣ ମୁଁ ତା’ର ଏହି ମୋର ଜୀବନରେ । ଗଙ୍ଗାଜଳ ପରି ପବିତ୍ର ମମତା ଆଉ କେହି ନ ଦେବେରେ ସ୍ନେହମୟୀ ଭଳି ମୋର ବୋଉକୁ କେହି କେବେ ଭୁଲିପାରେ । ନିଜ ହୃଦୟର ଲୁହକୁ ସେ ଚାପି ଦେଉଥାଏ…

ଅଧିକ ପଢ଼ନ୍ତୁ
Odia Short Story Sanskar (ସଂସ୍କାର) by Arpita Maheswari Singh

ସଂସ୍କାର

ସେତେବେଳକୁ ବର୍ଷା ପ୍ରାୟ ଛାଡ଼ି ଆସିଥାଏ । ଜେଜେଙ୍କୁ ନେଇ ପାର୍କ ବାହାରିଲି, ପାର୍କରେ ପହଞ୍ଚି ଦେଖିଲି ସେହି ଭଦ୍ର ମହିଳାଙ୍କୁ ଯିଏ ଆମ କଲୋନିକୁ ଏବେ ନୂଆ କରି ଆସିଛନ୍ତି । – ସେ ଦାଶ ବାବୁଙ୍କ ବୋହୂ ନା? – “କ’ଣ କହିଲେକି ଜେଜେ?” ଅନ୍ୟମନସ୍କ ଥିବାରୁ ପଚାରିଲି । – ନାଇଁ, କହୁଥିଲି କି ସେ ଦାଶ ବାବୁଙ୍କ ବୋହୂ ବୋଧେ? ଦେଖୁନୁ କେତେ ସଂସ୍କାରୀ ଲାଗୁଛି, ତା’ର ହାବଭାବ ଚାଲିଚଳଣୀ ପୁରା…

ଅଧିକ ପଢ଼ନ୍ତୁ
Odia Poem Bharijae Dukha Rashi (ଭରି ଯାଏ ଦୁଃଖ ରାଶି) by Sandhyarani Dash

ଭରି ଯାଏ ଦୁଃଖ ରାଶି

ହାରି ଯାଇଛି ମୁଁ ଜୀବନ ଯୁଦ୍ଧରେ ଖୋଜୁଛି ହଜିଲା ସ୍ମୃତି କିଛି କଥା ଆଉ ଅକୁହା ବେଦନା ଅନ୍ଧକାରର ଏ ରାତି । ହୃଦୟ ମନ୍ଦିରେ ସସ ମାନ ସାଜି ଅଟ୍ଟହାସ୍ୟ କରେ ମୋତେ, ନିଜର ଲୁହକୁ ନିଜେ ପିଇ ଯାଇ ବୁଝାଏ ମନକୁ କେତେ । କୋମଳ ହୃଦୟ ହୋଇଛି ପଥର ଝୁରୁଅଛି ରାତିଦିନ ହଜି ଯାଇଛି ତା’ ଜୀବନ କାହାଣୀ ଲିଭିଯାଏ ତା’ ସପନ । ଫେରିବାର ଆଶା ଯାଇଛି ପାଶୋରି ମାଟିରେ ଯାଇଛି…

ଅଧିକ ପଢ଼ନ୍ତୁ
Odia Story Bapa o Padmamalare Japa (ବାପା ଓ ପଦ୍ମମାଳାରେ ଜପ) by Nibedita Mohapatra

ବାପା ଓ ପଦ୍ମମାଳାରେ ଜପ

ବାପା, ଦୁନିଆରେ ମୋର ସବୁଠାରୁ ପ୍ରିୟ ମଣିଷ । ତାଙ୍କ ବିନା ମୋ ଜୀବନ ଅନ୍ଧାର । ମୋ ହେତୁ ପାଇବା ଦିନରୁ ମୁଁ ମୋ ବାପାଙ୍କ ପରି ମଣିଷଟିଏ ହେବାକୁ ଚାହିଁଚି । ଆଜି ବୟସର ଯୋଉ ସୋପାନରେ ମୁଁ ପହଞ୍ଚିଛି ସେଠାକୁ ଆସିବାରେ କେତେବେଳେ ମତେ ସଫଳତା ମିଳିଛି ତ କେବେ ପୁଣି ବିଫଳତା ମୋର ପଥରୋଧ କରିଛି; ତଥାପି ସବୁ ପରିସ୍ଥିତି ଆଉ ସବୁ ସମୟରେ ବାପା ମତେ ସାହାରା ଦେଇଛନ୍ତି ।…

ଅଧିକ ପଢ଼ନ୍ତୁ