Editorial Page of Shubhapallaba 11th Edition (ଶୁଭପଲ୍ଲବ ସମ୍ପାଦକୀୟ ପୃଷ୍ଠା)

✍ ଏକାଦଶ ସମ୍ପାଦକୀୟ

ପ୍ରେମ – ହୃଦୟ ପେଡ଼ିର କେଉଁ ନିଭୃତ କୋଣରେ କାହାପାଇଁ ସାଇତା ହୋଇ ମହ ମହ ବାସୁଥିବା ପବିତ୍ରତମ ଏକ ଅପ୍ରକାଶ୍ୟ ଭାବନା । କେବେ ସେ କଜ୍ଜ୍ୱଳର ଗାଢ଼ ପରଦାକୁ ଆଡ଼େଇ ଲାଜେଇ ଚାହେଁ, କେବେ ଥର ଥର ପ୍ରକମ୍ପିତ ଓଠରେ ଦୁଷ୍ଟାମିର ହସହୋଇ ଲୁଚିଯାଏ ତ ଆଉ କେବେ ଚିକ୍ ମିକ୍ ତାରାଫୁଲ ହୋଇ ଚମକୁଥାଏ ଘନକୃଷ୍ଣ କୁନ୍ତଳରେ । କେବେ ସେ ବସନ୍ତର ପହିଲି ଛୁଆଁ ହୋଇ ମନରେ ଅଜଣା ପୁଲକ ଖେଳାଏ…

ଅଧିକ ପଢ଼ନ୍ତୁ
Odia Poem Smruti Chitha (ସ୍ମୃତି ଚିଠା) by Dr. Subrat Kumar Mahanta

ସ୍ମୃତି ଚିଠା

ଓଲଟାଇବା ପାଇଁ ଇଚ୍ଛା ହୁଏ ବେଳେ ବେଳେ ପୁରୁଣା ପୃଷ୍ଠା, ପେଡ଼ି ଖୋଲିଦେଲେ ଆଖି ଲାଖି ଯାଏ ହଜି ଯାଏ ମନ…. ମିଳି ଯାଏ କିଛି ସ୍ମୃତି ଚିଠା !! ସତେ, କଷ୍ଟଦାୟକ ଥିଲା ସେ ଅତୀତ ବର୍ତ୍ତମାନ ନାମେ ଯେବେ ଥିଲା ସେ ନାମିତ କେତେ ଲୁହ ବୁହାଇଛି, ହୃଦୟ କନ୍ଦରୁ ଆଉ କେତେ କୋହୋ ସେ ରଖିଛି ସାଇତି ଧାର ଧାର ଲୁହ ବୁହାଇଛି, ନୟନ ଯୁଗଳୁ ଆଜି ଗୋଟେ ବର୍ତ୍ତମାନେ ପହଞ୍ଚି ଭାବୁଛି…

ଅଧିକ ପଢ଼ନ୍ତୁ
Odia Poem Spandana (ସ୍ପନ୍ଦନ) by Subhankar Satapathy

ସ୍ପନ୍ଦନ

ସ୍ପନ୍ଦନ ହୃଦୟର ଗୀତ, ମନର ମିତ ଅବା କେବେ ହୃଦଘାତର ପରାକ୍ରମରୁ ଜାତ । ସ୍ପନ୍ଦନ ମନର ସାଥି, ଗ୍ରୀଷ୍ମର ତାତି ଥଣ୍ଡା କାକରରେ ଶୋଇଥିବା ମଣିଷର ରାତି । ଶରତ ଋତୁ ଆଗମନ, ଦେବୀଙ୍କ ପ୍ରସାଦ ସେବନ ଆଶୀର୍ବାଦ ଭରା ପୂର୍ଣ କାଳରେ ଚମକିତ ହୁଏ ଗଗନ ପରମ୍ପରାର ପ୍ରତିବିମ୍ବ ସାଜେ–ସ୍ପନ୍ଦନ ସ୍ପନ୍ଦନ ସ୍ପନ୍ଦନ । କୋକିଳ ଗଳାର ଗୁଞ୍ଜନ, ସମୁଦ୍ର ଲହଡ଼ି ଗର୍ଜନ ପ୍ରେମର ଶୀତଳ ତନେ ଭରୁଥିବା, ଅଶ୍ରୁଭରା ଏକ ନୟନ ସୁକ୍ଷ୍ମ…

ଅଧିକ ପଢ଼ନ୍ତୁ
Odia Story Mrutyu Pthe Manabikata (ମୃତ୍ୟୁ ପଥେ ମାନବିକତା) by Satyabrata Sethi

ମୃତ୍ୟୁ ପଥେ ମାନବିକତା

ଯେତେବେଳେ ସନ୍ତାନଟେ ଜନ୍ମ ନିଏ ସେତେବେଳେ ବାପାମା’ଠାରୁ ଆରମ୍ଭ କରି ଆତ୍ମୀୟ ପରିଜନ ତଥା ସାହିପଡ଼ିଶା ଖୁସି ହୋଇଥାନ୍ତି । କୌଶଲ୍ୟା ଏବଂ ସୁବ୍ରତ ଉଭୟ ସ୍ୱାମୀସ୍ତ୍ରୀ ସେଥିରୁ ବାଦ୍ ପଡ଼ିଥାନ୍ତେ କେମିତି? କେତେ ଦିଅଁ ଦେବତା ମାନସିକ କରି ଆଜି ତାଙ୍କ କୋଳରେ ସନ୍ତାନଟିଏ ଭଗବାନ ଦେଇଛନ୍ତି । ଦୁଃଖର ଯବନିକା ପକାଇ ଖୁସିର ବାତାବରଣଟିଏ ତିଆରି କଲେ ଭଗବାନ । ମନର ସିଲଟରେ ନିଜର ଖୁସିର ମୁହୂର୍ତ୍ତକୁ ହାତରେ ଗାରେଇ କ’ଣ ସବୁ ଲେଖିଦେଉଥିଲା…

ଅଧିକ ପଢ଼ନ୍ତୁ
Odia Bhajan He Karunamaya (ହେ କରୁଣାମୟ) by Pranati Mohapatra

ହେ କରୁଣାମୟ

ଭକ୍ତି ପୁଷ୍ପ ଧରି ମନ ବ୍ୟୋମଯାନେ ଆସିଛି ତୋ’ ପାଶେ ଧାଇଁ, କର୍ମଫଳ ସବୁ ତୋ’ ପାଦ ପଙ୍କଜେ ସମର୍ପି କଳାଗୋସାଇଁ । ଶ୍ରୀପଦେ ଥାଇ ମୁଁ ନୟନ ପୁରାଇ ଦେଖିବି ଚକାନୟନ, ତୋ ଛଡ଼ା ତୁଳସୀ ଟିକେ ପାଇ ଦେଇ ହୋଇଯିବି ମୁହିଁ ଧନ୍ୟ । ବାଇଶି ପାହାଚେ ଗଡ଼ିବି କାଳିଆ ତୋ’ ମହାମନ୍ତ୍ରକୁ ଧ୍ୟାୟୀ, ଭୋକ ଶୋଷ ସବୁ ଭୁଲିଯିବି ପେଟେ ଟଙ୍କ ତୋରାଣିରୁ ପିଇ । କରୁଣାମୟ ହେ କରୁଣାରୁ ଉଣା କରିବୁନି…

ଅଧିକ ପଢ଼ନ୍ତୁ